Browsing category

ମହାନଗର

ରିଭର କ୍ରୁଜ୍‌ର ନୂଆଯୁଗ!

ଭୁବନେଶ୍ୱର,୧୩ା୧(ଏସଏସନିଉଜ)ଭାରତରେ ରିଭର କ୍ରୁଜ୍‌ର ନୂଆଯୁଗ। ଆଜି ବିଶ୍ବର ଲମ୍ବା ରିଭର କ୍ରୁଜ୍‌ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସ୍ବଦେଶୀ କ୍ରୁସ୍ ଗଠ ଗଙ୍ଗା ବିଳାସ। ୫୧ ଦିନରେ ୩୨୦୦ କିମି ଯାତ୍ରା କରିବ ଏହି କ୍ରୁଜ୍ା

ଟ୍ୱିନସିଟିରେ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ଟ୍ୱିନସିଟିରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିଥିବାର ଜଣାପଡିଛି ।ଯାହାଫଳରେ ୨୦ରୁ ୩୦ ମିଟର ଦୂରକୁ ଦେଖିବା କଷ୍ଟକର ହୋଇପଡିଛି ।ଯାତାୟାତ ଓ ଗାଡ଼ି ଚଳାଚଳ ନେଇ ସମସ୍ୟା ଦେଖାଦେଇଛି ।ଏହାସହ ଦୁଇ ଦିନ ଯାଏଁ ଘନ କୁହୁଡ଼ି ହେବାନେଇ୬ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗର ।  

ନନ୍ଦନକାନନରେ ସରିଲା ପକ୍ଷୀଗଣନା

ବାରଙ୍ଗ,୧୨ା୧(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଦିନିକିଆ ପକ୍ଷୀଗଣନା ସରିଛି । ପ୍ରତିବର୍ଷପରି ଏଥର ଜାନୁୟାରୀ ୧୨ତାରିଖରେ ନନ୍ଦନକାନନ ଓ ତାର ଆଖପାଖ ଅଂଚଳ ଆଦ୍ରଭୁମି ଅଂଚଳକୁ ଆସୁଥିବା ଜଳଚରପକ୍ଷୀମାନଙ୍କ ଗଣନା ହୋଇଛି ।ଏହି ଦିନିକିଆ ପକ୍ଷୀଗଣନାରେ ୪୩ପକ୍ଷୀ ବିଶେଷଜ୍ଞ ମାନଙ୍କ ସହ ନନ୍ଦନକାନନଅଧିକାରୀମାନେ ସାମିଲ ହୋଇଥିଲୋ୭ଟିଦଳରେ ବିଭକ୍ତହୋଇ ଏହି ଦଳ କାଞିଆ ଓ କିଆଖଣିହ୍ରଦ, ବଡବାଙ୍କ ଓ କଟୁରୀଘସା ପାଟ,ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ଗ୍ରସ୍ଥ କରି ସେଠାରେ ଥିବା ଜଳାଶୟକୁ ଆସୁଥିବା ଜଳଚରପକ୍ଷୀମାନଙ୍କୁ ଗଣନା କରିଥିଲେ ।ଗତବର୍ଷ ୩୦ପ୍ରଜାତିର […]

ଅଟୋ ଚାଳକ ଦେଖାଇଲେ ମଣିଷ ପଣିଆ

ବାରଙ୍ଗ,୧୨/୧(ଏସଏସନିଉଜ) ଏବେ ବି ବଞ୍ଚିଛି ମଣିଷ ପଣିଆ । ଚୋରି ,ରାହାଜାନୀ, ଲୁଟୁ ପାତ୍ , ହେଉଥିବା ବେଳେ ଜଣେ ଅଟୋ ଚାଳକ ଦେଖାଇଛନ୍ତି ନିଜର ମଣିଷ ପଣିଆ । ଜଣେ ମହିଳା ଙ୍କ ଲାପଟପ୍ ସହ କିଛି ଅବଶକିୟ କାଗଜପତ୍ର ପାଇ ମହିଳା ଙ୍କୁ ଫେରାଇ ସମସ୍ତ ଙ୍କ ମୁହଁରୁ ସବାସି ସାଉଁଟି ଛନ୍ତି । ଶୈଳଶ୍ରୀବିହାରରେ ରହୁଥିବା ମନିଶା ସୁବୁଦ୍ଧିରାୟ ନାମକ ମହିଳା ଗୁରୁବାରଦିନ ନନ୍ଦନକାନନକୁ ଏକ ଅଟୋରେ ନନ୍ଦନକାନନକୁ ବୁଲିବାକୁ ଆସିଥିଲେ ।ଅଟୋରୁ […]

ଉଦଘାଟିତହେଲା ବିଦ୍ୟାଳୟ ବାର୍ଷିକକ୍ରୀଡା

ବାରଙ୍ଗ,୧୨/୧(ଏସଏସନିଉଜ)ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତାର ବାଟ ଦେଖାଏ ବୋଲି ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୪ତମ ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରି ସମାଜସେବୀ ତଥା କେନ୍ଦୁପାଟଣା ଗ୍ରାମ ମୁରବୀ ମାୟାଧର ନାୟକ କହିଛନ୍ତି।ବିଦ୍ୟାଳୟ ପରିଚାଳନା କମିଟିସଭାପତି ଜଗନ୍ନାଥଭଞଙ୍କ ନେତୃତ୍ବରେ ଆୟୋଜିତଉତ୍ସବରେ ପ୍ରଧାନଶିକ୍ଷକ ଯୋଗେନ୍ଦ୍ରସେନାପତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ସମାଜସେବୀ ମାୟାଧର ନାୟକ,ଦାଢା ପଞ୍ଚାୟତ ନାଏବ୍ ସରପଞ୍ଚ ରଣଞିତ୍ ଦାସ,ଅକ୍ଷୟ ଦାସ,ପ୍ରଶାନ୍ତ […]

ବିଧାୟକ ଜିଲ୍ଲାପାଳ ମୁହାଁମୁହିଁ

ବଲାଙ୍ଗିର,୧୨।୧(ଏସ ଏସନିଉଜ)ଜିଲ୍ଲା ପରିଷଦ ବୈଠକରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି।ଜିଲ୍ଲାପାଳ ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜାଙ୍କ ପାଟିତୁଣ୍ଡ କରିଛନ୍ତି।ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆମ୍ୟାଚ

ଭୁବନେଶ୍ୱର,୧୨।୧(ଏସଏସ ନିଉଜ)ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । ଦିନ ସାଢେ ଗୋଟାଏରୁ କୋଲକାତାର ଇଡେନ ଗାର୍ଡେନରେ ହେବ ଖେଳ । ଆଜି ମ୍ୟାଚ୍ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଭାରତ । ୩ ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି ମେନ ଇନ୍ ବ୍ଲୁ । ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ରୋହିତ ବାହିନୀ । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି।

ଅମାନିଆ ଗାଡ଼ିଚାଳକଙ୍କୁ ଶିକ୍ଷା!

ଭୁବନେଶ୍ୱର,୧୨/୧(ଏସଏସ ନିଉଜ)ରାଜଧାନୀରେ ଅମାନିଆ ଗାଡ଼ି ଚାଳକଙ୍କୁ ଶିକ୍ଷା ଦେଉଛି ବିଏମସି । ମଲ୍ ତଥା ଦୋକାନକୁ ଯିବା ପାଇଁ ପାର୍କିଂରେ ଗାଡ଼ି ନରଖି ରାସ୍ତା ଉପରେ ଗାଡ଼ି ରଖିଲେ ବିଏମସି ଏନ୍ଫୋର୍ସମେଣ୍ଟ ଟିମ୍ କରୁଛି ଚକା ଲିକ୍।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭହେଲା ହକିବିଶ୍ବକପ୍

କଟକ,୧୧ା୧(ଏସଏସନିଉଜ) କଟକର ଐତିହାସିକ ବାରବାଟୀଷ୍ଟାଡିୟମରେ ରଙ୍ଗାରଙ୍ଗକାର୍ଯ୍ୟକ୍ରମରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ସନ୍ଧ୍ୟାରେଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଏଥିନିମନ୍ତେପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାର ସବୁପ୍ରକାରର ସମର୍ଥନ ଯୋଗାଇଥିବାରୁ ଏହି ଅବସରରେ ଉଦ୍‌ବୋଧନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲୋଉଦଘାଟନୀ ସମାରୋହରେ କେନ୍ଦ୍ରକ୍ରୀଡାମନ୍ତ୍ରୀ ଅନୁରାଗଠାକୁର, . ଏଫ୍‌ଆଇଏଚ୍ ସଭାପତି ତଥା ବିକ୍ରମ, ହକି ଇଣ୍ଡିଆ ସଭାପତି […]

ଦୁଲୁକିବ ବାରବାଟୀ

କଟକ,୧୧।୧(ଏସଏସ ନିଉଜ) ଆଜି ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ହେବ।ଉଦଘାଟନ ପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ୍।ଏହି ଉଦଘାଟନ ଉତ୍ସବରେ ଜଲୱା ଦେଖାଇବେ ବଲିଉଡ୍ ଷ୍ଟାର୍ ରଣବୀର, ଦିଶା ଓ ପ୍ରୀତମ।ଉଦଘାଟନୀ ଉତ୍ସବ ପାଇଁ ଦିନ ୧ଟାରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।