Browsing category

ମହାନଗର

ଲାଗିଛି ବର୍ଷା ବିପ୍ତାତ

ଭୁବନେଶ୍ୱର,୨।୮(ଏସଏସନିଉଜ)ଆଜି ବି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ନେଇ ପାଣିପାଗ ବିଭାଗର ସୂଚନାଦେଇଛି।ପାଣି ଜମିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା କରାଯାଇଛି।ସେହିଁଭଳିଭାବେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ହୋଇଥିବାବେଳେ ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିମି ବର୍ଷା,ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, […]

ନନ୍ଦନକାନନକୁ ପଡିଲା କି ଶନିଦଶା !

ବାରଙ୍ଗ,୨୭।୭(ଏସଏସନିଉଜ) ବିଶ୍ୱସ୍ତରୀୟ ଚିଡିଆଖାନା ପାଇଁ ନନ୍ଦନ କାନନ କର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିବାବେଳେ ଦିନକୁ ଦିନ ଜୀବଜନ୍ତୁମାନଙ୍କ ସଂଖ୍ୟା କମିବାରେ ଲାଗିଛି।ଏବେବି ୧୫ରୁଉର୍ଦ୍ଧ୍ବ ଜୀବଜନ୍ତୁ ଅସୁସ୍ତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଗୋଟିଏ ମାଈଚିତା ବିରାଡିର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରସକାଳେ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ମୃତ୍ୟୁ ହୋଇଛି।ଯାହାକୁ ନେଇ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।ତେବେ ନନ୍ଦନ କାନନକୁ ଶନିଦାଷା ପଡିଛି ବୋଲି ଆଲୋଚନା ହେଉଛି। ରାଜ୍ୟ ଉଭିଦଉଦ୍ୟାନର ଶାଗୁଣା […]

ବଦଳିଲେ ଜେଲର

ବାରଙ୍ଗ,୨୭।୭(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରଶ୍ରମର ଜେଲର ଅଶୋକ କୁମାର ବେହେରାଙ୍କର ଏଠାରୁ ଦିଗପହଣ୍ଡି ଉପକାର ଗରକୁ ବଦଳି ହୋଇଛି ।ତାଙ୍କ ସ୍ଥାନରେ ଦିଗପହଣ୍ଡି ଜେଲର ଅମିୟ ବେହେରାଙ୍କର ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମକୁ ବଦଳି ହୋଇଛି ।ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବାପରେ କାରାଶ୍ରମର କଏଦୀମାନଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଛି ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

କଟକଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ

କଟକ,୨୬।୭(ଏସଏସନିଉଜ) ସଡ଼କପଥରେ କଟକଚଣ୍ଡୀମନ୍ଦିରକୁ ଯାଇ ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ରାଷ୍ଟ୍ରପତି ପହଁଚିବାପରେ ହୁଳୁହୁଳିରେ କମ୍ପିଉଠିଲା କଟକଚଣ୍ଡୀମନ୍ଦିରର ପରିବେଶ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ମିଶିଥିବାର ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଆସିବାର ସୁଚନା ରହିଥିବାରୁ ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ।ତେବେ କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ […]

୨୦ଗ୍ରାମ ବ୍ରାଉନସୁଗାର ଜବତ

ମେଣ୍ଢାଶାଳ,୨୫ା୭(ଏସଏସନିଉଜ) ମଙ୍ଗଳବାର ସକାଳେ ଭୁବନେଶ୍ୱର ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ଚନ୍ଦକାଥାନା ଅଧିନସ୍ଥ ଘଙ୍ଗାପାଟଣାଗାଁପାଖରୁ ୨୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ଘଙ୍ଗାପାଟଣାଗାଁର ବିରେନ୍ଦ୍ରବିଶ୍ୱାଳ ନାମକ ବ୍ୟକ୍ତିକୁ ଗିରଫ କାରଯାଇଛିାବିରେନ୍ଦ୍ର ବ୍ରାଉନସୁଗାର ଧରି ଗାଁମୁଣ୍ଡରେ ବିକ୍ରି ଉଦ୍ଦେଶ୍ୟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା । କୈାଣସିସୁତ୍ରରୁ ଖବରପାଇ ଅବକାରୀବିଭାଗର ଅଧିକାରୀମାନେ ସେହିସମୟରେ ଚଢଉ କରିଥିଲେ ।ଚଢଉ ବେଳେ ବିରେନ୍ଦ୍ର ପାଖରୁ ବ୍ରାଉନସୁଗାରକୁ ଜବତ କରିଥିଲେ ଅବକାରୀବିଭାଗ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ପଢିବାପାଇଁ ସହଯୋଗ କଲା ପ୍ରଶାସନ

ବାରଙ୍ଗ,୨୫ା୭(ଏସଏସନିଉଜ)ଘରର ଆର୍ଥିକଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠପଢା ପାଇଁ ଅର୍ଥ ବାଧକ ସାଜିଥିଲା।ପରିବାର ଲୋକ ଅସମର୍ଥ ପ୍ରକାଶ କରିବାପରେ ପାଠପଢାପ୍ରତି ଆଗ୍ରହ ଥିବାରୁ ଆବଶ୍ୟକତା ଥିବା ଅର୍ଥପାଇଁ ଦୋକାନଟିଏ ଦେଇଥିଲେ ଦଶମଶ୍ରେଣୀର ଛାତ୍ର ଚନ୍ଦନ କୁମାର ବିଶୋଇ ।ଚନ୍ଦନ ପରିବାରସହ ରାଜଧାନୀଉପକଣ୍ଠ ବରିମୁଣ୍ଡଗ୍ରାମରେ ଘରଭଡ଼ା ନେଇ ଦୀର୍ଘଦିନ ହେବ ରହି ଆସୁଥିବା ବେଳେ କେନ୍ଦୁପାଟଣା ଉତ୍କଳମଣି ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି। ପରିବାରକହିଲେ ୫ଜଣ ସଦସ୍ୟ। ଚନ୍ଦନଙ୍କ ବାପା ଜିତେନ୍ଦ୍ର ବିଶୋଇ ଜଣେ ଦିନ ମଜୁରିଆ ହୋଇଥିବାରୁ ୫ […]

ମୁଣ୍ଡଳୀରେ ପହଞ୍ଚିଲା ବନ୍ୟାଜଳ

ବାରଙ୍ଗ,୨୫ା୭(ଏସଏସନିଉଜ)ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ହିରାକୁଦରୁ ପର୍ଯ୍ୟାୟକ୍ରମେ ୧୨ଟି ଗେଟ ଖୋଲାଯାଇଛି ।ତେବେ ଚଳିତବର୍ଷର ଏହି ପ୍ରଥମ ବନ୍ୟାଜଳ ମଙ୍ଗଳବାରସକାଳେ ମୁଣ୍ଡଳିଠାରେ ଆସି ପହଁଚିଛି ।ଏହି ବନ୍ୟାଜଳ ପହଁଚିବା ପରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ମୁଣ୍ଡଳୀ ଦେଇ ୮୪ହାଜର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏବେ ଆସିଥିବା ବନ୍ୟାଜଳରେ ତଳିଆ ଅଞ୍ଚଳରେ କୌଣସି ବିପଦ ନଥିବା ସୂଚନା ଦିଆଯାଇଛି। ଯଦି ଆଗକୁ ଅଧିକରୁ ଅଧିକ ବର୍ଷା ହୁଏ ତେବେ ମହାନଦୀରେ ବନ୍ୟା ଆଶଙ୍କା […]

ହୀରାକୁଦର ଖୋଲିଲା ଆଉ ୪ଟି ଗେଟ

ଭୁବନେଶ୍ୱର,୨୫ା୭(ଏସଏସନିଉଜ) ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦରୁ ରବିବାର୫ଟି, ଗତକାଲି୪ଟି ଓ ଆଜି ୩ଟିଗେଟ ଖୋଲାଯାଇଛି ।ସମୁଦାୟ ୧୨ଟିଗେଟଦେଇ ଜଳ ନିଷ୍କାସିତହେଉଛି ।ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିବାରୁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି ।ରବିବାରସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବାପରେ ଗେଟ ଖୋଲାଯାଇଥିଲା ।

ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍

ସମ୍ବଲପୁର,୨୩ା୭(ଏସଏସନିଉଜ) ଉପରମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଡ୍ୟାମକର୍ତ୍ତୃପକ୍ଷ ବନ୍ୟାଜଳ ଛାଡିବାନେଇ ନିଷ୍ପତ୍ତି ନେଇଛନ୍ତି ।ଚଳିବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଡ୍ୟାମର ୫ଟାସ୍ଲୁଇସ୍‍ ଗେଟ୍‍ ଦେଇ ଆଜି ପ୍ରବାହିତ ହୋଇଛି । ପୂଜାର୍ଚ୍ଚନାପରେ ୭ନମ୍ବରଗେଟ୍‍ ଦେଇ ପ୍ରଥମେ ବନ୍ୟାଜଳ ସକାଳ ୯ଟାରେ ନିଷ୍କାସନ କରାଯାଇଛି। ପର‌୍ୟ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ ବୋଲି ଜଣାପଡିଛି । ଶନିବାର ଜଳସ୍ତର ୬୧୪.୪୩ ଫୁଟ୍‌ରେ ପହଂଚିଥିଲା। ଆଜି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ […]

ଦିଅରକୁ ବାହାହେଲେ ଭାଉଜ

ସୁବର୍ଣ୍ଣପୁର , ୨୩ା୭(ଏସଏସନିଉଜ) ସ୍ୱାମୀଙ୍କ ସାମ୍ନାରେ ଦିଅର ନାଁରେ ମଥାରେ ସିନ୍ଦୂର ପିନ୍ଧିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ଭାଉଜଙ୍କର ବିବାହ ହୋଇଛି ।ଏହିଭଳିଘଟଣା ବୀରମହାରାଜପୁରବ୍ଲକ୍ ଅନ୍ତର୍ଗତ ସୁବଳୟାଥାନା ଅଞ୍ଚଳରେ ଘଟିଛି। , ଅନୁଗୁଳଜିଲ୍ଲା ସାମସିଙ୍ଗାଗାଁର ଜଣେଯୁବତୀ ୩ବର୍ଷ ତଳେ ସୁବଳୟାଥାନାଅନ୍ତର୍ଗତ ସାନକିରାସିରାଗାଁର ଜଣେଯୁବକଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ଏହାଭିତରେ ଖଣ୍ଡହତାପଞ୍ଚାୟତର ବରଘାଟଗାଁର ସର୍ମ୍ପକିୟ ସ୍ୱାମୀଙ୍କ ମାଉସୀପୁଅ ଭାଇଙ୍କ ସହ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ସପ୍ତାହକତଳେ ଉଭୟ ଘରୁଫେରାର ହୋଇଯାଇଥିଲେ। ପରିବାର ଲୋକେ ସୁବଳୟାଥାନାରେ ଅଭିଯୋଗ ପରେ […]