Browsing author

SATYA SANDHANA DESK

ଗ୍ଲୋବାଲ୍ ଟେଣ୍ଡର ଖୋଲିବ ଆଜି

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ଟିକାକରଣ ନେଇ ଗ୍ଲୋବାଲ୍ ଟେଣ୍ଡର ଆଜି ସକାଳ ୧୧ଟାରେ ଖୋଲିବ ।ତେବେ ସନ୍ଧ୍ୟା ୫ଟାରେ ସରକାରଙ୍କୁ କେଉଁ କେଉଁ କମ୍ପାନୀ ଟିକା ଦେବେ ତାହା ଜଣାପଡିବ । ରାଜ୍ୟରେ ଟିକାର ଅଭାବ ଦୁରକରିବାପାଇଁ ସରକାର ଗ୍ଲୋବାଲ୍ ଟେଣ୍ଡର ଡାକିବାସହ ଥିଲେ ଅଧିକ କମ୍ପାନୀକୁ ଆକୃଷ୍ଟ କରିବାପାଇଁ ଟେଣ୍ଡର ସର୍ତ୍ତରେ ପରିବର୍ତ୍ତନ କରିଥିଲେ । ତେବେ ଅଗ୍ରଣୀ ଟିକାପ୍ରସ୍ତୁତକାରୀ କମ୍ପାନୀ ମାନଙ୍କଠାରୁ ୩.୮ କୋଟି ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ ହୋଇଥିଲା  

ଆଜିର ଅନୁଚିନ୍ତା

➡️କାହାକୁ ଅତ୍ୟଧିକ ଗୁରୁତ୍ୱ ଦେଲେ, ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡେ । ➡️ଆଘାତ ମଣିଷକୁ ବଦଳେଇ ଦିଏ—ଅବହେଳା ମଣିଷକୁ ବାସ୍ତବତା ଶିଖାଇ ଦିଏ —। ➡️ଲୋକଙ୍କର “ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ ! ➡️”ସନ୍ଦେହ”, ଗୋଟିଏ ମଣିଷର ସଂସାର ନଷ୍ଟ କରିଦିଏ; ଆଉ “ଭଲପାଇବା”, ଜଣେ ଅପରିଚିତକୁ ଅତି ନିଜର କରିଦିଏ । ➡️କାହା କାହା ମୁଁହରୁ Sorry ଶବ୍ଦଟା […]

ଆଜିର ରାଶିଫଳ

ମଇ ମାସ ୨୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଦ୍ଵିତୀୟା ,ବିଛା,ଧନୁ ଓ ମୀନ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ପୋଟଳ ଭକ୍ଷଣ ନିଷେଧ।  ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷ […]

ବାତ୍ୟା ପରେ କରୋନା ଚିନ୍ତା

୧-ବାତ୍ୟା ପାଇଁ ସ୍ଥାନାନ୍ତରିତ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ପାଇଁ ନିର୍ଦ୍ଦେଶ । ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ।ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ  ପରେ ଭୁବନେଶ୍ୱରରେ ସମୀକ୍ଷା । ୩-ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪-ଜନତାଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ […]

ନବଜାତ ଶିଶୁର ପଜିଟିଭ,କିନ୍ତୁ ମା ର ନେଗେଟିଭ

ଭୁବନେଶ୍ୱର,୨୭/୫(ଏସଏସନିୟୁଜ) କରୋନାର ଦ୍ୱିତୀୟ ତରଙ୍ଗ ଯେତିକି ଚକିତ କରିଛି ଏହିସମୟରେ ବାରାଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସାର୍ ସୁନ୍ଦର ଲାଲ ହସ୍ପିଟାଲରେ ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ସାମ୍ନାକୁଆସିଛି ।ଯାହ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।ମା ଙ୍କର କୋଭିଡ ନେଗେଟିଭ ଆସିଥିବାବେଳେ ନବଜାତକ ଶିଶୁର କରୋନାପଜିଟିଭ ରିପୋର୍ଟ ଆସିଛି । ଏହାଜଣାପଡିବା ପରେ ଡାକ୍ତରଖାନା ପକ୍ଷରୁ ପୁନର୍ବାର କୋଭିଡ ପରୀକ୍ଷା ପାଇଁ କୁହାଯାଇଛି । ସହରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ରହୁଥିବା ଅନିଲ କୁମାରଙ୍କ ୨୬ ବର୍ଷିୟ ଗର୍ଭବତୀ ପତ୍ନୀ […]

ବାତ୍ୟା ପରେ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭/୫(ଏସଏସନିୟୁଜ)ବାତ୍ୟା ୟାସ ଯାଇଛି କିନ୍ତୁ ଏହାର ପ୍ରଭାବରେ ବନ୍ୟା ଆଶଙ୍କା ଦେଖାଦେଇଛି ।ବିଭିର୍ଣ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।କେତେକ ସ୍ଥାନରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।କେନ୍ଦୁଝରର ଆନନ୍ଦପୁରରେ ବୈତରଣୀ ନଦୀ ବିପଦସଙ୍କେତ ଉପରେ ରହିଛି ଜଳସ୍ତର, ।ଭଦ୍ରକ ଆଖୁଆପଦାରେ ବିପଦସଙ୍କେତ ଉପରେ ବହୁଛି ବୈତରଣୀର ଜଳସ୍ତର । ମୟୁରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଓ ସାଳନ୍ଦୀରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି । ସମୁଦ୍ର ଜୁଆର […]

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆସିବେ

ଭୁବନେଶ୍ୱର,୨୭/୫(ଏସଏସନିୟୁଜ) ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବାତ୍ୟା ୟାସ ରେ କ୍ଷୟକ୍ଷତି ସଂପର୍କରେ ସମୀକ୍ଷା ପାଇଁ ଆସିବେ ।ପ୍ରଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସମୀକ୍ଷା କରିବାପରେ ପରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆକାଶ ମାର୍ଗରୁ ବୁଲି ଦେଖିବେ ।ବିଶେଷକରି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ବାଲେଶ୍ୱର, ଭଦ୍ରକ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ ।ପରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଞ୍ଚଳ ଦେଖିବେପରେ ପଶ୍ଚିମବଙ୍ଗରେ ସମୀକ୍ଷା ବୈଠକରେ […]

ଆକାଶ ମାର୍ଗରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୫(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କ୍ଷୟକ୍ଷତିକୁ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ୮୪ ଓ ଭଦ୍ରକ ଜିଲ୍ଲାର ୪୮ ଗାଁକୁ ମିଶାଇ ପ୍ରାୟ ୧୨୮ ଗାଁ ବାତ୍ୟା ୟାସ୍ ଯୋଗୁଁ ପ୍ରଭାବିତ ହୋଇଥିବା କୁହାଯାଉଛି ।ତେବେ ବୁଧବାରସନ୍ଧ୍ୟାରେ ବାତ୍ୟାର ସ୍ଥିତିକୁ ନେଇ […]

କରୋନା-ସଂକ୍ରାମଣ କମିଲା,ମୃତ୍ୟୁ ହାର ବଢିଲା

ଭୁବନେଶ୍ୱର.୨୭/୫(ଏସଏସନିୟୁଜ) କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇ ଆଜି ରାଜ୍ୟରେ ୬ ହଜାର ୭୩୬ରେ ପହଁଚିଛି ।ସେଥିମଧ୍ୟରେ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ୨୭୭୪ ଜଣ ବାହାରିଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି। ଏହିଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୭୮୮ ,ଖୋର୍ଦ୍ଧାରୁ ୫୩୩ , ବରଗଡରୁ ୪୦୫ , କଟକରୁ ୩୬୨, ଯାଜପୁରରୁ ୩୭୪, ବୌଦ୍ଧରୁ ୨୬୨.କୋରାପୁଟରୁ ୨୧୯, ,ବାଲେଶ୍ୱରରୁ ୭୧ , ଭଦ୍ରକରୁ ୨୦୬ , ବଲାଙ୍ଗିରରୁ […]

ଆଜିର ରାଶିଫଳ

ମଇ ମାସ ୨୭ ତାରିଖ ୨୦୨୧ ମସିହା(ଗୁରୁବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ ,ତୁଳା ଓ କୁମ୍ଭ ରାଶିର ଘାତବାର,ପ୍ରତିପଦ ଓ ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଓ  ବୋଇତି କଖାରୁ ଭକ୍ଷଣ ନିଷେଧ। ମେଷ=କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ […]