Browsing category

ବାଣିଜ୍ୟ

ସହିଦନଗରରେ ଏଥର ୧୫୦ଫୁଟର ତୋରଣ

ଭୁବନେଶ୍ୱର,୨୮/୯(ଏସଏସନିଉଜ)ଏଥର ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ୧୫୦ଫୁଟ ଉଚ୍ଚର ତୋରଣ କରାଯିବ ବୋଲିଏକ ସାମ୍ବାଦିକ ସମ୍ମିଳନୀରେକହିଛନ୍ତି ସମିତିର ସଭାପତି ହେମନ୍ତ କୁମାର ପରିଡା ।ଏହାସହ ପୂଜାରେ କଣ ସବୁ ପଦକ୍ଷେପ ସମିତି ପକ୍ଷରୁ ଆୟୋଜନ କରାଯାଉଛି ତାହା ବର୍ଣନା କରିଥିଲେ I ଚଳିତବର୍ଷ ପୂଜାଟି ୪୭ ବର୍ଷରେ ପଦାର୍ପଣ କରୁଛି I ପୂଜାକୁ ଗୁରୁତ୍ବ ଦେଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା କରିବାପାଇଁ ସବୁ ପ୍ରକାରର ଦୁର୍ଲଭପୂଜା ସାମଗ୍ରୀକୁ ସମିତି ପକ୍ଷରୁ ଯୋଗାଇ […]

ଅକ୍ଟୋବରମାସରୁ ମିଳିବ ଗହମ

ଭୁବନେଶ୍ୱର,୨୭/୯(ଏସଏସନିଉଜ)ରାଜ୍ୟରେ ରାସନ୍ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ। ଅକ୍ଟୋବର ମାସରୁ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବ ସରକାର ଗହମ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ମନା କରିଥିଲେ। ବର୍ତ୍ତମାନ୍ ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରଖି କେନ୍ଦ୍ର ସରକାର ୨୦ ପ୍ରତିଶତ ଗହମ ଦେବାକୁ ରାଜି ହୋଇଛନ୍ତି। ଗୋଟିଏ ପରିବାରକୁ କୋଟାର ୨୦ ପ୍ରତିଶତ ଗହମ ଦିଆଯିବାର ବ୍ୟବସ୍ଥା କରାଯିବ। ହିତାଧିକାରୀ ନିଜ ଇଚ୍ଛାରେ ଅଧିକ […]

ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ?

ଭୁବନେଶ୍ୱର,୨୪ା୯(ଏସଏସନିଉଜ)ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ JSW ଓହରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ଯୋରଧରିଛି ।ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ ଜାତୀୟ ମିଡିଆରେ ଚର୍ଚ୍ଚା ଚାଲିଛି ।୭ମାସ ତଳେ ବିଜେଡି ସରକାର ଥିବା ବେଳେ ଚୁକ୍ତି କରିଥିଲା JSW୪୦ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲାତେବେ ଚର୍ଚ୍ଚାକୁ ନେଇ JSW ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ଭୁବନେଶ୍ବର,୨୩/୯(ଏସଏସନିଉଜ) ଆମେରିକା ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଛନ୍ତିଏଣିକି ‘ନମସ୍ତେ’ ବି ଲୋକାଲରୁ ଗ୍ଲୋବାଲ ହୋଇଗଲାଣି।ଆପଣଙ୍କ ଭଲପାଇବା ମୋପାଇଁ ସବୁଠୁ ବଡ଼ ସୌଭାଗ୍ୟ ଯେତେଥର ଆମେରିକା ଆସିଛି, ଅପାର ସ୍ନେହ ପାଇଛି।ଆଜି ଭାରତ 6G ଉପରେ କାମକରୁଛି।ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି।ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ବ ଦେଲୁ।ହଜାରହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି ବୋଲି କହିଛନ୍ତି ମୋଦି।ମେଡ୍ ଇନ୍ ଇଣ୍ଡିଆ ଆଜି ବିଶ୍ବର ସବୁଠୁ […]

କୋଣାର୍କ ଗଲେ ୨୩ କୃଷ୍ନସାରମୃଗ

ବାରଙ୍ଗ,୧୮ା୯(ଏସଏସନିଉଜ)ବୁଧବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ କୋଣାର୍କ ବାଲୁଖଣ୍ଡ ବନ୍ୟଜନ୍ତୁ ଅଭୟାରଣ୍ୟକୁ ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି କୃଷ୍ନସାରମୃଗକୁ ପଠାଯାଇଛି ।ପୁରୀ ୱାଇଲ୍‌ଡ ଲାଇଫ ଡିଭିଜନର କୋଣାର୍କ ବାଲୁଖଣ୍ଡ ବନ୍ୟଜନ୍ତୁ ଅଭୟାରଣ୍ୟକୁ ନନ୍ଦନକାନନରୁ ୨୫ଟି କୃଷ୍ନସାରମୃଗ ପଠାଇବାପାଇଁ ପିସିସିଏଫ ଅନୁମୋଦନ କରିଥିଲେ ।ଏହିଆଧାରରେ ଗତ୧୮ ଜୁନ୍ ରେ ପ୍ରଥମପର୍ଯ୍ୟାୟରେ ୧୦ଟି କୃଷ୍ନସାରମୃଗକୁ ପଠାଯାଇଥିଲା ।ଆଜି ସେଠାକାର ବନବିଭାଗ କର୍ମଚାରୀମାନେ ଆସି ଏଠାକାର କର୍ମଚାରୀମାନଙ୍କ ସହାୟତାରେ ୧୩କୃଷ୍ନସାରମୃଗଙ୍କୁ ଧରି ଏକ ସ୍ୱତନ୍ତ୍ରଗାଡିରେ ନେଇ ଯାଇଥିବାର ଜଣାପଡିଛି ।

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ମୋଦୀ

ଭୁବନେଶ୍ୱର,୧୭/୯(ଏସଏସନିଉଜ)ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା।ଆଜି ଜନତା ମୈଦାନରେ ବହୁ ପତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦୀ ସରକାର।

ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ବିଶ୍ଵକର୍ମା ପୂଜା

ଆସିକା,୧୭/୯(ଏସଏସନିଉଜ)ଆସିକା ତାଲୁକା ବିଶ୍ଵକର୍ମା ସମାଜ (ବଢେଇକୁଳ)ଆନୁକୂଲ୍ୟରେ ଆସିକା ତାଲୁକା ଅନ୍ତର୍ଗତ କୋଟିନଡା ଗ୍ରାମରେ ନିର୍ମାଣଧୀନ ବିଶ୍ଵକର୍ମା ମନ୍ଦିରଠାରେ ଶ୍ରୀ ବିଶ୍ୱକର୍ମା ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଯଥା ରୀତି ପାଳନ କରାଯାଇଥିଲା। ସଭାପତି ମାଧବ ମହାରଣା ଓ ସମ୍ପାଦକ ଅଶୋକ କୁମାର ମହାରଣା ସମେତ କମିଟିର ସମସ୍ତ ସଭ୍ୟ ଏବଂ ଆସିକା ତାଲୁକାର ସମସ୍ତ କୁଳଭାଇମାନେ ମହା ଆନନ୍ଦରେ ଉକ୍ତ ଉତ୍ସବ ପାଳନ କରିଥିଲେ।ଏଥିସହ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯୋଗ ଦେଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଆଇନଜୀବୀ […]

ଗଡିଲା ଦୁଇ ବନ୍ଦେ ଭାରତଏକ୍ସପ୍ରେସ୍

ରାଉରକେଲା୧୫ା୯(ଏସଏସନିଉଜ) ଓଡ଼ିଶାରୁ ଦୁଇ ବନ୍ଦେଭାରତ ଏକ୍ସପ୍ରେସ୍ ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହା ସହିତ ରାଉରକେଲା-ହାୱଡ଼ା ବନ୍ଦେ ଭାରତର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ କରିଛନ୍ତି। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ନୟାଗଡ଼ ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ।ସେହିପରି ରାଉରକେଲା ଷ୍ଟେସନରୁ ପ୍ରଧାନମନ୍ତ୍ରୀ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଏହି […]

ପୁରୀବେଳାଭୂମିରେ ହେବନି ମଦ କୁଟୀର

ପୁରୀ,୧୩ା୯(ଏସଏସନିଉଜ)ପୁରୀବେଳାଭୂମିରେ ହେବନି ମଦ କୁଟୀର ।ଅବକାରୀ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ।ପୁରୀ ପୌରପାଳିକା ଅଧୀନରେ ମଦ କୁଟୀର ମନାାସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ନିଷ୍ପତ୍ତି ହୋଇଛି ।ଧାର୍ମିକ ଅନୁଷ୍ଠାନର ୫କିମି. ଭିତରେ ହେବନି ମଦ କୁଟୀର ବୋଲି କୁହାଯାଇଛି ।  

ଓଡ଼ିଶାରେ ଚାଲିବ ୩ନୂଆ ବନ୍ଦେ ଭାରତଟ୍ରେନ୍‌

ଭୁବନେଶ୍ୱର,୧୦/୯(ଏସଏସନିଉଜ)ଆସନ୍ତା ୧୫ରୁ ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ୍‌।ସାରା ଦେଶରେ ୧୦ଟି ମଧ୍ୟରୁ ଓଡ଼ିଶା ଦେଇ ୩ଟି ଯାତ୍ରା କରିବ।ଟାଟା-ବ୍ରହ୍ମପୁର, ରାଉରକେଲା-ହାୱଡ଼ା, ଦୁର୍ଗ-ବିଶାଖାପାଟଣା ମଧ୍ୟରେ ଚାଲିବ।ପ୍ରଧାନମନ୍ତ୍ରୀ ମୋଦି ୧୦ଟି ବନ୍ଦେ ଭାରତର ଟ୍ରେନ୍‌ର ଶୁଭାରମ୍ଭ କରିବେ।ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ଆସିଥିବାର ଜଣାପଡିଛି।ପୂର୍ବତଟ ମହାପ୍ରବନ୍ଧକ କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପକ୍ଷରୁ କଲେ ନିମନ୍ତ୍ରଣ।