Browsing category

ମହାନଗର

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ ୯/୧୨(ଡିଏନଏ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଥିଲା ଷଷ୍ଠ ଦିବସ।୩ଟି ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି।ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଉଦଘାଟିତ କରିଥିଲେ।ଶୁକ୍ରବାର ଗ୍ରାମାଞ୍ଚଳ ବର୍ଗର ଦୁଇଟି ମ୍ୟାଚ୍ ଖେଳା ଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ବରାହୀପୁର ସୁପ୍ରିମଫୁଟବଲ କ୍ଲବ ସହ ଗୋଠପୁର ମା”ମଙ୍ଗଳା କ୍ଲବ […]

ନନ୍ଦନକାନନକୁ ଆସିଲା ଝାରସୁଗଡାରୁ ହିମାଳୟଶାଗୁଣା

ବାରଙ୍ଗ ୯/୧୨(ଡିଏନଏ) ଝାରସୁଗଡା ଡିଭିଜନ୍ ବେଲପାହାର ରେଞରୁ ଉଦ୍ଧାର ହୋଇଥିବା ହିମାଳୟ ଶାଗୁଣା ଶୁକ୍ରବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି।ଶାଗୁଣାଟିର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ଦୁଇ ବର୍ଷ ବୟସର ହେବ ବୋଲି ଜଣାପଡିଛି।ଏହି ବିରଳ ପ୍ରଜାତିର ଶାଗୁଣାର ରଙ୍ଗ ଧଳା ହୋଇଥିବାବେଳେ ହିମାଳୟ ଓ ମଧ୍ୟଏସିଆ ପାର୍ବତ୍ୟ ଅଞ୍ଚଳରେ ଏମାନେ ବହୁଳ ଭାବରେ ଦେଖାଯାଆନ୍ତି।ଉଦ୍ଧାର ଶାଗୁଣାକୁ କର୍ତ୍ତୁପକ୍ଷ ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କଲାପରେ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନର ପୃଥକୀକରଣ ଖୁଆଡରେ ଚିକିତ୍ସକଙ୍କ […]

ରଙ୍ଗରୁଟ୍‌ରେ ଯାଇ ହାଇୱାକୁ ପିଟିଲା ବାଇକଚାଳକ

ବାରଙ୍ଗ,୮/୧୨(ଏସଏସନିଉଜ)ଗୁରୁବାର ଦିନ ୧୦ଟାବେଳେ ନନ୍ଦନକାନନ ଛକଉପରେ ମାଟିବୋଝେଇ ହାଇୱାସହ ଏକ ବାଇକର ଧକ୍କା ହୋଇଛି ।ଫଳରେ ବାଇକଚାଳକ ସ୍ୱପ୍ନେଶ୍ୱରପଢିହାରୀନାମକ ନନ୍ଦନକାନନ ଭେଟନାରୀର ଅସ୍ଥାୟୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । କର୍ମଚାରୀଜଣଙ୍କ ଖାମଖିଆଲ ଭାବେ ଗାଡିଚଳାଇ ନନ୍ଦନକାନନଛକରେ ବୁଲାଇ ପଦାସାହି ପଟକୁ ଆସୁଥିବା ଏକ ମାଟିବୋଝେଇ ହାଇୱାକୁ ଧକ୍କାଦେଇଥିଲା ।କର୍ମଚାରୀଜଣଙ୍କ ଓଡି ୩୩ଆର୍ ୧୭୧୩ ନମ୍ବର ବାଇକ ଯୋଗେ ଡ୍ୟୁଟିକୁ ନନ୍ଦନକାନନକୁ ଯାଉଥିବାବେଳେ ରଙ୍ଗରୁଟରେ ଦ୍ରୁତଗତିରେ ଯାଇ ହାଇୱାଦେହରେ ପଟିଦେଇଥିଲେ ।ଦୁର୍ଘଟଣାପରେ ହାଇୱା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ […]

ଅଣ୍ଡିରା ବାରାଶିଙ୍ଗା ମୃତ,ମଣିପୁର ଜନ୍ମ

ବାରଙ୍ଗ,୮/୧୨(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ବୁଧବାରଦିନ ଏକ ୮ବର୍ଷର ଅଣ୍ଡିରା ବାରାଶିଙ୍ଗାର ମୃତ୍ୟୁ ଘଟିଛି ।ତେବେ ମୃତ୍ୟୁବରଣକରିଥିବାର କାରଣ ଜଣାପଡିନଥିବାବେଳେ ସେ ସମ୍ପୁର୍ଣରୁପେ ସୁସ୍ଥରେରହି ତାର ।୩୮ନଂ ଏନକ୍ଲାଜେରରେ ବିଚରଣ କରୁଥିଲା ।ହଠାତ ବାରାଶିଙ୍ଗାଟି ମରିଯିବାପରେ ଡାକ୍ତରମାନଙ୍କର ଚିନ୍ତାବଢିଯାଇଥିଲା ।ବ୍ୟବଛେଦ ରିପୋର୍ଟଆସିଲେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି କୁହାଯାଉଥିବାବେଳେ ବାରାଶିଙ୍ଗାର ମୃତ୍ୟୁପରେ ଏମାନଙ୍କ ସଂଖ୍ୟାହ୍ରାସପାଇଁ ନନ୍ଦନକାନନରେ ୧୩ରେ ପହଁଚିଥିବାର ଜଣାପଡିଛି । ସେହିଭଳଭାବେ ବୁଧବାର ବିଳମ୍ଭିତ ରାତିରେ ୩୭ନଂ ଏନକ୍ଲୋଜରରେ ରହୁଥିବା ଏକ ମଣିପୁର ହରିଣ ଗୋଟିଏ ଶାବକକୁ […]

ଏମଟେକଛାତ୍ର ନିଖୋଜ

ବାରଙ୍ଗ,୮/୧୨(ଏସଏସନିଉଜ) ଚନ୍ଦକାଥାନା ଅଧୀନ ଏକଘରୋଇଇଞ୍ଜିନିୟରିଙ୍ଗ କଲେଜର ଶେଷବର୍ଷର ଏମଟେକ ଛାତ୍ର ନିଖୋଜ ହୋଇଥିବାର ଚନ୍ଦକାଥାନାରେ ପରିବାର ତରଫରୁ ଗୁରୁବାରଦିନ ଅଭିଯୋଗ ହୋଇଛି । ପ୍ରକାସଯେ, ବଡ଼ବିଲ ଅଞ୍ଚଳର ତାରାଖେଣ୍ଡରା ଗ୍ରାମର ପରମେ ଶ୍ୱର ନାୟକ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ସୁମନନାୟକ(୨୫) ଚନ୍ଦକାଥାନା ଅର୍ନ୍ତଗତ କୁଜିମହଲଗାଁପାଖରେ ଥିବା ଏକ ଘରୋଇ ଇଞିନିୟରକଲେଜରେ ଏମଟେକର ଶେଷବର୍ଷର ଛାତ୍ର ଥିଲା ।ସିଏ ୫/୭ଜଣସାଙ୍ଗଙ୍କସହ କଲେଜ ପାଖରେ ଥିବା ଆପାର୍ଟମେଂଟର ସାଙ୍ଗହୋଇରହୁଥିଲେ ।ଗତ୬ତାରିଖ ଦିନ ସକାଳ ୧୦ଟାରେ ରୁମରେ ମୋବାଇଲଫୋନ […]

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ,୮/୧୨(ଏସଏସନିଉଜ)ଗଣ୍ଡରପୁର ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ଥିଲା ପଞ୍ଚମ ଦିବସ।ଆଜି ଗ୍ରାମାଞ୍ଚଳରୁ ୨ଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ହୋଇଥିଲା।ସହରାରାଞ୍ଚଳ ବର୍ଗର ବରଗଡ ୟୁନାଇଟେଡ ସହ କେମରୁନ ଇଲେଭେନ ମଧ୍ୟରେ ଖେଳ ହୋଇଥିଲା।ଏଥରେ ଉଭୟ ଦଳ ପ୍ରଥମ ଓ ଦ୍ବିତୀୟାର୍ଦରେ ଗୋଟିଏ ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ୍ ଡ୍ର ହେବାରୁ ଟ୍ରାଇବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା।ଏଥିରେ ବରଗଡ ୟୁନାଇଟେଡ ୫-୪ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ସେହିପରି […]

ଜମି ପାଇଁ ଟଙ୍କାନେଇ ଦେଲାନାହିଁ

ବାରଙ୍ଗ,୮/୧୨(ଏସଏସନିଉଜ)ଜମିଦେବାନାମରେ୧୦ଲକ୍ଷଟଙ୍କାନେଇ ଜମିପଞିକରଣ କରାଇ ବାକୁ ସମୟଗଡାଇବା ଓ ନେଇଥିବା ଟଙ୍କା ଫେରାଇବାକୁ କହି ହତ୍ୟାଧମକଦେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଫେରାରଥିବା ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି । ପ୍ରକାସଯେ,ଜନାର୍ଦନ ସାହୁ ନାମକ ବ୍ୟକ୍ତି ଅନ୍ଧାରୁଆ ଗାଁପାଖରେ ଏକ କାରାଖାନାକରିବାପାଇଁ ଜମିକିଣିବା ନିମନ୍ତେ ଅନ୍ଧାରୁଆଗାଁର ପ୍ରମୋଦକୁମାର ମାନ୍ଧାତା ନାମକ ବ୍ୟକ୍ତିଙ୍କ ସହ କଥାବାର୍ତା ହୋଇଥିଲେ ।ପରେ ନେବାକୁଥିବା ଜମି ଦେଖିବାସହ କାଗଜପତ୍ର ଯାଂଚ କରି ଅଗ୍ରିମ ଆକାରରେ ୧୦ଲକ୍ଷ୫୦ହଜାରେ ଟଙ୍କା ଦେଇଥିଲେ ।ପରବର୍ତିିସମୟରେ ଜମି ପଞ୍ଜିକରଣ କରିବାକୁ […]

ଗୋଠପାଟଣାଠାରେ କାର୍ଯ୍ୟକ୍ଷମହେବ ପୋଲିସ ସହାୟତାକେନ୍ଦ୍ର

ମେଣ୍ଢାଶାଳ,୮/୧୨(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାଠାରେ ଏକ ନୁତନ ପୋଲିସ ସହାୟତା କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।କମିସିନେରେଟ ପୋଲିସ ପକ୍ଷରୁ କରାଯାଉଥିବା ଏହି ପଦକ୍ଷପ ଫଳରେ ଅପରାଧନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ଜଣାପଡିଛି ।ତେବେ ଆସନ୍ତାକାଲି ଏହାକୁ ପୋଲିସ କମିସନରଙ୍କ ହାତରେ ଉଦଘାଟନ କରାଯିବାନେଇ ଜଣାପଡିଥିବାବେଳେ ବାକି ରହିଯାଇଥିବା କାମକୁ ସାରିବାକୁ ଯୋରଦାର ଉଦ୍ୟମ ଆରମ୍ଭ ହୋଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଦୁଇ ଗୋରୁବୋଝେଇ ଗାଡି ମଧ୍ୟରେ ଧକ୍କା

ବାରଙ୍ଗ,୭/୧୨(ଏସଏସନିଉଜ)ବୁଧବାର ବଢିଭୋରସମୟରେ ସାନମୁଣ୍ଡଳିଗାଁପାଖରେ ଦୁଇଟି ଗୋରୁବୋଝେଇ ଗାଡିଧକ୍କା ହେବାଫଳରେ ଏହିରାସ୍ତାରେ ଗୋଡିସାହିଫଣ୍ଡିଦେଇ ଗୋରୁଚୋରାଚାଳଣ ହେଉଥିବାର ଜଣାପଡିଛି ।ବୁଧବାରବଢିଭୋରସମୟରେ ଓଆର୦୫-ଏଜେଡ୍‌-୫୭୬୧ନଂ ପିକ୍‌ଅପ୍‌ଭ୍ୟାନ ଓ ଓଆର୦୫-ଏଏମ-୪୫୫୬ନଂ ପିକଅପ୍‌ଭ୍ୟାନରେ ୪ଟି ଗୋରୁକୁ ନେଇ ଆଠଗଡପଟରୁ କଟକଆଡକୁ ଆସୁଥିଲେ ।ଦୁଇଟି ଗାଡିଆଗପଛ ହୋଇଆସୁଥିବାବେଳେ ଦୁହିଁଙ୍କ ମଧ୍ୟରେ ସାନମୁଣ୍ଡଳିଗାଁ ପାଖରେ ଧକ୍କାହୋଇଥିଲା ।ଏହାକୁ ନେଇ ଉଭୟଗାଡିଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିବାବେଳେ ସ୍ଥାନୀୟଲୋକମାନେ ପହଁଚିଯାଇଥିଲେ ।ଏହାକୁଦେଖି ଉଭୟଚାଳକ ଗାଡିଛାଡି ଦୌଡିପଳାଯାଇଥିଲେ ।ସ୍ଥାନୀୟଲୋକମାନେ ଦୁର୍ଘଟଣାଘଟାଇଥିବା ଗାଡିରୁ ଦୁଇଟି ଗୋରୁକୁ ଫିଟାଇଦେଇଥିବାବେଳେ ଅନ୍ୟଏକ ଗାଡିରେ ଥିବା ଗୋରୁଦୁଇଟି […]

ସାବାସ! କି ଦାୟିତ୍ୱ

ବାରଙ୍ଗ,୭/୧୨(ଏସଏସନଉଜ)ବିବାଦର ପିଛା ନନ୍ଦନକାନନକୁ ଛାଡୁନଥିବାବେଳେ ଏବେ ପୁଣି ଏକ ନୁଆ ବିବାଦରେ ଛନ୍ଦି ହୋଇଯାଇଛି ନନ୍ଦନକାନନ ।ବୁଧବାରଦିନ ଲାଳନପାଳନକେନ୍ଦ୍ରରେ ରହି ବଢୁଥିବା ସିଂହିଛୁଆ ବର୍ଷା ପାଇଁ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ଲାଳନପାଳନକେନ୍ଦ୍ରର ଦାୟିତ୍ୱରେ ଥିବା କର୍ମଚାରୀର ଦାୟିତ୍ୱହିନତା ଓ ଜନ୍ତୁବିଭାଗର ଖାମଖିଆଲ ନିତୀ ଯୋଗୁ ବଗିଚାରେ ଖେଳୁଥିବାବେଳେ ପାଚେରୀ ଡେଇଁ ପଳାଯାଇଥିବା ବର୍ଷାକୁ ୪୫ମିନଟ ପରେ ଉଦ୍ଧାର କରାଯାଇଛି । ପ୍ରକାସ ଯେ,ଡାକ୍ତରଖାନାପଛପଟେ ରହିଛି ଲାଳନପାଳନକେନ୍ଦ୍ର ।ଜଣେ ଅସ୍ଥାୟୀକର୍ମଚାରୀ ହାତକୁ ଟେକିଦେଇ ଜନ୍ତୁବିଭାଗ ଠିକାଦାରୀକାମରେ ଲାଗିପଡିଛି ।ଏହି କର୍ମଚାରୀ […]