ପୁଲିସ ପଞ୍ଝାରେ ପାହାଡ଼ିଗ୍ୟାଙ୍ଗ
ଭୁବନେଶ୍ବର,୪ା୧(ଏସଏସନିଉଜ) ରାଜଧାନୀରେ ଆତଙ୍କ ଖେଳାଇଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ତିନିପାହାଡ଼ି ଗ୍ୟାଙ୍ଗକୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ଝାଡ଼ଖଣ୍ଡ ତିନିପାହାଡ଼ ଅଞ୍ଚଳର ଶେର୍ଶାହା କୁମାର ମାହାତୋ, ଭୁଲୁ କୁମାର ନୁଣିଆ.ରାହୁଲ ନୁଣିଆ, ଛୋଟୁ ରାୟ,ଛୋଟେଲାଲ୍ ମାହାତୋ.ପଶ୍ଚିମବଙ୍ଗ ବର୍ଦ୍ଧମାନ ,ଅଞ୍ଚଳର ସୋନୁ ନୁଣିଆ.ସୁବାସ ନୁଣିଆ, ଓ ସୋନୁ.କୁମାର ନୁଣିଆା ପୁଲିସ ସେମାନଙ୍କଠାରୁ ନଗଦ ୧.୩ଲକ୍ଷ ଟଙ୍କା, ୨୨ଟି ମୋବାଇଲ୍ ଫୋନ, ୨୨ଟି ସିମ୍ କାର୍ଡ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ […]