ବରିଷ୍ଟ ଅଧିକାରୀଙ୍କୁ ‘ଭାଇ’ ଡାକିଲେ ହେବ କାର୍ଯ୍ୟାନୁଷ୍ଠାନ

  1. ଭୁବନେଶ୍ବର:୧୮/୧୧-  ଏଣିକି ଭାଇ ଡାକ ମନା !ପ୍ରାଣୀ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀଙ୍କୁ ଭାଇ ସମ୍ବୋଧନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ | ଏହାଦ୍ବାରା ସରକାରୀ କର୍ମଚାରୀ ଆଚରଣ ନିୟମର ଉଲ୍ଲଂଘନ ହେଉଥିବା ସୂଚନା ।
Comments (0)
Add Comment