Browsing category

ମହାନଗର

ଚୋରା ମୋହରମ ଆସୁଥିଲା

ବାରଙ୍ଗ, ୨୯/୮(ଏସଏସନିଉଜ) ବୁଧବାର ବିଳମ୍ବିତ ରାତିରେ ଗୋଡିସାହି ଫାଣ୍ଡି ପୁଲିସ ବେଆଇନ ଭାବେ ଚୋରାରେ ମୋହରମ ଚାଲାଣ କରୁଥିବା ୨ ହାଇୱା ଗାଡ଼ିକୁ ଜବତ କରିଛି । ବିଳମ୍ବିତ ରାତିରେ ଗୋଡିସାହି ଫାଣ୍ଡି ପୁଲିସ ପଇଁତରା କରୁଥିବା ବେଳେ ଏହି ୨ଟି ମୋହରମ ବୋଝେଇ ହାଇୱା ଯାହାର ଗାଡ଼ି ନମ୍ୱର ଓଡ଼ି ୧୮ଇ ୬୧୫୭ ଓ ଓଡି ୦୫ଏ ଏମ ୫୧୮୪ନମ୍ୱର ଗୋଡିସାହି ପଟକୁ ଆସୁଥିବା ବେଳେ ପୁଲିସ ସେମାନଙ୍କୁ ରୋକିଥିଲା । ଗାଡି ଚାଳକ ମୋହରମ […]

ବ୍ୟାଙ୍କ ଚୋରି ଘଟଣା

  ବାରଙ୍ଗ,୨୯/୮(ଏସଏସନିଉଜ) ବାରଙ୍ଗ ଥାନା ପୁଲିସ ଏକ ବ୍ୟାଙ୍କ ଚୋରି ଘଟଣା ଉପରୁ ପରଦା ଉଠାଇଛି।ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଚୋରି ସାମଗ୍ରୀ ଜବତ କରି ଗୁରୁବାର ଦିନ କୋର୍ଟ ଚାଲଣ କରିଛି। ପ୍ରକାଶ ଯେ , ଜୁଲାଇ ୨୬ତାରିଖ ବିଳମ୍ବିତ ରାତିରେ ନାରାଜ-ମାର୍ଥାପୁର ଗ୍ରାମରେ ଥିବା କାନାରା ବ୍ୟାଙ୍କରୁ ଦୁଇ ଜଣ ଦୂର୍ବୁତ ଶାବଳ ରେ ଝରକା ତାଡ଼ି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କ ରୁ କୌଣସି ଟଙ୍କା ନପାଇ […]

୪ର୍ଥ ଥରପାଇଁ ମା ହେଲା ବିଜଲି

ବାରଙ୍ଗ,୨୯/୮(ଏସଏସନିଉଜ)ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ସିଂହୀବିଜଲି ଗୁରୁବାର ଦିନ ୫ଛୁଆଙ୍କୁ ଜନ୍ମ ଦେଇଛି।୨୦୨୦ ମସିହାରେ ବିଜଲିକୁ ଇନ୍ଦୋର ପ୍ରାଣୀଉଦ୍ୟାନରୁ ନନ୍ଦନ କାନନକୁ ଅଣାଯାଇଥିଲା ।୯ବର୍ଷ ବୟସ୍କା ବିଜଲି ଚତୁର୍ଥ ଥରପାଇଁ ମା ହୋଇଛି।ଏଥର ସିଂହ ସମ୍ରାଟ ସହ ମିଶି ୪ର୍ଥ ଥରପାଇଁ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ବିଜଲି। ବିଜଲିର ଜନ୍ମ ବୃତାନ୍ତ ସହ ଏବେକାର ସ୍ଥିତିକୁ ଶିଶିକ୍ୟାମେରା ମାଧ୍ୟମରେ ଅନୁଧ୍ୟାନ କରାଯାଉଛି ଓ ତାର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ନନ୍ଦନକାନନ।ମାଆ ଛୁଆମାନଙ୍କର ଯତ୍ନ […]

ଆଉ ନାହାନ୍ତି ଯୁବ ସମାଜସେବୀ ପ୍ରଭାତକୁମାରରାଉତରାୟ

ମେଣ୍ଢାଶାଳ,୨୭ା୮(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଯୁବସମାଜସେବୀ ପ୍ରଭାତକୁମାରରାଉତରାୟ(୫୦)ଙ୍କର ଚିିସ୍ସିତ ଅବସ୍ଥାରେ ମଙ୍ଗଳବାରଦିନ ବିୟୋଗ ଘଟିଛି ।ସେ ସ୍ୱର୍ଗତ ରାଉତରାୟ ଉଚ୍ଚଶିକ୍ଷା ଗ୍ରହଣକପରେ ବାୟୁସେନାରୁପେ କାର୍ଯ୍ୟକରୁଥିଲୋଚାକରିରୁ ଅବସରପରେ ସମାଜସେବାରେ ନଜକୁ ନିୟୋଜିତକରିଥରଲେ ।ମେଣ୍ଢାଶାଳ ଗ୍ରାସଫେଇକାର୍ଯ୍ୟ ହାତକୁନେଇ ସ୍ୱାସ୍ଛଡ଼ାରତ ଗ୍ରାମ କାର୍ଯ୍ୟକ୍ରମଆରମ୍ଭ କରିଥିଲେ ।ଗ୍ରାମର ବିଭିନ୍ନରାସ୍ତାକଡରେ ବୃକ୍ଷରୋପଣ କରି ରକ୍ଷାଣାବେକ୍ଷଣ କରିବା ସହ ବାରାପିଟା,ହରିଡାମଡା,ଗିରିଙ୍ଗାପୁଟଗିରିଙ୍ଗାପୁଟ ଗ୍ରାମମାନଙ୍କରେ ବୃକ୍ଷରୋପଣ ସହ ଗରିବପରିବାରେ ସନ୍ତାନ ଜନ୍ମ ସମୟରେ ସନ୍ତାନର ସମସ୍ତ ଖର୍ଚ୍ଚ ବହନ କରି ବେଶ ର୍ଚ୍ଚାରେ ରହିଥିଲେ ।ଗତବର୍ଷଠାରୁ ତାଙ୍କର ଶାରରୀକ ଅସୁସ୍ଥତା ଯୋଗୁ ସେ […]

ଡେରାସରେ ଭୋଜିବେଳେ ଗଣ୍ଡୋଗଳ

ବାରଙ୍ଗ,୨୬/୮(ଏସଏସନିଉଜ)ରବିବାରଦିନ ଚନ୍ଦକାଥାନା ଅଧିନସ୍ଥ ଡେରାସରେ ବଣଭୋଜିକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ମାରଧର ଓ ଜଣଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଘଟଣାରେ ୭ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି ପୋଲିସ ।ସେମାନେ ହେଲେ ମେଣ୍ଢାଶାଳ ଗ୍ରାମର ବିପିନ୍ କୁମାର ଶତପଥୀ ଓ ବୁବୁ ଓରଫ ସରୋଜ କୁମାର ବଳିଆର ସିଂହ ଓ ପିତାପଲି ଗ୍ରାମର ଲିପୁନ ପରିଡ଼ା,ଲିଙ୍ଗରାଜ ପ୍ରଧାନ,ବିକ୍ରମ ପ୍ରଧାନ,ଗଙ୍ଗେଶ୍ୱର୍ ପ୍ରଧାନ ଓ ସଞ୍ଜୀବ ପ୍ରଧାନ। ପ୍ରକାଶ ଯେ,ରବିବାର ଦିନ ମେଣ୍ଢାଶାଳ ଗ୍ରାମର ସରୋଜ କୁମାର ବଳିଆରସିଂହ […]

ରାସ୍ତାରେ ଜମୁଛି ପାଣି,ନୀରବରେ ଶୋଇଛି ବିଭାଗ

ବାରଙ୍ଗ,୨୬/୮(ଏସଏସନିଉଜ)ତ୍ରିଶୂଳିଆ-ବାଙ୍କୀ ମୁଖ୍ୟରାସ୍ତା ବିପର୍ୟ୍ୟସ୍ତ ଅବସ୍ଥାରେ ପାଣି କାଦୁଅରେ ପରିଣତ ହୋଇଅଛି। ଏବେ ଲଘୁଚାପଜନିତ ବର୍ଷା ହେବା ଯୋଗୁଁ ଏହି ରାସ୍ତାରେ ଯିବାଆସିବା କରିବା ଅସମ୍ଭବ ହୋଇପଡିଛି। ସାମାନ୍ୟବର୍ଷାହେଲେ ରାସ୍ତାଉପରେ ବର୍ଷାପାଣି ଜମିରହିବାଫଳରେ ଯାତାୟତରେ ବାଧକ ସାଜିଛି ।ପାଣିଜମିରହିବା ଫଳରେ ରାସ୍ତାମଧ୍ୟ ଖାଲଖମାରେ ପରିଣତହେବାରେ ଲାଗି ଅତିଶୋଚନୀୟ ହେବାକୁ ଲାଗିଲାଣି ।ଯାହାଫଳରେ ଲୋକ ଚାଲିକି ଯିବା ତ ଦୂର କଥା ଗାଡିରେ ଯିବାକୁ ଡରୁଛନ୍ତି । ରାସ୍ତାରେ ଟିକେ ବର୍ଷା ହେଲେ ପାଣି ଜମୁଛି ଖାଲି ସେତିକି ନୁହେଁ […]

ବେକରେ ବନ୍ଧିଲେ ସେଫଟି ରେଡିଓମବେଲ୍ଟ

  ବାରଙ୍ଗ,୨୬/୮(ଏସଏସନିଉଜ)ରାଜଧାନୀଉପକଣ୍ଠ ଗଣ୍ଡର ପୁର ଗ୍ରାମର କିଛିଯୁବକ ରାସ୍ତା ଉପରେ ସୋଇରହୁଥିବା ଗାଈଗୋରୁ ମାନଙ୍କ ବେକରେ ସେଫଟି ରେଡିଓମ ବେଲ୍ଟ ବାନ୍ଧିଛନ୍ତି।ଗାଈଗୋରୁ ଗୁଡିକ ରାସ୍ତା ଉପରେ ଶୋଇରହିବା ଫଳରେ ସାଧାରଣ ଲୋକମାନଙ୍କ ପାଇ ଯାତାୟତରେ ବାଧକ ସଜିଥାଏ।ଏପରିକି ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ହେଉଥିବାର ଦେଖିବାକୁ ମିଳିଥାଏ। ବିଶେଷକରି ରାତି ସମୟରେ ରାସ୍ତା ଉପରେ ଗାଇଗୋରୁ ଯାତାୟାତ କରିବା ଓ ଶୋଇବା ବେଳେ ଯାନବାହନ ଜାଣି ନପାରିବାରୁ ଦୁର୍ଘଟଣାର ଶୀକାର ହେଉଛନ୍ତି।ଏହି ଦୁର୍ଘଟଣାରେ କେତେବେଳେ ଗାଈଗୋରୁ ମାନଙ୍କର କ୍ଷତି […]

ସାବଧାନ ରାସ୍ତାରେ ମୁକୁଳା ପାଣିଚାମ୍ବର

ବାରଙ୍ଗ,୨୬/୮(ଏସଏସନିଉଜ)ରାସ୍ତାକାମ ସରିଛି କିନ୍ତୁ ଚାମ୍ବର ଉପରକୁ ଆବନ୍ଧ କରିବାକୁ ଭୁଲିଯାଇଛନ୍ତି ଠିକାଦାରା ।ଯାହାଫଳରେ ଏହି ରାସ୍ତା ଏବେ ମରଣକୁ ଆମନ୍ତ୍ରଣ କରୁଛି ।ଏହିଭଳି ଦୃଶ୍ୟ ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ଦାଢାପଞ୍ଚାୟତର ପ୍ରାଚୀନଦୀବନ୍ଧ ରାସ୍ତାରୁ କେନ୍ଦୁପାଟଣାଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳୁଛି ।ଏହିରାସ୍ତାଦେଇ ଦୈ÷ନଦିନ ଯାଉଥିବା ଲୋକମାନଙ୍କପାଇଁ ଏହା ଏବେ ମରଣଯନ୍ତା ପାଲଟିଛି । ପ୍ରକାସ ଯେ,ପ୍ରାଚୀନଦୀବନ୍ଧରୁ କେନ୍ଦୁପାଟଣା ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାରେ ବୃହତ ପାନୀୟଜଳ ଯୋଗାଣପ୍ରକଳ୍ପ ପାଇଁ ରାସ୍ତା କରାଯିବାସହ ରାସ୍ତାଉପରେ ଏକ ଚାମ୍ବର […]

ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ମହୋତ୍ସବ

ବାରଙ୍ଗ,୨୬/୮(ଏସଏସନିଉଜ)କୁହ୍ନେଇଁପଡା ଗ୍ରାମ ନିକଟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସୋମବାର ଦିନ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହା ସହିତ ମଙ୍ଗଳବାର ଦିନ ନନ୍ଦୋତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୋମବାର ଦିନ ମନ୍ଦିରରେ ମଙ୍ଗଳ ଆଳତି ସହ ଠାକୁର ନିତି କାନ୍ତି ସରିବା ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇ ଥିଲା। ରାତି ୧୨ ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇ ଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଂଚଳର […]

ନନ୍ଦନକାନନରେ କଲିକତା ଚିଡ଼ିଆଖାନା ଟିମ୍

ବାରଙ୍ଗ,୨୬/୮(ଏସଏସନିଉଜ)ଖୁବଶିଘ୍ର ଖୁସିକୁ ମିଳିବାକୁ ଯାଉଛି ତାର ଖୁସି ।ଦୀର୍ଘଦିନଧରି ନିସଙ୍ଗ ଜୀବନ ଜିଇବାପରେ ନନ୍ଦନକାନନ ପକ୍ଷରୁ ତାର ସାଥି ଯୋଗାଡ କରିଛନ୍ତି ।ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକିୟା ।ସୋମବାର ସନ୍ଧ୍ୟାରେ କଲିକତା ଚିଡ଼ିଆଖାନାର ଏକ ଟିମ୍ ନନ୍ଦନକାନନରେ ଆସି ପହଞ୍ଚିଛନ୍ତି । ଏଠାରେ ସେମାନେ ପହଞ୍ଚିବାପରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଜଣାପଡିଛି।ମଙ୍ଗଳବାରଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ କଲିକତା କୁ ଯିବାକୁ ଥିବା ଜୀବଜନ୍ତୁଙ୍କୁ ଆସିଥିବାଟିମ୍ ଦେଖିବା ପରେ ସେମାନଙ୍କୁ ଯନ୍ତୁବିଭାଗ […]