Browsing category

ମହାନଗର

ପାଣିପାଇପ ଓ ଫିଟିଂ ଚୋରୀ

ବାରଙ୍ଗ,୧୭ା୩(ଏସଏସନିଉଜ)ବାରଙ୍ଗର ୬ପଂଚାୟତରେ ପାନୀୟଜଳ ଯୋଗାଣ ପାଇଁ ହେଉଥିବା କାମ ନିମନ୍ତେ ହୋଇଥିବା ଗୋଡାଉନରୁ ପାଣିପାଇପ ଓ ଫିଟିଁ ସାମଗ୍ରୀ ଚୋରୀକରିବା ଅଭିଯୋଗରେ ପୋଲିସ ଦୁଇ ସିକୁରିଟିଗାର୍ଡ ,କବାଡିଆହ ଅନ୍ୟଜଣଙ୍କୁ ଗିରଫକରି ରବିବାରଦିନ କୋର୍ଟଚାଳଣ କରିଛି ।                         ପ୍ରକାସ ଯେ, ଅରୁଣକୁମାରପଣ୍ଡା ନାମକ ବ୍ୟକ୍ତି ବାରଙ୍ଗବ୍ଲକର ୬ପଂଚାୟତକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ ସଂଯୋଗ କାମ କରୁଛନ୍ତି ।ଏଥିନିମନ୍ତେ ସେ ମଧୁବନପଂଚାୟତ […]

ପଟିଆକଲେଜରେ ଭାରତୀୟ ଭାଷାସମ୍ମିଳନୀ

  ଭୁବନେଶ୍ୱର,୧୭।୩(ଏସଏସନିଉଜ) ମାତୃଭାଷା, ମାତୃଭୂମି ଏବଂ ମୋମାତୃଭାଷା – ମୋଗର୍ବ ବିଷୟରେ ଜାତୀୟକର୍ମଶାଳା ଶନିବାରଦିନ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆନୁଷ୍ଟିତ ହୋଇଯାଇଛି ।ଭାରତସରକାରଙ୍କଭାରତୀୟ ଭାଷା ସମିତି, ଶିକ୍ଷାମନ୍ତ୍ରଣାଳୟ, ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ ଓ ରାଜାମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସେମିନାରରେ ପଶ୍ଚିମବଙ୍ଗ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ତାପସ ଚକ୍ରବର୍ତ୍ତୀ,ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଟୁଇଙ୍କିଲ ପୃଷ୍ଟି, ବିଶ୍ଵଭାରତୀ ଶାନ୍ତିନିକେତନର ପ୍ରଫେସର୍ ଇନ୍ଦ୍ରମଣିସାହୁ,ଭାଷା ବିଶାରଦ ପ୍ରଫେସର ହରେକୃଷ୍ଣ […]

ବିଜେଡିରେ ମୋନିଦୀପା ସର୍ଖେଲ

ଭୁବନେଶ୍ବର, ୧୭ା୩(ଏସଏସନିଉଜ) ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର‌୍ୟ୍ୟକାରୀ ସଭାପତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଶଂଖ ଭବନରେ ମୋନିଦୀପା ନିଜର ବହୁ ସମର୍ଥକଙ୍କ ସହ ଆସି ବିଜେଡିରେ ସାମଲ ହୋଇଛନ୍ତି।

୨୦୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଆଜି ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ଭୋଟ୍ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଓଡ଼ିଶାରେ ଚତୁର୍ଥ, ପଂଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।ମେ ୧୩,ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ […]

ନିହାରିକାପାଇଁ ଘଟିଲା ନାରକୀୟକାଣ୍ଡ !

ଭୁବନେଶ୍ୱର,୧୬।୩(ଏସଏସନିଉଜ)ଖଣ୍ଡା ଚୋଟରେ ଗଡ଼ିଲା ଯୁବକଙ୍କ ମୁଣ୍ଡ। ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା।ସେ କ୍ୟାଟରିଂ ସଂସ୍ଥାରେ କାମ କରନ୍ତି । ପିଙ୍କୁ ନାମକ ଅଭିଯୁକ୍ତ ଖଣ୍ଡାରେ ହାଣିଥିବା ସୂଚନା ମିଳିଛି। ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଅଘଟଣ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ବେଳେ ମୃତ୍ୟୁ ହୋଇଥିଲା। ପ୍ରେମ ବ୍ୟାପକକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଥିଲା ମୁଣ୍ଡ। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ […]

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ବର,୧୬।୩(ଏସଏସନିଉଜ)ଭୁବନେଶ୍ବର ସହରାଞ୍ଚଳ ପୋଲିସଜିଲ୍ଲା ମଧ୍ୟରେ ମେଣ୍ଢାଶାଳଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳଭାବେ ଗଢିଉଠୁଛି ।ସେହିଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସଷ୍ଟେସନ (Industrial Police Station)ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି […]

୫ ଦିନ କାଳବୈଶାଖୀ

ଭୁବନେଶ୍ୱର,୧୫ା୩(ଏସଏସନିଉଜ)ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ କାଳବୈଶାଖୀ ହେବାକୁଯାଉଛି । ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରାରେ ପରିବର୍ତ୍ତନ ହେବନି। ଉପକୂଳ ଓଡ଼ିଶାରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ରହିବ ଦିନ ତାପମାତ୍ରା। ଆଭ୍ୟନ୍ତରୀଣ ଓଡିଶାରେ ୩୭ ରୁ ୩୯ଡିଗ୍ରୀ ରହିପାରେ ତାପମାତ୍ରା। ପରବର୍ତ୍ତୀ ୩ରୁ ୪ ଦିନ ଯାଏଁ ଆହୁରି କମିବ ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିବ ପାରଦ। ପଶ୍ଚମାଝଡ ପ୍ରଭାବରେ ବଢିବ ବଜ୍ରପାତ ଜନିତ ବର୍ଷା। ୧୬ […]

ମେଣ୍ଟନେଇ ଅମିତଶାହଙ୍କ ବଡ଼ବୟାନ !

ଭୁବନେଶ୍ୱର,୧୫ା୩(ଏସଏସନିଉଜ)ରାଜ୍ୟରେ ବିଜେପି-ବିଜେଡି ମେଂଟକୁନେଇ ସ୍ପଷ୍ଟଚିତ୍ର ମିଳିପାରିନଥବାବେଳେ ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ ରହିଛି । ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭରେ ସେକହିଛନ୍ତି ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତିା ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି କହିଛନ୍ତି ।

ଖଣ୍ଡାରେ ଆକ୍ରମଣ ଘଟଣାରେ ୨କୋର୍ଟଚାଳଣ

ବାରଙ୍ଗ,୧୫ା୩(ଏସଏସନିଉଜ)ତାସ ଖେଳକୁନେଇ ଗୁରୁବାରଦିନ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ଏହି ଘଟଣାରେ ଜଣେ ଫେରାର ଥିବାବେଳେ ପୋଲିସ ସେମାନଙ୍କଠାରୁ ଘାସକଟା ଖଣ୍ଡା ଓ ସ୍କୁଟିକୁ ଜବତକରିଛି । ପ୍ରକାସଯେ,ଗୁରୁବାର ୪ଟା ସମୟରେ ପାଇକେରାପୁରଗ୍ରାମର ଅମର ପ୍ରଧାନ ,ଧଡୁଦାସ ଓ ଅନ୍ୟମାନେ ମିଶି ଗାଁରେ ତାସ ଖେଳୁଥିଲେ ।ତାସ ଖେଳକୁନେଇ ଅମିର ପ୍ରଧାନ ଓ ଧଡୁଦାସଙ୍କ ମଧ୍ୟରେ ବଚସା ହୋଇଥିଲା ।ଏହିଘଟଣା ପରବର୍ତିସମୟରେ ଉଗ୍ରରୁପ ଧାରଣ କରିଥିଲା ।ଧଡୁ ଦାସ […]

ପୁରୀମେନ୍‌କେନାଲ ଭିତରକୁ ପଶିଲା ଅଟୋ

ବାରଙ୍ଗ ୧୫ା୩(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁରଗ୍ରାମ ନିକଟ ପୁରୀ ମୁଖ୍ୟକେନାଲ ଭିତରକୁ ଭାରସାମ୍ୟ ହରାଇ ଶୁକ୍ରବାର ସକାଳେ ଏକ ଯାତ୍ରୀବାହୀ ଅଟୋ ପଶିଯାଇଥିଲା ।ଅଟୋରେ କେହିନଥିବାବେଳେ ଚାଳକ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ପ୍ରକାସ ଯେ, ଶୁକ୍ରବାର ସକାଳେ ପ୍ରାୟ ସାଢେ ଆଠଟା ସମୟରେ ଓଡି ୩୩ଏଏଲ ୨୫୦୨ ନଂ ଯାତ୍ରୀବାହୀ ଅଟୋଟି ମାଛ ଦାନା ନେଇ ପ୍ରତାପ ନଗରୀଦେଇ କେନାଲବନ୍ଧରାସ୍ତାରେ ବାରଙ୍ଗ ଆସୁଥିଲା ।ଅଟୋଟି କାନପୂର ଗ୍ରାମ ନିକଟରେ ପହଁଚିଥିବାବେଳେ ଭାରସାମ୍ୟ ହରାଇ କେନାଲଭିତରକୁ […]