ପଟିଆ ଗ୍ରାମ ମୂରବୀଙ୍କ ପରଲୋକ
ଚନ୍ଦ୍ରଶେଖରପୁର,୯।୪(ଏସଏସନିଉଜ)ପଟିଆଗଡର ମୂରବୀ ତଥା ଜଣେ ଜଣାଶୁଣା ବ୍ୟକ୍ତି ଶିବେନ୍ଦ୍ର ପରିଡ଼ାଙ୍କ ଦେହାନ୍ତ ଗୁରୁବାର ଦିନ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇ ଥିଲା।ଗତ କିଛିଦିନ ହେବ ସେ ଅସୁସ୍ଥ ଥିବାବେଳେ ହଠାତ୍ ବୁଧବାର ତାଙ୍କର ଦେହ ବେଶୀ ଖରାପ ହୋଇଯାଇଥିଲା।ପରିବାର ଲୋକ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇ ନେଇଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା।ସେ ଭୁବନେଶ୍ଵର ମହାନଗର ନିଗମ ୱାର୍ଡ ନମ୍ୱର ୩ର କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡାଙ୍କ ଶଶୁର ଅଟନ୍ତି।ସେ ବିଭିନ୍ନ ଧାର୍ମିକ […]