ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

କଣ୍ଟାବାଞ୍ଜି,୭।୫(ଏସଏସନିଉଜ)ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତାରୋକ ହୋଇଛି।ଏନ୍ଏଚ୍ ୧୬ ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ଗାଁ ନିକଟରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ଓ ମୃତକଙ୍କ ସର୍ମ୍ପକିୟ ।କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ରୋକିଛନ୍ତି ପରିବାରଲୋକ।ଯାହାଫଳରେ ଯାତାୟତରେ ବାଧକ ସୃଷ୍ଟିହୋଇଛି ।

Comments (0)
Add Comment