୫ ଦିନ କାଳବୈଶାଖୀ
ଭୁବନେଶ୍ୱର,୧୫ା୩(ଏସଏସନିଉଜ)ଆସନ୍ତା ୫ ଦିନ ପର୍ୟ୍ୟନ୍ତ କାଳବୈଶାଖୀ ହେବାକୁଯାଉଛି । ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରାରେ ପରିବର୍ତ୍ତନ ହେବନି। ଉପକୂଳ ଓଡ଼ିଶାରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ରହିବ ଦିନ ତାପମାତ୍ରା। ଆଭ୍ୟନ୍ତରୀଣ ଓଡିଶାରେ ୩୭ ରୁ ୩୯ଡିଗ୍ରୀ ରହିପାରେ ତାପମାତ୍ରା। ପରବର୍ତ୍ତୀ ୩ରୁ ୪ ଦିନ ଯାଏଁ ଆହୁରି କମିବ ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିବ ପାରଦ। ପଶ୍ଚମାଝଡ ପ୍ରଭାବରେ ବଢିବ ବଜ୍ରପାତ ଜନିତ ବର୍ଷା। ୧୬ […]