ବାରଙ୍ଗ,୫/୬(ଏସଏସନିୟୁଜ)ବାରଙ୍ଗଅଂଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଆକ୍ରାନ୍ତ ଜଣଙ୍କ କଲିକତା ଫେରନ୍ତା ବୋଲି ଜଣାପଡିଛି । କଲିକତାରୁ ଫେରିବାପରେ ସେ ହୋମ କ୍ୱରେଣ୍ଟଟାଇନ ରେ ରହିଥିଲେ । ଦେହ ବେଶି ଅସୁସ୍ଥ ହେବାରୁ ଏସିବି ରେ ଭର୍ତି ହୋଇଥିବାର ଶୁଣିବାକୁ ମିଳୁଛି ।ତେବେ ଏହି ଖବର ପ୍ରଚାର ହେବା ପରେ ଚର୍ଚ୍ଚା ଯୋର ଧରିଛି ।