Browsing category

ମହାନଗର

ସାବଧାନ! ଆଜିଠୁ କଟିବ ଚାଲାଣ

ଭୁବନେଶ୍ୱର,୨।୪(ଏସଏସନିଉଜ)ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିଲେ ଆଜିଠୁ ଚାଲାଣ କଟିବ।ବିଭିନ୍ନ ରାଜପଥରେ ସ୍ଥାପିତ ଟୋଲ ଗେଟ୍‌ରେ ଅଟୋମେଟେଡ୍‌ ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ଇ-ଚାଲାଣ କଟିବ।ଏଥିସହ ମୋଟରଯାନର ଅନ୍ୟାନ୍ୟ ଯାଞ୍ଚ ବେଳେ ପିୟୁସିସି ନ ଥିବା ଜଣାପଡ଼ିଲେ ଅଟୋ ମେଟେଡ୍‌ ବ୍ୟବସ୍ଥା ମାଧ୍ୟମରେ ବି ଇ-ଚାଲାଣ କଟିବ।

ପର୍ଯ୍ୟଟକ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା ନନ୍ଦନକାନନ

ଭୁବନେଶ୍ୱର,୩୧।୩(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ସହ ଅଧିକ ପରିମାଣର ରାଜସ୍ୱ ଆଦାୟ କରିପାରିଛି।୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ୩୯,୭୬,୬୧୫ ଜଣ ପର୍ଯ୍ୟଟକ ଆସିଥିବା ବେଳେ ସମୁଦାୟ ୨୬.୩୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇପାରିଛି।ଯାହାକି ଏକ ଇତିହାସ ସୃଷ୍ଟି କରିଛି।ରେ ସର୍ବାଧିକ।ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୭,୯୬,୩୪୧ ଜଣ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧,୮୦,୨୭୪ ଜଣ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ।ଏହି ଆର୍ଥିକ ବର୍ଷରେ ଆସିଥିବା ପର୍ଯ୍ୟଟକ ମଧ୍ୟରେ୩୩,୪୮,୯୩୩ […]

ବଦଳିଲା ନନ୍ଦନକାନନ ଓ ବାଟାନିକାର୍ଲ ଗାର୍ଡେନ ଖୋଲିବା ସମୟ

ଭୁବନେଶ୍ୱର,୩୧।୩(ଏସଏସନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟର ପରିବର୍ତ୍ତନ ହୋଇଛି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥ‌ିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟରେ ପରିବର୍ତନ କରାଯାଇଛି। ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ଯାଏ ସକାଳ ୭.୩୦ରେ ଖୋଲି ସନ୍ଧ୍ୟା ୫.୩୦ଟାରେ ବନ୍ଦ ହେବ ବୋଲି […]

ଅମାନିଆ ଗାଡ଼ି ଚାଳକ ହେବେ ସାବାଡ଼

ଭୁବନେଶ୍ୱର,୩୧।୩(ଏସଏସନିଉଜ)ଏପ୍ରିଲ ୨ ତାରିଖରୁ ଜୋରଦାର ହେବ ପିୟୁସିସି ଯାଞ୍ଚ। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିଲା। ଏବେ ୨ ତାରିଖରୁ ଯାଞ୍ଚକୁ କଡ଼ାକଡ଼ି କରାଯିବ। ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଜଣାଯାଇଛି।

ଏପ୍ରିଲ ୪ରେ ଖଡ଼ି ଛୁଆଁ

ଭୁବନେଶ୍ୱର,୩୧।୩(ଏସଏସନିଉଜ)ଏପ୍ରିଲ ୨ ନୁହେଁ ୪ ତାରିଖରେ ହେବ ଖଡ଼ି ଛୁଆଁ କାର୍ଯ୍ୟକ୍ରମ।ବ୍ଲକରୁ ରାଜ୍ୟସ୍ତର ଯାଏଁ ଅନୁଷ୍ଠିତ ହେବ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।ଖଡିଛୁଆଁ, ସହ ପ୍ରବେଶ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ।୪ରୁ ୧୦ ତାରିଖ ଯାଏଁ ବୁଲିବ ଶିକ୍ଷା ସଚେତନତା ରଥ।ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଓସେପା।ପୂର୍ବରୁ ଏପ୍ରିଲ ୨ରେ ଏହି କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା।

ସାତକୋଶିଆରେ ଛଡାଗଲା ୧୨ ଘଡିଆଳ କୁମ୍ଭିର

ଭୁବନେଶ୍ୱର,୨୯ା୩(ଏସଏସନିଉଜ)ରବିବାର ମହାନଦୀର ସାତକୋଶିଆ ଗଣ୍ଡରେ ୧୨ଟି ଘରିଆଳକୁମ୍ଭିରକୁ ଛଡାଯାଇଛି ।ଛଡାଯାଇଥିବା ଏହି କୁମ୍ଭୀର ମଧ୍ୟରେ ଟିକରପଡା ଘରିଆଳକୁମ୍ବୀର ଗବେଷଣାକେନ୍ଦ୍ରରୁ ୧ଟି ଓ ନନ୍ଦନକାନନରୁ ଶନିବାରରାତିରେ ଯାଇଥିବା ୧୧ଟି ଘଡିଆଳ କୁମ୍ଭିର ଅଛନ୍ତି।ନନ୍ଦନକାନନରୁ ଯାଇଥିବା କୁମ୍ଭିର ୧୧ଟିମଧ୍ୟରେ ୫ଅଣ୍ଡିରା,୬ମାଇ ରହିଛନ୍ତି ଓ ଟିକରପଡାରୁ ଆସିଥିବା ଗୋଟିଏମାଇ କୁମ୍ବୀରଅଟେ ।ତେବେ ସମସ୍ତ କୁମ୍ଭିରମାନଙ୍କର ବୟସ ୫ବର୍ଷରୁ ଉର୍ଦ୍ଧହେବ ବୋଲି ଜଣାପଡିଛି ।ଛଡାଯାଇଥିବା କୁମ୍ଭିରମାନଙ୍କ ଗତିବିଧି ଜାଣିବାପାଇଁ ସମସ୍ତଙ୍କଶରୀରରେ ଟ୍ରାଞିଷ୍ଟର ଲଗାଯାଇଛି।କୁମ୍ଭିରମାନଙ୍କୁ ଛାଡିବା ସମୟରେ ସାତକୋଶିଆ ବ୍ୟାଘ୍ରସରକ୍ଷଣ ନନ୍ଦନକାନନପ୍ରାଣିଉଦ୍ୟାନ, ସାତକୋଶିଆ ଲବନ୍ୟପ୍ରାଣିବିଭାଗ […]

ନନ୍ଦନକାନନକୁ ଆସିଲେ ଅତିଥି

ଭୁବନେଶ୍ୱର,୨୯।୩(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ରବିବାର ସନ୍ଧ୍ୟାରେ ୩ପ୍ରଜାତିର ୧୮ଟି ପଶୁପକ୍ଷୀ ଜୁନାଗଡ ସକ୍କାରବାଗପ୍ରାଣୀଉଦ୍ୟାନରୁ ଆସି ପହଂଚିଛନ୍ତି।ଆସିଥିବାଏହି ନୂଆ ଅତିଥି ହେଲେ ଦୁଇହଳ ଚିତାବାଘ, ୧୦ଟି ଜଂଗଲୀକୁକୁଡ଼ା,ଦୁଇହଳ ନୁଆପ୍ରଜାତିର ଶାରସପକ୍ଷୀ ।କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅନୁମୋଦନ ପରେ ଗତ ୨୦ତାରିଖରୁ ଏହି ଅଦଳବଦଳପ୍ରକିୟା ଉଭୟଚିଡ଼ିଆଖାନା ମଧ୍ୟରେ ଆରମ୍ଭ ହୋଇଛି।ପ୍ରଥମେ ଜୁନାଗଡରୁ ଆସିଥିବାଦଳ ନନ୍ଦନକାନନରୁ ଗୋଟିଏ ଓଟପକ୍ଷୀ,୩ମାଇ ଚଉଶିଙ୍ଗା, ୩କୁଜିହରିଣକୁ ନେଇ ଶୁକ୍ରବାର ଯାଇଥିଲେ।ଏହାପରେ ନନ୍ଦନକାନନରୁ ଯାଇଥିବା ଦଳ ଜୁନାଗଡ ସକ୍କାରବାଗ ପ୍ରାଣୀଉଦ୍ୟାନରୁ ୩ପ୍ରଜାତିର ୧୮ଟି ପଶୁପକ୍ଷୀକୁ ସାଙ୍ଗରେନେଇ ଆଜି ସନ୍ଧ୍ୟାରେ […]

ପାକିସ୍ତାନରେ ୨ ଦିନିଆ ଲକ୍‌ଡାଉନ୍‌ !

ଭୁବନେଶ୍ୱର,୨୯।୩(ଏସଏସନିଉଜ)ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପାକିସ୍ତାନରେ ୨ ଦିନିଆ ଲକ୍‌ଡାଉନ ନିଷ୍ପତ୍ତି ହୋଇଥିବାର ଜଣାପଡିଛି।ଶନିବାର ଓ ରବିବାର ଲକଡାଉନ୍‌ ନିଷ୍ପତ୍ତି ନେଇ ପାକ୍‌ ମିଡିଆରୁ ସୂଚନା ମିଳିଛି।ଏହା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅନୁମୋଦନକୁ ଅପେକ୍ଷା ନେଇ ସୂଚନା ମିଳିଛି। ଶନିବାର ଦିନ ୧୨ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ରହିବ କଟକଣା।ଲକ୍‌ଡାଉନ୍‌ରେ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପୋର୍ଟ, ବିମାନବନ୍ଦର, ଅନ୍ୟାନ୍ୟ ସାଧାରଣ ଯାତାୟତ ଜାରି ରହିବ।

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୮।୦୩(ଏସଏସନିଉଜ)ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନପାଇଁ ରାଜ୍ୟସରକାରଙ୍କ ଅଭିନବପ୍ରୟାସ ‘ସୁଭଦ୍ରା ଯୋଜନା’ଅଧୀନରେ ଅଧିକସଂଖ୍ୟକ ଯୋଗ୍ୟହିତାଧିକାରୀଙ୍କୁ ସାମିଲକରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣପଦକ୍ଷେପ ଗ୍ରହଣକରାଯାଇଛି।ସରକାରଙ୍କ ଅନୁମୋଦନକ୍ରମେ, ଆସନ୍ତା ୦୧ଏପ୍ରିଲ ୨୦୨୬ରୁ ୩୦ଏପ୍ରିଲ ୨୦୨୬ପର୍ଯ୍ୟନ୍ତ ଏକମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ମାଧ୍ୟମରେ ନୂତନଆବେଦନ ଗ୍ରହଣକରାଯିବ। ମୁଖ୍ୟ ବିବରଣୀ:-ଆବେଦନ ଅବଧି:-୦୧ଏପ୍ରିଲ ୨୦୨୬ରୁ ୩୦ଏପ୍ରିଲ ୨୦୨୬। ବୟସ ସୀମା:-୦୧.୦୪.୨୦୨୬ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆର୍ଥିକସହାୟତା:-ଯୋଗ୍ୟ ବିବେଚିତହିତାଧିକାରୀମାନେ ୨୦୨୬-୨୭ଆର୍ଥିକ ବର୍ଷରୁ ଯୋଜନାର ଅବଧିପର୍ଯ୍ୟନ୍ତ ବାର୍ଷିକ ଦୁଇଟିକିସ୍ତିରେ ମୋଟ୧୦,୦୦୦ ଟଙ୍କାର […]

ଉଦଯାପିତ ହେଲା ମରିଚିଆ ବାଦୀପାଲା ମହୋତ୍ସବ ୨୦୨୬

ବାରଙ୍ଗ,୨୭।୩ (ଏସଏସନିଉଜ)ମରିଚିଆ ଗ୍ରାମର ବିଜୁ ପାଲା ମଣ୍ଡପରେ ଗୁରୁବାର ରାତିରେ ୭୪ତମ ମରିଚିଆ ବାଦୀପାଲା ମହୋତ୍ସବ ୨୦୨୬ ଉଦଯାପିତ ହୋଇଯାଇଛି। ସର୍ବ ପୁରାତନ ବାଦୀପାଲା ମହୋତ୍ସବରେ କଟକ ଜିଲ୍ଲା ନରସିଂହପୁରର ପ୍ରଖ୍ୟାତ ଗାୟକ ତଥା ଗାୟକ ଜ୍ଞାନ ଆଦିତ୍ୟ କୁମାର ସ୍ୱାଇଁ ଓ ନୟାଗଡ଼ ଜିଲ୍ଲା ବଙ୍କଇ “ଗାୟକ ସାରସ” ପ୍ରଫୁଲ ଚନ୍ଦ୍ର ସାମନ୍ତରାୟ ଓ ସାଥିଙ୍କ ଦ୍ଵାରା ପୌରାଣିକ କଥାବସ୍ତୁ ଉପରେ ବାଦୀପାଲା ପରିବେଷଣ କରାଯାଇଥିଲା ।ପାଞ୍ଚଦିନ ବ୍ୟାପି ଏହି ପାଲା ମହୋତ୍ସବକୁ ଦେଖିବା ପାଇଁ […]