Browsing author

SATYA SANDHANA DESK

ଦେବୀନଦୀରେ କୁମ୍ଭୀର …

ଭୁବନେଶ୍ୱର,୩୦/୫(ଏସ୍‌ଏସ୍‌ନିୟୁଜ) ଦେବୀ ନଦୀର ଗଳଦାରୀ ସେତୁରେ ଏକ କୁମ୍ଭୀର ଭାସୁ ଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଛନ୍ତି । ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀଦୋଳ ନିକଟସ୍ଥ ଦେବୀ ନଦୀରେ ଏହିଭଳି ଦୃଶ୍ୟ ଶନିବାରଦିନ ଲୋକମାନେ ଦେଖିବାକୁ ପାଇଛନ୍ତି ।ଏହି ନଦୀ ଉପରେ ଆଖପାଖ ଗ୍ରାମବାସୀମାନେ ନିର୍ଭର କରିଥାନ୍ତି ଓ ଏହାର ଜଳକୁ ବିଭିର୍ଣ କାର୍ଯ୍ୟ ପାଇଁ ବ୍ୟବହାର କରିଥାନ୍ତି ।ମାଛଧରାଳିମାନେଏହିନଦୀରୁ ମାଛଧରିଥାନ୍ତି ।ଏହାସହିତନଦୀକୁଳିଆ ଲୋକମାନେ ସେମାନଙ୍କ ଗୃହପାଳିତ ଗାଈ,ମଇଁଷି ଙ୍କୁ ନଦୀ ପଠାରେ ବାନ୍ଧିବା ସହ ଗାଧୋଇ […]

ଅପିଲ କଲେ ଦିଦି

୧–ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ, ବିସିସିଆଇ ବୈଠକରେ ନିଷ୍ପତ୍ତି । ୨-ସ୍କୁଲ, କଲେଜ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା . ୩-କରୋନାରେ ବାପାମା’ ଛେଉଁଣ୍ଡଙ୍କ ପାଇଁ ବଡ଼ ଘୋଷଣା। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ଆର୍ଥିକ ସହାୟତା। ୨୩ ବର୍ଷ ବୟସ ହେଲେ ଏକସଙ୍ଗେ ୧୦ଲକ୍ଷ ଟଙ୍କାର ଅର୍ଥ ରାଶି ମିଳିବ। ପିଲାଙ୍କ ପାଇଁ ପିଏମ୍‌ କେୟାର୍ସ ନାମରେ ଯୋଜନା ଆରମ୍ଭ କଲେ ମୋଦି। ୪-ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ […]

ଆଜିର ଅନୁଚିନ୍ତା

➡️ପିଲାଙ୍କୁ ଉପହାର ନଦେଲେ ସେ କିଛି ସମୟ କାନ୍ଦିବ, କିନ୍ତୁ ସଂସ୍କାର ନଦେଲେ ଜୀବନ ସାରା କାନ୍ଦିବ । ➡️ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ବହୁତ କଷ୍ଟ ହୁଏ, ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ନୂଆ ଜୀବନ ଆରମ୍ଭ ହୁଏ । ➡️ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି ନା ସେଥି ମଧରୁ ” ନିନ୍ଦା ” ଆଉ ” ଅପବାଦ ହେଉଛି ସର୍ବଶ୍ରେଷ୍ଠ । ➡️ଶାନ୍ତ ମନରେ ତୁମ ଦ୍ବାରା ଯାହା […]

ଆଜିର ରାଶିଫଳ

ମଇ ମାସ ୩୦ ତାରିଖ ୨୦୨୧ ମସିହା(ରବିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ପଞ୍ଚମୀ ସିଂହ ରାଶିର ଘାତ ଚନ୍ଦ୍ର,ମେଷ ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ନିମ୍ବ ଭକ୍ଷଣ ନିଷେଧ।  ମେଷ :-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ […]

ସୁନାଦେଈ ମନ୍ଦିରରୁ ଚୋରି

ବାରଙ୍ଗ,୨୯/୫(ଏସଏସନିୟୁଜ) ଚୋରମାନଙ୍କ ଟାର୍ଗେଟରେ ଏବେ ଗ୍ରାମାଂଚଳରେ ଥିବା ମନ୍ଦିର ରହିଛି ।ଭୁବନେଶ୍ୱର ବ୍ଲକଅର୍ନ୍ତଗତ କଳାରାହଙ୍ଗ ଗ୍ରାମରେ ଥିବା ଦ୍ୱିତୀୟ ଲିଙ୍ଗରାଜମନ୍ଦିର କୁହାଯାଉଥିବା ଜଳେଶ୍ୱର ମନ୍ଦିରରୁ ଲକ୍ଷାଧରକ ଟଙ୍କାର ସୁନାଅଂଳକାର ଚୋରୀ ହୋଇଥିଲା ।ଏହାପରେ ଏହି ପଂଚାୟତର ପଦ୍ମକେଶରୀପୁର ଗାଁମୁଣ୍ଡରେ ଥିବା ଡାଳଖାଇ ମନ୍ଦିରରୁ ଚୋରୀହୋଇଥିଲା । ଏବେ ବାରଙ୍ଗ ବଛିପୁର ଗ୍ରାମର ଗ୍ରାମଦେବତୀ ମା’ ସୁନାଦେଈ ମନ୍ଦିରରୁ ଗତ ଶୁକ୍ରବାର ରାତିରେ କେହି ଦୃର୍ବୁତ୍ତ ମନ୍ଦିର ତାଲାଭାଙ୍ଗି ଠାକୁରାଣୀଙ୍କ ସୁନାଅଳଙ୍କାର ସମେତ ସମସ୍ତ ଆସବାସପତ୍ର ଚୋରି କରିନେଇଛି […]

ଘରକୁ ଘର ବୁଲିଲେ କରୋନା ସର୍ବେକ୍ଷଣ କଲେ

ବାରଙ୍ଗ,୨୯/୫(ଏସଏସନିୟୁଜ) ମେଣ୍ଢାଶାଳସରକାରୀଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ତତ୍ୱାବଧାନରେ ଗ୍ରାମାଂଚଳରେ ଆରମ୍ଭ ହୋଇଛି କରୋନା ସର୍ବେକ୍ଷଣ । ଗ୍ରାମାଞ୍ଚଳରେ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଏଏନ୍ଏମ୍ ଦିଦିଙ୍କ ଦ୍ବାରା ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଓ କରୋନା ସର୍ବେକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି । ଭୁବନେଶ୍ବର ବ୍ଲକ ରଘୁନାଥପୁର ,ଦାଢା, କଲ୍ୟାଣପୁର, ବରିମୁଣ୍ଡ, କଳାରାହାଙ୍ଗ ଆଦି ୫ପଞ୍ଚାୟତରେ ଶୁଭାରମ୍ଭ ହୋଇଛି। ଏହି ପରିପେକ୍ଷୀରେ ଶନିବାର ସକାଳେ ଦାଢାପଞ୍ଚାୟତର ଭଗବତୀନଗର ୫ ନମ୍ବର ଓ୍ବାର୍ଡରେ ଅଙ୍ଗନଓ୍ବାଡି କର୍ମୀ ମନୋରମା ଭୋଇ, ଆଶାକର୍ମୀ ବାସନ୍ତୀ ଦାସ […]

ସିପି ବାଂଟିଲେ ମାସ୍କ ଓ ସାନିଟାଇଜର

ବାରଙ୍ଗ,୨୯/୫(ଏସଏସନିୟୁଜ) ଶନିବାର ସନ୍ଧ୍ୟା ସମୟରେ ଭୁବନେଶ୍ୱର – କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନନ୍ଦନକାନନ ଏବଂ ଇନଫୋସିଟୀ ଥାନା ପରିଦର୍ଶନ ରେ ଆସି ଥାନା ସମ୍ମୁଖ ଚେକ୍ ପୋଷ୍ଟ ରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ଏବଂ ଟ୍ରାଫିକ କର୍ମଚାରୀଙ୍କୁ ସଚେତନ କରିବା ସହିତ ମାସ୍କ,ସାନିଟାଇଜର ଏବଂ ଖାଦ୍ୟ ପଦାର୍ଥ ବାଣ୍ଟିଥିଲେ।ଏଥିସହ କୋରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ସୁଚାରୁରୂପେ ନିଜର କର୍ତ୍ତବ୍ୟ ପାଳନ କରୁଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ। ପରେ ନନ୍ଦନକାନନ ଥାନା କୁ […]

ଟିକା ନେଲେ ତିନି ଛୁଆ

ବାରଙ୍ଗ,୨୯/୫(ଏସଏସନିୟୁଜ)ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ବାଘୁଣୀ ବିଜୟା ଔରଷରୁ ଜନ୍ମଗ୍ରହଣ କରିଥିବା ତିନିଶାବକ ଫେଲିଜେନ ଟିକା ନେଇଛନ୍ତି । ।ଗତମାର୍ଚ୍ଚ୨୮ତାରିଖରେ ବିଜୟାଏହି ତିନଟିଛୁଆକୁ ତିନଟି ପର୍ଯ୍ୟାୟରେ ଜନ୍ମ ଦେଇଥିଲା ।ପ୍ରଥମ ଛୁଆ ୧୦.୫୮ମିନଟରେ ଜନ୍ମ ହୋଇଥିବାବେଳେ ଦ୍ୱତୀୟଟି ୧ଟା ଓ ତୃତୀୟଟି୧.୩୫ରେ ଜନ୍ମଗ୍ରହଣ କରିଥିଲା ।ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲିବାଘ ସେଫ ସହ ବାଘୁଣୀ ବିଜୟାର ମିଳନ ହୋଇଥିଲା । ମା ପାଖରେ ୬୦ଦିନ କାଟିବାପରେ ଶୁକ୍ରବାରଦିନ ପ୍ରଥମକରି ନନ୍ଦନକାନନର ଡାକ୍ତରମାନେ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିଛନ୍ତି ।ଯାଂଚବେଳେ ତିନଟିଛୁଆ ଅଣ୍ଡିରା […]

ଜୁନ୍ ୧ରୁ ଅନଲାଇନ କ୍ଲାସ

ଭୁବନେଶ୍ୱର,୨୯/୫(ଏସଏସନିୟୁଜ) ମହାମାରୀ କରୋନା ଦ୍ୱିତୀୟ ପର‌୍ୟ୍ୟାୟ ସଂକ୍ରମଣ ବୃଦ୍ଧି ପାଇବା ପରେ ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ କରିଦେଇଥିଲେ।ଏବେ ଜୁନ୍ ପହିଲାରୁ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଖୋଲିବ ।କିନ୍ତୁ ପିଲାମାନେ ଆସିବେନାହିଁ । ଅନଲାଇନ ରେ କ୍ଲାସ ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ ପିଲାମାନେ କ୍ଲାସକୁ ଆସିବେ ନାହିଁ କେବଳ ଅନଲାଇନରେ କ୍ଲାସ ହେବ । ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ସରକାରୀ […]

ୟୁଏଇରେ ଖେଳାଯିବ ଆଇପିଏଲ୍ ର ଅବଶିଷ୍ଟ ମ୍ୟାଚ୍‌

ଈୁବନେଶ୍ୱର,୨୯/୫(ଏସଏସନିୟୁଜ) ବିସିସିଆଇ ସୂଚନା ଅନୁଯାୟୀ ଆସନ୍ତା ସେପ୍ଟେମ୍ବରରୁ : ୟୁଏଇରେ ଆରମ୍ଭ ହେବ ଆଇପିଏଲ୍-୨୦୨୧ର ଅବଶିଷ୍ଟ ମ୍ୟାଚ୍ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରାଯିବା ନେଇ ବିସିସିଆଇର ଭର୍ଚୁଆଲ୍‌ରେ ସ୍ପେଶାଲ ଜେନେରାଲ୍ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଷୟରେ ସୁଚନାଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା । ଦେଶରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲର ଅବଶିଷ୍ଟ ମ୍ୟାଚଗୁଡ଼ିକ ଆସନ୍ତା ସେପ୍ଟମ୍ବର-ଅକ୍ଟୋବର ମାସରେ […]