Browsing author

SATYA SANDHANA DESK

କମିଶନରେଟ୍ ପୋଲିସ ଆରମ୍ଭ କଲା ୨ଟି ଆପ୍

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ)କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହେଲା ୨ଟି ଆପ୍ । ଚୋରଙ୍କ ସମ୍ପର୍କରେ ତଥ୍ୟ ଦେବ ‘କୁଣ୍ଡଳି’ ଆପ୍ । ଚୋରି ସାମଗ୍ରୀ ସମ୍ପର୍କରେ ତଥ୍ୟ ଦେବ ‘ସନ୍ଧାନ’ ଆପ୍ । ଚୋରି ସାମଗ୍ରୀ ଏବଂ ଏଥିରେ ସଂପୃକ୍ତ ଅପରାଧୀ ତଥ୍ୟ ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ।ଅପରାଧୀଙ୍କ ପୂରା ବାୟୋଡାଟା ସହ ଜବତ ହୋଇଥିବା ସାମଗ୍ରୀର ପ୍ରକୃତ ମାଲିକଙ୍କ ତଥ୍ୟ ରହିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପିୟଦର୍ଶୀ ।

ମାଟ୍ରିକ୍ ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ) ମାଟ୍ରିକ୍ ଆଧାରରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହେବା ନେଇ କାଉନ୍ସିଲ୍ ଅଫ୍ ହାଇଅର୍ ସେକେଣ୍ଡାରି ଏଜୁକେସନର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ କହିଛନ୍ତି । ମୂଲ୍ୟାୟନ ପାଇଁ ମାଟ୍ରିକ୍ ମାର୍କ ବେଷ୍ଟ ବୋଲି ସେ କହିଛନ୍ତି । ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବା ପରେ ଶେଷ ନିଷ୍ପତ୍ତି ସରକାର ନେବେ ବୋଲି ସେ କହିଛନ୍ତି ।ଅନ୍ୟପକ୍ଷରେ […]

IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୧୭/୬(ଏସ ଏସ ନିୟୁଜ)IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ । ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଥିବା ନେଇ ଅଭୟଙ୍କ ଓକିଲ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଦେଇଛନ୍ତି। ମୋଟ ୩ଟିରୁ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ ଅଭୟ। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ. ହୋଇଛି।

ପୂର୍ବତନ ଫୁଟୁବଲ ଖେଳାଳିଙ୍କ ବିୟୋଗ

ବାରଙ୍ଗ,୧୬/୬(ଏସ ଏସ ନିୟୁଜ) ମରିଚିଆ ୟୁଥ ସ୍ପୋର୍ଟସ କ୍ଲବର ଜଣେ ଆଗ ଧାଡ଼ିର ଫୁଟୁବଲ ଖେଳାଳି କବିନ୍ଦ୍ର ପରିଡା (କବି)ଙ୍କର ଆଜି ୫୬ ବର୍ଷରେ ଅଚାନକ ମୃତ୍ୟୁ ଘଟିଛି।ଆଜି ସେ ସକାଳୁ ସବୁଦିନ ପରି ନିଜର ନିତ୍ୟ କର୍ମ ସାରି ଘରେ ଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡି ହୃଦଘାତ ରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।କବିଙ୍କ ମୃତ୍ୟୁ ଖବର ଗ୍ରାମରେ ପ୍ରଘଟିତ ହେବା ପରେ ବହୁ କ୍ରୀଡ଼ାପ୍ରେମୀମାନେ ତାଙ୍କ ବାସଭବନରେ ପହଂଚି […]

୧୯ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ବର,୧୭/୬(ଏସ ଏସ ନିୟୁଜ)୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିବ ପ୍ରବଳ ବର୍ଷା ।ଏଥିନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରପଡ଼ା ଓ ୧୮ ତାରିଖରେ ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାସହ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବାର ସମ୍ଭାବନା ରହିଛି ।୨୦ […]

ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ

➡️୧-ଏଥର ମଧ୍ୟ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ରଥଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଦେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି । ➡️୨-ଆଜିଠାରୁ ଜୁଲାଇ ୧ ସକାଳ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟାଗୋରୀ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ ‘ବି’ କାଟାଗୋରୀରେ ବିଭକ୍ତ କରାଗଲା । ➡️୩-ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ […]

ଆଜିର ରାଶିଫଳ

ଜୁନ ମାସ ୧୭ ତାରିଖ ୨୦୨୧ ମସିହା(ଗୁରୁବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ସପ୍ତମୀ,ବସୁମତୀ ସ୍ନାନ, କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ତାଳ ନଡ଼ିଆ ଭକ୍ଷଣ ନିଷେଧ। ମେଷ:-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବୃଷ:-ଜୀବନରେ କିଛି […]

ଆଜିର ଅନୁଚିନ୍ତା

➡️ଯେଉଁଲୋକ କଷ୍ଟ ବୁଝିପାରନ୍ତି ସେମାନେ କେବେବି କଷ୍ଟର କାରଣ ହୁଅନ୍ତି ନାହିଁ। ➡️ପବନ ଯେତେ ପ୍ରଖର ହେଲେ ମଧ୍ୟ୍ ପାହାଡର କୌଣସି କ୍ଷତି କରିପାରେନା, ଠିକ୍ ସେହିପରି ନିନ୍ଦା ହେଉକି ପ୍ରଶଂସା ଜ୍ଞାନୀ ଗୁଣୀଙ୍କ ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ । ➡️ନିଜେ ନିଜ ଉପରେ ବିଶ୍ୱାସ ରଖନ୍ତୁ, ଭଗବାନ ନିଶ୍ଚୟ ସହାୟ ହେବେ। ଲୋକେ ତ କିଛି ନା କିଛି କହିବେ, ତାଙ୍କର କାମ ହେଲା କହିବା। ➡️ତୁମକୁ ଏ ଦୁନିଆରେ ତୁମର ଭାଗ୍ୟ […]

ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦ୍ ଯାପିତ

  ପୁରୀ,୧୬/୬(ଏସ ଏସ ନିୟୁଜ)ପୁରୀ ଜିଲ୍ଲାର ରଘୁରାଜପୁର । ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି । କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ। ୮ତାରିଖରୁ ଜୁନ୍ ୧୬ ପର୍ଯ୍ୟନ୍ତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା […]

ଆଜିର ରାଶିଫଳ

ଜୁନ ମାସ ୧୬ ତାରିଖ ୨୦୨୧ ମସିହା(ବୁଧବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ଷଷ୍ଠୀ ଶେଷରଜ ,କର୍କଟ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନିମ୍ବ ତାଳ ଭକ୍ଷଣ ନିଷେଧ । ମେଷ:-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ। ବୃଷ:-ଆଜି […]