ଛେଚୁଛି ବର୍ଷା
ଭୁବନେଶ୍ୱର,୨୦ା୩(ଏସଏସନିଉଜ)ଟ୍ବିନ୍ ସିଟି କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗିରହିଛି ।ଏହାସହ ରାଜ୍ୟର ବିଭିର୍ଭଜିଲ୍ଲାରେ ମଧ୍ୟ ବର୍ଷା ଲାଗିରହିଥିବାର ଜଣାପଡିଛି । ବିଜୁଳି, ଘଡ଼ଘଡି ସହ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗବିଭାଗ ।ଆଗାମୀ ୩ଘଣ୍ଟା ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଥିବାବେଳେ ଗଂଜାମ, ଗଜପତି, ରାୟଗଡ଼ା, ପୁରୀ, ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ,ଅନୁଗୁଳ, କଟକ, ଖୋର୍ଦ୍ଧା, […]