Browsing category

ମହାନଗର

ରାଜ୍ୟରେ ଜାରି ରହିଛି ଶୀତଲହରୀ

ଭୁବନେଶ୍ୱର,୨୪ା୧୨(ଏସଏସନିଉଜ) ରାଜ୍ୟରେ ଘନକୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି । ବିଭିନ୍ନ ସହରରେ ୧୦ଡିଗ୍ରୀ ତଳେ ତାପମାତ୍ରା ରହିଛି ।ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ପାରଦ ୫ ଡିଗ୍ରି ରହି ରେକର୍ଡ କରିଛି ।ଆସନ୍ତାକାଲିଠୁ ସାମାନ୍ୟ ଶୀତ କମିବା ସମ୍ଭାବନା ରହିଛି । ସେହିଭଳିଭାବେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ୭ ସହର ରହିଛି ।୫.୫ ଡିଗ୍ରୀ ସହ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଥିବାବେଳେ ସେମିଳିଗୁଡ଼ା-୬.୧ , ଫୁଲବାଣୀ- ୭.୫ […]

ମା ମଙ୍ଗଳା ପୀଠର ହେବ ଉନ୍ନତି

ଭୁବନେଶ୍ବର ,୨୪ା୧୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲୋ ଜଗନ୍ନାଥ ସଂସ୍କୃତିରେ ମାମଙ୍ଗଳାଙ୍କପୀଠର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି ।ବିଶେଷ କରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶରେ କରଯାଇଥାଏ ବୋଲି ବିଶ୍ବାସ […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୩ା୧୨(ଏସଏସନିଉଜ)ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣମେଟଂର ଶୁକ୍ରବାର ଖେଳାଯାଇଥିବା ଶେଷ ସେମିଫାଇନାଲମ୍ୟାଚରେ ଅନୁଗୁଳର ଏକେ ପତାକା ଦଳ ବିଜୟ ଲାଭକରିଛି । ଦଳ ୫-୩ ଟାଇବ୍ରେକର ଗୋଲରେ ବିପକ୍ଷ ଢେଙ୍କାନାଳର ପପୁଲାରସ୍ପୋଟିଂକୁ ହରାଇ ଦେଇଛିା । ଏହି ବିଜୟ ସହ ଦଳ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ବଜୟୀ ଦଳର ମନୁ ମହାକୁଡପ୍ରଥମାର୍ଦ୍ଧର ୩୨ ମିନିଟରେ ଏକ ଚିତାକର୍ଷକ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ ରଖିଥିଲେ । ବିପକ୍ଷ ପପୁଲାର କ୍ଲବର ସୋନୁମାହାର […]

କୋଭିଡ଼ ନିୟମ ମାନିବାକୁ ସରକାର ପରାମର୍ଶ

ଭୁବନେଶ୍ୱର,୨୩।୧୨(ଏସଏସ ନିଉଜ)କୋଭିଡ଼ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି।ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି।କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଇଥିବା ସହ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଜାରି ହୋଇଛି।

ଡଷ୍ଟବିନ ପାଖରେ ନବଜାତ!

କଟକ,୨୩।୧୨(ଏସଏସ ନିଉଜ)କଟକ SCBରେ ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ହୋଇଛି। ସୁରକ୍ଷାକର୍ମୀ ଉଦ୍ଧାର କରି SNCUରେ ଭର୍ତ୍ତି କରିଛନ୍ତି।ପ୍ରସବ ପରେ ନବଜାତ କିପରି ଡଷ୍ଟବିନ୍ ପାଖକୁ ଆସିଲା ସେନେଇ ତନାଘନା ଆରମ୍ଭ ହୋଇଛି।

ଓଡ଼ିଶା ଆସିବେ ଜେପିନଡ୍ଡା

ଭୁବନେଶ୍ୱର,୨୩।୧୨(ଏସଏସ ନିଉଜ) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।ଆସନ୍ତା ୨୮ କିମ୍ବା ୨୯ ତାରିଖରେ ଆସିବା ନେଇ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଚୂଡ଼ାନ୍ତ ଗସ୍ତ ସୂଚୀ ପ୍ରକାଶ କରାଯିବ କହିଛନ୍ତି।

କୋଭିଡ ପାଇଁ ଆରମ୍ଭ ହୋଇଯାଇଛି ବୈଠକ

ଭୁବନେଶ୍ୱର,୨୩।୧୨(ଏସ ଏସ ନିଉଜ)କୋଭିଡ ପାଇଁ ଆରମ୍ଭ ହୋଇଯାଇଛି ଘନଘନ ବୈଠକ । ଆଜି ଅପରାହ୍ନ ୩ଟାରେ ହେବ ବୈଠକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ହେବ ସମୀକ୍ଷା । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ଜଣାପଡିଛି।

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୨ା୧୨(ଏସଏସନିଉଜ)ତମାଣ୍ଡୋ ମିନିଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ ମଙ୍ଗଳା କ୍ଲବବିଜୟୀ ହୋଇଛିା । ଦଳ ୭-୬ ଟାଇବ୍ରେକର ଗୋଲରେ ବିଜୟଲାଭ କରିବାସହ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ଆଜିଟୁର୍ଣ୍ଣାମେଟଂର ପ୍ରଥମ ସେମିଫାଇନାଲମ୍ୟାଚ କଟକର ମଙ୍ଗଳା କ୍ଲବ ଓ ଭୁବନେଶ୍ୱରର ଜଗା ୟୁନାଇଟେଡ ମଧ୍ୟରେ ଖେଳା ଯାଇଥିଲା ।ମଙ୍ଗଳା କ୍ଲବ ପ୍ରଥମାର୍ଦ୍ଧରେ ପ୍ରଧାନ୍ୟ ବିସ୍ତାରକରି ୧୧ମିନିଟରେ ବିଶ୍ୱରଞ୍ଜନ ବେହେରାଙ୍କ ଜରିଆରେ ଗୋଟିଏ ଓ ୧୩ ମିନିଟରେ ବାପୁନିବିନ୍ଧାଣୀଙ୍କ ଜରିଆରେ ଅନ୍ୟ […]

ପୁରୁଷ ହକି ବିଶ୍ବକପ୍ ପାଇଁ ସର୍ବଦଳୀୟବୈଠକ

ଭୁବନେଶ୍ୱର,୨୨୧୧୨(ଏସଏସନିଉଜ)୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । ବିଶ୍ବକପ୍ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍ […]

ଶିଶୁପ୍ରତିଭା ବିକଶିତହେଲେ ଓଡିଶାର କଳାସଂସ୍କୃତି ଆହୁରି ଆଗକୁବଢିବ

ଭୁବନେଶ୍ୱର,୨୧ା୧୨(ଏସଏସନିଉଜ) ଓଡିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ନିଗ୍ଧା ଏକାଡେମୀର ବିଂଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଉମାବଲ୍ଲବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ କଳା ସଂସ୍କୃତି ପାଇଁ ଓଡିଶା ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆମ ଓଡିଶୀ ନୃତ୍ୟ […]