Browsing category

ମହାନଗର

ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷ

ଭୁବନେଶ୍ବର,୧୮।୩(ଏସଏସନିଉଜ) ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ।ଏହି ବୈଠକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଡିଜି କ୍ୟାମ୍ପ ଅଫିସରେ କରାଯାଇଛି।ଏଥିରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି, ଆଇନ ଶୃଙ୍ଖଳା ଏଡିଜି, SIW ଡିଆଇଜି ପ୍ରମୁଖ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।ଅନ୍ୟପଟେ ଏହି ବୈଠକରେ ଭିସିରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର ଏସ୍‌ପି।

ପରକୀୟାକୁ ବିରୋଧ କରିବାରୁ ହତ୍ୟା!

ଭୁବନେଶ୍ବର,୧୮।୩(ଏସଏସନିଉଜ) ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି।-କାଲି ସଂଧ୍ୟାରୁ ଉଦ୍ଧାର ଯୁବକଙ୍କ ଆଜି ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।ବାଲିପାଟଣା ମହଲା ସାହିରେ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି।ସଂପର୍କୀୟ ଭାଇ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ମୃତକଙ୍କ ପତ୍ନୀଙ୍କୁ ଅଶ୍ଳୀଳ ମେସେଜ ଦେଉଥିଲେ, ବିରୋଧ ଯୋଗୁଁ ହତ୍ୟା କାଣ୍ଡ ଘଟିଛି ବୋଲି ଅଭିଯୋଗ ହିଅଛି।ଘଟଣାପରେ ଅଭିଯୁକ୍ତ ଫେରାର ହୋଇଯାଇ ଥିବାବେଳେ ୨ ସହଯୋଗୀଙ୍କୁ ଅଟକ ରଖି ପୋଲିସ ଜେରା ଆରମ୍ଭ କରିଛି।

ବ୍ୟାଙ୍କଗଲା ମହାପ୍ରଭୁଙ୍କ ୩୯କୋଟି

ପୁରୀ,୧୮।୩(ଏସଏସନିଉଜ) ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହୋଇଛି।୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଜମା ନେଲା କାନାରାବ୍ୟାଙ୍କ।୩ କୋଟି ୧୮ ଲକ୍ଷକୁ ୭.୫୫% ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା।

ସରିଲା ବୈଠକ

ଭୁବନେଶ୍ୱର,୧୮।୩(ଏସଏସନିଉଜ)ପୁରୀ ସଂସଦୀୟକ୍ଷେତ୍ର ନେତାଙ୍କୁ ନେଇ ବୈଠକ ଶେଷ ହୋଇଛି।ନବୀନ ନିବାସରେ BJD ସୁପ୍ରିମୋଙ୍କ ସହ ହୋଇଥିଲା ବୈଠକ।ବୈଠକ ପରେ ବିଧାୟକ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ସବୁ ନିର୍ବାଚନମଣ୍ଡଳୀରେ BJD ଶକ୍ତି ବୃଦ୍ଧି କରାଇବା,ଜନ ସାଧାରଣ ପାଖକୁ ଯିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା,ସାଙ୍ଗଠନିକ ପ୍ରକ୍ରିୟାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି।ଏହାସହ ପୁରୀ ସଂସଦୀୟକ୍ଷେତ୍ର ନେଇ ବିସ୍ତୃତ ଆଲୋଚନା ହୋଇଛି।ଲୋକଙ୍କ ନିକଟତର ହେବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି।ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା […]

ପାଣିପାଇପ ଓ ଫିଟିଂ ଚୋରୀ

ବାରଙ୍ଗ,୧୭ା୩(ଏସଏସନିଉଜ)ବାରଙ୍ଗର ୬ପଂଚାୟତରେ ପାନୀୟଜଳ ଯୋଗାଣ ପାଇଁ ହେଉଥିବା କାମ ନିମନ୍ତେ ହୋଇଥିବା ଗୋଡାଉନରୁ ପାଣିପାଇପ ଓ ଫିଟିଁ ସାମଗ୍ରୀ ଚୋରୀକରିବା ଅଭିଯୋଗରେ ପୋଲିସ ଦୁଇ ସିକୁରିଟିଗାର୍ଡ ,କବାଡିଆହ ଅନ୍ୟଜଣଙ୍କୁ ଗିରଫକରି ରବିବାରଦିନ କୋର୍ଟଚାଳଣ କରିଛି ।                         ପ୍ରକାସ ଯେ, ଅରୁଣକୁମାରପଣ୍ଡା ନାମକ ବ୍ୟକ୍ତି ବାରଙ୍ଗବ୍ଲକର ୬ପଂଚାୟତକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ ସଂଯୋଗ କାମ କରୁଛନ୍ତି ।ଏଥିନିମନ୍ତେ ସେ ମଧୁବନପଂଚାୟତ […]

ପଟିଆକଲେଜରେ ଭାରତୀୟ ଭାଷାସମ୍ମିଳନୀ

  ଭୁବନେଶ୍ୱର,୧୭।୩(ଏସଏସନିଉଜ) ମାତୃଭାଷା, ମାତୃଭୂମି ଏବଂ ମୋମାତୃଭାଷା – ମୋଗର୍ବ ବିଷୟରେ ଜାତୀୟକର୍ମଶାଳା ଶନିବାରଦିନ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆନୁଷ୍ଟିତ ହୋଇଯାଇଛି ।ଭାରତସରକାରଙ୍କଭାରତୀୟ ଭାଷା ସମିତି, ଶିକ୍ଷାମନ୍ତ୍ରଣାଳୟ, ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ ଓ ରାଜାମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସେମିନାରରେ ପଶ୍ଚିମବଙ୍ଗ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ତାପସ ଚକ୍ରବର୍ତ୍ତୀ,ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଟୁଇଙ୍କିଲ ପୃଷ୍ଟି, ବିଶ୍ଵଭାରତୀ ଶାନ୍ତିନିକେତନର ପ୍ରଫେସର୍ ଇନ୍ଦ୍ରମଣିସାହୁ,ଭାଷା ବିଶାରଦ ପ୍ରଫେସର ହରେକୃଷ୍ଣ […]

ବିଜେଡିରେ ମୋନିଦୀପା ସର୍ଖେଲ

ଭୁବନେଶ୍ବର, ୧୭ା୩(ଏସଏସନିଉଜ) ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର‌୍ୟ୍ୟକାରୀ ସଭାପତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଶଂଖ ଭବନରେ ମୋନିଦୀପା ନିଜର ବହୁ ସମର୍ଥକଙ୍କ ସହ ଆସି ବିଜେଡିରେ ସାମଲ ହୋଇଛନ୍ତି।

୨୦୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଆଜି ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ଭୋଟ୍ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଓଡ଼ିଶାରେ ଚତୁର୍ଥ, ପଂଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।ମେ ୧୩,ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ […]

ନିହାରିକାପାଇଁ ଘଟିଲା ନାରକୀୟକାଣ୍ଡ !

ଭୁବନେଶ୍ୱର,୧୬।୩(ଏସଏସନିଉଜ)ଖଣ୍ଡା ଚୋଟରେ ଗଡ଼ିଲା ଯୁବକଙ୍କ ମୁଣ୍ଡ। ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା।ସେ କ୍ୟାଟରିଂ ସଂସ୍ଥାରେ କାମ କରନ୍ତି । ପିଙ୍କୁ ନାମକ ଅଭିଯୁକ୍ତ ଖଣ୍ଡାରେ ହାଣିଥିବା ସୂଚନା ମିଳିଛି। ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଅଘଟଣ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ବେଳେ ମୃତ୍ୟୁ ହୋଇଥିଲା। ପ୍ରେମ ବ୍ୟାପକକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଥିଲା ମୁଣ୍ଡ। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ […]

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର,୧୬।୩(ଏସଏସନିଉଜ)ଭୁବନେଶ୍ବର ସହରାଞ୍ଚଳ ପୋଲିସଜିଲ୍ଲା ମଧ୍ୟରେ ମେଣ୍ଢାଶାଳଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳଭାବେ ଗଢିଉଠୁଛି ।ସେହିଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସଷ୍ଟେସନ (Industrial Police Station)ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି […]