Browsing category

ମହାନଗର

ଟ୍ରକଚାପାରେ ଚାଲିଗଲା ସାଇକେଲଆରୋହୀଙ୍କ ଜୀବନ

ବାରଙ୍ଗ,୧୪।୯(ଏସଏସନିଉଜ)ଗୁରୁବାର ସନ୍ଧ୍ୟାରେ ବାରଙ୍ଗଥାନା ଅଧୁନସ୍ଥ ବାରଙ୍ଗ-ବାଙ୍କୀ ରାସ୍ତାର ମୁଣ୍ଡମୁହାଣ ଖେଳପଡ଼ିଆ ଆଗରେ ଏକ ଦ୍ରୁତଗାମୀ ୧୦ ଚକିଆ ଟ୍ରକ ଜଣେ ସାଇକେଲ ଆରୋହୀଙ୍କୁ ପଛପଟରୁ ଧକାଦେଇ ତାଉପରେ ଚଢିଯାଇଥିବାରୁ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତୁ ଘଟିଛି।ଦୁର୍ଘଟଣା ପରେ ଟ୍ରକଚାଳକ ଗାଡି ଛାଡି ଫେରାର ହୋଇଯାଇଛି।ଏହିଖବର ଜଣାପଡିବାପରେ ସ୍ଥାନୀୟଗ୍ରାମର ଉତ୍ୟକ୍ତ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକାରୀ ଅଧଘଣ୍ଟା ପାଇଁ ରାସ୍ତା ଅବରୋଧ କରିଥିଲେ।ବାରଙ୍ଗ ପୋଲିସ ଆସି ଲୋକଙ୍କୁ ବୁଝାସୁଜା କରିବା ପରେ ରାସ୍ତାରୋକ ଉଠିଥିଲା। ପ୍ରକାଶଯେ,ଗୁରୁବାର ସନ୍ଧ୍ୟା […]

ଲାଗିଛି ବର୍ଷା,ଖୋଲିଲା ଗେଟ୍

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି।୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଛି।କଳାହାଣ୍ଡି ଏମ୍‌. ରାମପୁରରେ ୧୯୩ ମିମି, ଥୁ.ରାମପୁରରେ ୧୫୮ ମିମି,କଣ୍ଟାମାଳରେ ୧୫୮, କେନ୍ଦ୍ରାପଡ଼ାରେ ୧୩୨.୪ ମିମି,ଝାରସୁଗୁଡ଼ାରେ ୭୬.୮, ଭୁବନେଶ୍ବରରେ ୫୫ ମିମି ବର୍ଷା ରେକର୍ଡ ହୋଇଛି।ଅନ୍ୟପଟେ ହୀରାକୁଦ ଜଳଭଣ୍ଡାର ରେ ଜଳସ୍ତର ବଢୁଥିବାରୁ ଖୋଲିଲା ଆଉ ୮ଟି ଗେଟ୍ । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳଭଣ୍ଡାର ରୁ ଜଳ ନିଷ୍କାସନ ଜାରି ରହିଛି ।ଗତକାଲି […]

ଶିକ୍ଷକଙ୍କୁ ସରକାରଙ୍କ ନାଲିଆଖି

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସବୁ DEO, BEOଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ଦିଆଯାଇଛି।ବର୍ଷକୁ ୨୨୦ଦିନ ସ୍କୁଲ ଆସିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ରହିଛି।ଏହା ପୂରଣ ନହେଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ ବୋଲି କୁହାଯାଇଛି।ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ଓଭରବ୍ରିଜରୁ ଖସିପଡ଼ିଲା ବାଇକ

ଭୁବନେଶ୍ୱର,୧୪।୯(ଏସଏସନିଉଜ)ବାଇକ୍‌ରେ ଯାଉଥିବା ବେଳେ ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା ଘଟିଛି। ବାଇକଟି ଯାଉଥିବାବେଳେ ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସି ପଡ଼ିଥିଲା ବାଇକ୍‌। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସ୍ୱତନ୍ତ ଫଳଚାଷ ତାଲିମ ଶିବିର

ମେଣ୍ଢାଶାଳ,୧୩ା୯(ଲିଙ୍ଗରାଜରାଉତ)ବୁଧବାର ସନ୍ଧ୍ୟାରେ ଡେରାଶଫାର୍ମସ୍ଥିତ ଉଦ୍ୟାନଉକ୍ତ୍‌ର୍ଷକେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ନିଦ୍ଧିଷ୍ଟ ଫଳଚାଷ ସମ୍ଭଦ୍ଧୀୟ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହିପ୍ରଶିକ୍ଷଣ ଶିବିରରେ ଉଦ୍ୟାନବିଭାଗ ନିର୍ଦ୍ଦେଶକ ରୋହିତକୁମାଲେଙ୍କା ପୈାରହିତ୍ୟ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ.ଶକ୍ତିଭେଲ, ଡ.ମହେଶକୁମାରଧାକର, ଦୀପାସାମନ୍ତ ପ୍ରମୁଖ ଯୋଗଦେଇ ବିଭିର୍ଣ ଫଳଚାଷ ଉପରେ ପ୍ରଶିକ୍ଷଣ ଦେଇଥିଲେ ।ଉଦ୍ୟାନକୃଷିନିର୍ଦ୍ଦେଶାଳୟ ମାଧ୍ୟମରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ଚିତରଞନସାହୁ ସ୍ୱାଗତଭାଷଣ ଦେଇଥିବାବେଳେ ଉପନିର୍ଦ୍ଦେଶକ ଗୈାରଙ୍ଗ ଚରଣସ୍ୱାଇଁ ଧନ୍ୟବାଦ ଦେଇଥିଲେ ।ଏଥିରେ ୧୫୦ଜଣଚାଷୀଙ୍କୁ ସ୍ୱତନ୍ତ୍ର ଫଳଚାଷ ଉପରେ ପ୍ରଶିକ୍ଷଣ […]

ପୋଲିସକର୍ମଚାରୀଙ୍କ କଲରଧରି ଗିରଫହେଲେ ୩

ଜଟଣୀ,୧୩ା୯(ଏସଏସନିଉଜ)ପୋଲିସକର୍ମଚାରୀଙ୍କ କଲରଧରିବା ଓ ଅଶ୍ରବ୍ୟଭାଷାରେ ଗାଳିଗୁଳଜକରିବା ଅଭିଯୋଗରେ ଆଜି ଜଟଣୀଥାନା ପୋଲିସ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି । ପ୍ରକାସଯେ, ଇନ୍ଫୋଭ୍ୟାଲିଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଲ ଥାନାର ଅନ୍ୟକିଛି କର୍ମଚାରୀଙ୍କ ସହିତମିଶି ଅଭିଯୁକ୍ତମାନଙ୍କୁ ଜଟଣୀ କୋର୍ଟକୁ ନେବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଭିଯୁକ୍ତମାନଙ୍କୁ କୋର୍ଟକୁ ନେବା ରାସ୍ତାରେ ଜଟଣୀଥାନା ଅଧିନସ୍ଥ ବିକାଶନଗରରେ ରାକେଶଦଳେଇ (ମାନସ),ଉପରବସ୍ଥର ସଂଜିବବାଘସିଂ ,ସତ୍ୟବନବାଘସିଂ(ସତିଆ) ଓ ସେମାନଙ୍କ ସହଯୋଗୀମାନେ ପୋଲିସକର୍ମଚାରୀମାନଙ୍କୁ ଅଶ୍ରାବ୍ୟଭାଷାରେ ଗାଳିଗୁଲଜ କରିଥିଲେ ।ଏହାପରେ ଏହିତିନିଜଣ କୋର୍ଟପରିସର ମଧ୍ୟରେ କନଷ୍ଟେବଲଙ୍କ ସାର୍ଟର […]

୫ପଞ୍ଚାୟତରେ ଶିକ୍ଷାଦାନ ବାଧାପ୍ରାପ୍ତ

ବାରଙ୍ଗ, ୧୩ା୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବୀ ନେଇ ବୁଧବାର ଦିନ ଭୁବନେଶ୍ବର ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ।ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆନୁକୂଲ୍ୟରେ ଭୁବନେଶ୍ବର ବ୍ଲକ ତରଫର ପାଖାପାଖି ୧୨୦୦ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାଜ୍ୟରେ ଠିକା ନିଯୁକ୍ତି ଉଛେଦ ହୋଇଥିବାରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟମିତ […]

ଯଯାତିକେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଯଯାତି କେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ।ଏହିପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।୨୦୨୪ ଶିକ୍ଷାବର୍ଷରୁ କାର‌୍ୟ୍ୟକ୍ଷମ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ଏଥିନିମନ୍ତେ ୧୦୦ ସିଟ୍‌ରେ ନାମଲେଖାପାଇଁ ଘଗଉକୁ ଆବେଦନ କରିବେ ସରକାର ।  

ସ୍ୱାସ୍ଥ୍ୟବିଭାଗର ଚଢ଼ାଉ

କଟକ,୧୩।୯(ଏସଏସନିଉଜ) ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।କଟକ ବାଦାମବାଡ଼ି ଅଞ୍ଚଳରେ ସ୍ୱାସ୍ଥ୍ୟବିଭାଗର ଚଢ଼ାଉ କରାଯାଇଛି। ୩ଟି ଜାଗାରେ ସ୍ୱାସ୍ଥ୍ୟବିଭାଗର ୨ଟିଟିମ୍‌ର ଚଢ଼ାଉ ହୋଇଛି।ଚଢ଼ାଉବେଳେ ଆପତ୍ତିଜନକ ଯନ୍ତ୍ରପାତି ମିଳିଥିବା ସୂଚନା ମିଳିଛି।

ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ୱର,୧୩ା୯(ଏସଏସନିଉଜ)ଭୁବନେଶ୍ୱରରେ ପହଁଚିଛନ୍ତି ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ ।ଏହି ଟିମ୍ ଭୁବନେଶ୍ୱରରେ ପହଁଚିବାପରେ ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି ।ଆଜି ଏହି ଟିମ୍ ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟରତାଲିକା ପ୍ରସ୍ତୁତିନେଇ ହେବଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା ।ତେବେ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ ଘୋଷଣା […]