Browsing category

ମହାନଗର

ଟେଷ୍ଟ ଡ୍ରାଇଭ୍‌ ନାଁରେ ଲ୍ୟାଣ୍ଡ ରୋଭର ଲୁଟ୍‌

ଭୁବନେଶ୍ୱର,୨୫।୩(ଏସଏସନିଉଜ)ଟେଷ୍ଟ ଡ୍ରାଇଭ୍‌ ବାହାନାରେ ଲୁଟି ନେଲେ ଲ୍ୟାଣ୍ଡ ରୋଭର ଡିଫେଣ୍ଡର।ଗାଡି କିଣିବା ପାଇଁ କହି ଟେଷ୍ଟ ଡ୍ରାଇଭ ବାହାନାରେ ଚମ୍ପଟ୍‌ ମାରିଲେ।ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି।କାର୍‌ ସହ ଦେଢ଼ଲକ୍ଷ ଟଙ୍କା ମଧ୍ୟ ନେଇ ପଳାଇଲେ।ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ୍ ଆରମ୍ଭ କରିଛି।

ଆଇନଜୀବୀଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଭୁବନେଶ୍ବର,୨୫।୩(ଏସଏସନିଉଜ)ଅଶୋକନଗର ସ୍ଥିତ ବିଏମଏସ ସମ୍ମିଳନୀ କକ୍ଷରେ ଓଡ଼ିଶା ହିନ୍ଦୁ ଜାଗରଣମଞ୍ଚ ପକ୍ଷରୁ ରାଷ୍ଟ୍ରରଆଭ୍ୟନ୍ତରୀଣ ସୁରକ୍ଷାରେ ଆଇନଜୀବୀଙ୍କଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବରେ କମଳେସ୍ସିଂ,ହିନ୍ଦୁ ଜାଗରଣ ମଞ୍ଚରଅଖିଳ ଭାରତୀୟ ସହସଂଗଠନମନ୍ତ୍ରୀ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି , ଉଚ୍ଚ ନ୍ୟାୟାଳୟର ବରିଷ୍ଟଆଇନଜୀବୀ ତଥା ଓଡ଼ିଶା ଅଧିବକ୍ତା ପରିଷଦର ସଭାପତି ଅମିତାଭ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।ହିନ୍ଦୁ ଜାଗରଣମଞ୍ଚ ଓଡ଼ିଶା ପୂର୍ବପ୍ରାନ୍ତ ବିଧିସଂଯୋଜକ ଶ୍ରୀମନ୍ତ କୁମାର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ଅଟୋଚାଳକ ଏକାଠି ହେଲେ, ଶପଥ ନେଲେ…

ଚନ୍ଦ୍ରଶେଖରପୁର,୨୫।୩(ଏସଏସନିଉଜ)ଭୁବନେଶ୍ୱର ଆରଟିଓ-୨ ଦ୍ଵାରା ଆୟୋଜିତ ଏକ ସଡ଼କସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖର ପୁର ସ୍ଥିତ ଯାନବାହାନ ପରୀକ୍ଷଣ କେନ୍ଦ୍ର ପରିସରରେ ବୁଧବାରଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ପ୍ରାୟ ୮୦ଜଣ ସ୍ମାର୍ଟସିଟି ଅଟୋଚାଳକ ଯୋଗଦେଇ ଥିଲେ।ସେମାନଙ୍କୁ ସଡ଼କସୁରକ୍ଷା ସଚେତନତା ସୃଷ୍ଟିକରିବା ,ଦୁର୍ଘଟଣା ପୀଡିତଙ୍କୁ ସାହାଯ୍ୟ କରିବା,ଟ୍ରାଫିକନିୟମ ମାନିବା ଓ ଅସୁବିଧାସମୟରେ ରାସ୍ତାରେ ଯିବା ବେଳେ ଭଲନାଗରିକ ଭାବେ ଜନସାଧାରଣଙ୍କପ୍ରତି ଥିବା କର୍ତ୍ତବ୍ୟଉପରେ ବୁଝାଯାଇଥିଲା।ଶେଷରେ ନିଜକର୍ତ୍ତବ୍ୟରୁ ପଛଘୁଞ୍ଚା ନହେବାପାଇ ସମସ୍ତେ ଶପଥ ନେଇଥିଲେ।ଏମଭିଆଇ ରବିନ୍ଦ୍ରନାଥଜେନା,ଟ୍ରାଫିକ୍ ଇନ୍ସପେକ୍ଟର-ସୁମନ୍ତପାତ୍ର,ଜୁନିୟର ଏମଭିଆଇ ଲୋକନାଥନାୟକ ଏବଂ ସ୍ମାର୍ଟସିଟି […]

ପାଟପୁର ଗ୍ରାମବାସୀଙ୍କୁ ଭଗବାନ ଭରସା

କଟକ,୨୩ା୩(ଏସଏସନିଉଜ)ପିିଇବା ପାଣି ଠିକଭାବେ ନମିଳିବା ପ୍ରତିବାଦରେ ସୋମବାର ଦିନ ବାରଙ୍ଗ ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁମୁଣ୍ଡରେ ଅବରୋଧ କରିଥିଲେ ।ପ୍ରାୟ ୩ଘଂଟାକାଳ ରାସ୍ତା ଅବରୋଧ କରିବାପରେ ଯାତାୟତରେ ବାଧା ଦେଖାଦେଇଥିଲା ।ଶହଶହ ଗାଡିମଟର ଉଭୟପାଶ୍ୱର୍ରେଅଟକିରହିଥିଲା।ଖବରପାଇ ବାରଙ୍ଗଥାନାପୋଲିସ ଓ ଏସିପି ଘଟଣାସ୍ଥଳରେପହଁଚି ଉତ୍ୟକ୍ତଗ୍ରାମବାସୀମାନଙ୍କୁ ବିଝାସୁଜା କରି ସ୍ଥାୟୀ ପାନୀୟଜଳ ଯୋଗାଣର ପ୍ରତିଶୃତିଦେବାପରେ ରାସ୍ତା ଅବରୋଧ ଉଠିଥିଲା । ପ୍ରକାସଯେ,ବାରଙ୍ଗବ୍ଲକର ପାଟପୁରଗ୍ରାମର ସାମଲସାହି ଓ ଶବରସାହିରେ ରହୁଥିବା ପ୍ରାୟ୧୦୦ରୁଉର୍ଦ୍ଧ ପରିବାର ପିଇବାପାଣିପାଇଁ ଦୀର୍ଘବର୍ଷ ହେବ ହଇରାଣ ହେଉଛନ୍ତି।ବିଶେଷକରି […]

ଗାଡି ଥୋଇଲେ,ମାଗଣା ଆଖି ପରୀକ୍ଷା କଲେ

ଭୁବନେଶ୍ଵର,୨୩।୩(ଏସଏସନିଉଜ)ଭୁବନେଶ୍ଵର ଆରଟିଓ – ୨ ଦ୍ଵାରା ପରିଚାଳିତ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସୋମବାର ଅନୁଷ୍ଟିତ ହୋଇଯାଇଛି।ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ଏହି ଶିବିର ଇନଫୋଭାଲୀ ଥାନା ନିକଟରେ ଅନୁଷ୍ଟିତ ହୋଇଥିଲା ଏହି ଶିବିରରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଡ୍ରାଇଭରମାନେ ଯୋଗଦେଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ବିଶେଷ କରି ରତିଆଧିଆ ଗାଡି ଚଳାଉଥିବା ଚାଲକମାନଙ୍କ ସଂଖ୍ୟା ଏହି ଶିବିରରେ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା।ଡେପୁଟିକମିଶନର ରଶ୍ମୀ ରଣଜିତ୍ ଦଳ ବେହେରା , […]

ଯାତ୍ରା ବେଳେ ଚାଲିଥିଲା ଜୁଆ ଆଡ୍ଡା

ବାରଙ୍ଗ,୨୧।୩ (ଏସଏସନିଉଜ) ଦାଢାପାଟଣା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ବାରଙ୍ଗ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଜୁଆଡିଆ ଖସି ଯାଇଥିବା ବେଳେ ତିନି ଜଣ ଯୁଆଡିକୁ ଗିରଫ କରି ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ରାହୁଲ ପରିଡ଼ା , ଚନ୍ଦନ ପାତ୍ର ଓ ବିନୋଦ ସେଠୀ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ,ବାରଙ୍ଗ ଥାନା ଅଧୀନରେ ରେ ଥିବା ଦାଢ଼ାପାଟଣା […]

ହାଇୱା-ଟ୍ରକ୍ ମୁହାଁମୁହିଁ ଧକ୍କା,୨ଗୁରୁତର

ବାରଙ୍ଗ,୨୧।୩(ଏସଏସନିଉଜ)ଗୋଡ଼ିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ହାଇୱା ସହ ଟ୍ରକଟିର ମୁହାଁମୁହିଁ ଧକ୍କା ହୋଇଥିବାରୁ ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ,ଶୁକ୍ରବାର ବିଳମ୍ବିତ ରାତିରେ ଗୋଡ଼ିସାହି ପଟୁ ଗୋବିନ୍ଦପୁର ଅଭିମୁଖେ ଆସୁଥିବା ଓଆର ୧୯ ଇ ୮୭୧୧ ନମ୍ୱର ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଓଡ଼ି୩୩ ଏଡବ୍ଲୁ ୪୨୭୧ ନମ୍ୱର ଚିପ୍ସ ବୋଝେଇ ହାଇୱାର ଗୋବିନ୍ଦପୁର ଛକ ନିକଟରେ ମୁହାଁମୁହିଁ ଧକ୍କା […]

ବିଜେଡିରୁ ସସ୍‌ପେଣ୍ଡ ହେଲେ ୬ ବିଧାୟକ

ଭୁବନେଶ୍ୱର,୨୧।୩(ଏସଏସନିଉଜ)କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି। ଏମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, କଟକ-ଚୌଦ୍ୱାର ବିଧାୟକ ସୌଭିକ୍‌ ବିଶ୍ୱାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏବଂ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।ସେମାନଙ୍କ […]

ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ କଣ୍ଢେଇ ମେଳଣ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଓଡ଼ିଶା ପୁରପଲ୍ଲିରେ ଦୋଳମେଲଣ ପାଳନ ହେଉଥିବାବେଳେ ରାଜଧାନୀ ଉପକଣ୍ଠ ଭଗବାନପୁର-ପାତ୍ରପଡ଼ାଠାରେ ଏକ ନିଆରାମେଲଣ ଆୟୋଜିତହୁଏ ।ଚୈତ୍ରମାସରେ ଆୟୋଜିତ ଏହି ମେଲଣରେ କୁନିକୁନି ପିଲାମାନଙ୍କଦ୍ଵାରା କାଠବାଉଁଶ,ସୋଲୋ ଓ ରଙ୍ଗିନକାଗଜରେ ତିଆରି ହୋଇଥିବା ଛୋଟଛୋଟ ଦୋଳବିମାନରେ ବିରାଜମାନ କରିଥାନ୍ତି କାଠନିର୍ମିତ କଣ୍ଢେଇ,ମାଟିତିଆରିକଣ୍ଢେଇ,ପ୍ଲାଷ୍ଟିକକଣ୍ଢେଇ,ଟ୍ରେଡିଓ ବାବିଡାଲ୍।ଏହି କଣ୍ଢେଇକୁ ଉଭୟ ଭଗବାନପୁର ଓ ପାତ୍ରପଡ଼ା ଗ୍ରାମବାସୀମାନେ ସାହିସାହିରେ ବୁଲାଇ ଚାଚେରୀଭୋଗ ଅର୍ପଣ କରିଥାନ୍ତି।କାଲିସେ ଯେଉଁ କଣ୍ଢେଇରେ ଖେଳୁଥିଲା ଆଜି ତାକୁ ଠାକୁରସଜେଇ ମେଲଣପଡିଆକୁ ଅପଟିଆ ସାଜି ବୋହି ଆଣିଛି। ବିଶ୍ୱାସ ମୂଳେ ଭଗବାନ ଏହିଭାବନାକୁ […]

ନନ୍ଦନକାନନ ବସଷ୍ଟାଣ୍ଡରେ ଚାଳକମାନଙ୍କୁ ଏକାଠି କଲେ…

ଭୁବନେଶ୍ୱର,୨୧।୩(ଏସଏସନିଉଜ)ସଡ଼କସୁରକ୍ଷା ଓ ଟ୍ରାଫିକନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ପରିବହନବିଭାଗ ନିୟମିତଭାବେ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି। ଦୁର୍ଘଟଣାସଂଖ୍ୟା ହ୍ରାସକରିବା ଏବଂ ସାଧାରଣ ଜନତାଙ୍କମଧ୍ୟରେ ସଡ଼କ ସୁରକ୍ଷାନିୟମ ମାନିବାରଅଭ୍ୟାସ ସୃଷ୍ଟିକରାଇବା ସଚେତନତାର ମୁଖ୍ୟଲକ୍ଷ ରଖାଯାଇଛି।ଶନିବାରଦିନ ଏହିଭଳି ଏକ ସଚେତନତାକାର୍ଯ୍ୟକ୍ରମ ନନ୍ଦନକାନନ ବସଷ୍ଟାଣ୍ଡରେ ଆୟୋଜିତ ହୋଇଯାଇଛି।ଭୁବନେଶ୍ଵର ଆରଟିଓ -୨ଦ୍ଵାରା ଆୟୋଜିତ ଏହି ସଚେତନତାକାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ବିହାର ,ଓଡ଼ିଶା ଏବଂ ବିଭିନ୍ନରାଜ୍ୟରୁ ଯାତ୍ରୀନେଇ ଆସିଥିବା ଚାଲକମାନଙ୍କୁ ସଚେତନ କରାଯାଇଥିଲା।ବିଶେଷକରି ରାତିରେ ଗାଡିଚଳାଇବା ବେଳେ ନିଦଲାଗିଲେ କଣକରିବେ,ହଠାତ୍ ଗାଡ଼ିରେ ନିଆଲାଗିଲେ କଣକରିବେ,ବିଭିନ୍ନ […]