Browsing category

ମହାନଗର

ଧରାହେଲେ ମୋବସ୍ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)ମୋବସରେ ଲୁଟ କରୁଥିବା ଏକ ଲୁଟେରାଗ୍ୟାଙ୍ଗକୁ କମିସିନେରେଟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ପୋଲିସ ୭ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ କରିଛି ।ଏମାନେ ବସରେ ଯାଇ ଭିଡ ସୃଷ୍ଟିକରି ସେହି ମଉକାରେ ଲୋକଙ୍କ ଠାରୁ ଲୁଟ୍ କରିଥାନ୍ତି ।ଏସର୍ମ୍ପକରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା ।

ଆମ୍ବଗଛରେ ଝୁଲନ୍ତା ମୃତଦେହ

ବାଲିପାଟଣା,୨୦/୧୨(ଏସଏସ ନିଉଜ) ମଠ ପରିସରରେ ଆମ୍ବଗଛରେ ଝୁଲି ପଡ଼ିଲେ ଯୁବକ।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ ଯୁବକଙ୍କ ନାମ ସୁକାନ୍ତ ବେହେରା (୨୮) । କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତରଡ଼ପଡା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ହକି ବିଶ୍ବକପ ପାଇଁ ଲାଗିଲା କଟକଣା

କଟକ,୨୦/୧୨(ଏସଏସ ନିଉଜ)କଟକରେ ଜାନୁଆରୀ ୧୧ରେ ପୁରୁଷହକି ବିଶ୍ବକପର ଉଦଘାଟନ ଉତ୍ସବ। ଉଦଘାଟନୀ ଉତ୍ସବ ଲାଗି ଗମନାଗମନକୁ ସୁରକ୍ଷିତ ଓ ସ୍ବଚ୍ଛ ରଖିବା ନିମନ୍ତେ କଟକରେ ଭାରିଯାନରେ ଲଘୁଖଣିଜ ପଦାର୍ଥ ପରିବହନ ଉପରେ କଟକଣା ଜାରି କରିଛି ପ୍ରଶାସନ । ଜାନୁଆରୀ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି କଟକଣାକୁ ଲାଗୁ କରାଯାଇଥିବାର ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।ଏହିଡିନରେ ଟ୍ରକ , ଟିପ୍ପର , ଟ୍ରାକ୍ଟରରେ ବାଲି , ଚିପ୍ସ ଆଦିର ପରିବହନ ହେବନି।ଏହି କଟକଣା […]

ଇଡକୋ ପକ୍ଷରୁ ନିର୍ମାଣାଧୀନ ପ୍ରକଳ୍ପକୁ ବନ୍ଦ କଲେଗ୍ରାମବାସୀ

ବାରଙ୍ଗ,୧୯/୧୨(ଏସଏସନିଉଜ)ବାରଙ୍ଗତହସିଲ ଅନ୍ତର୍ଗତ ଗୋବିନ୍ଦପୁର ମୁଣ୍ଡଳୀ ରାସ୍ତାକଡ ମୁଣ୍ଡଳୀମୌଜାରେ ୮୩୧ଏକର ପରିମିତ ଜାଗାରେ ସୋମବାରଦିନ ଇଡିକୋ ପକ୍ଷରୁ ଆରମ୍ଭ କରାଯାଉଥିବା ପାଚେରୀ କାମକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।ଇଡକୋ ପକ୍ଷରୁ କାମ ଆରମ୍ଭ କରାଯାଉଥିବାର ଖବର ପାଇ ମୁଣ୍ଡଳୀ, ମାର୍ଥାପୁର, ନରାଜ,ତଳଗଡ଼ଗାଁର ଶତାଧିକ ଗ୍ରାମବାସୀମାନେ ଏକତ୍ରିତ ହୋଇ ଆସି ପ୍ରତିବାଦ କରିଥିଲେ।ଗ୍ରାମବାସୀମାନଙ୍କର ଜମିକୁ ଟାଟାକମ୍ପାନୀ ୨୦୦୬ ମସିହାରେ ନେଇଥିବାବେଳେ କୈାଣସି ପ୍ରକଳ୍ପ ନକରି ପଳାଇଯାଇଥିଲା ।ଏବେ ଗ୍ରାମାବାସୀ ମାନେ ଏହି ଜାଗାକୁ ଚାଷବାସ କରିବା କାର୍ଯ୍ୟରେ ବ୍ୟବହାର କରୁଛନ୍ତି […]

ଗ୍ୟାସ ଟାଙ୍କିରୁ ନିଆଁଲାଗି ଜଳିଗଲା ୨ବଖରାଘର

ବାରଙ୍ଗ,୧୮।୧୨(ଏସଏସନିଉଜ)ଗୋଡିସାହିଫାଣ୍ଡି ଅଧିନସ୍ଥ ବିଦ୍ୟାଧରପୁରଗ୍ରାମର ପ୍ରଧାନ ସାହିରେ ଗ୍ୟାସଟାଙ୍କିରୁ ନିଆଁଲାଗି ୨ବଖରା ଚାଳଘର ପୋଡିଯାଇଛି। ପ୍ରକାଶଯେ, ରବିବାରଦିନ ବିଦ୍ୟାଧରପୁର ଗ୍ରାମର ପ୍ରଧାନ ସାହିର ସୁରେଶ ପ୍ରଧାନଙ୍କ ରୋଷେଇ ଘରେ ଗ୍ୟାସଟାଙ୍କି ପରିବର୍ତନ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ସୁରେସ ଗ୍ୟାସ ଟାଙ୍କିକୁ ରୋଷେଇଘରୁ ବାହାରକୁ ଆଣିବାସମୟରେ ନିଆଁଟି ଭୟଙ୍କ ରୂପନେଇ ରୋଷେଇ ଘରକୁ ଲାଗିଥିବା ଅନ୍ୟଏକଚାଳଘରକୁ ବ୍ୟାପିଯାଇଥିଲା । ଫଳରେ ନିଆଁଲାଗି ଚାଳଘର ଦୁଇଟି ସଂପୂର୍ଣ୍ଣଜଳି ପାଉଁଶ ହୋଇଯାଇଥିଲା। ଖବରପାଇ ବାରଙ୍ଗରୁଦମକଳ ଆସି ଏକ ଘଂଟାକାଳ […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢଶାଳ, ୧୮।୧୨ (ଏସଏସନିଉଜ) ଶିବଶକ୍ତିକ୍ଲବ ଆନୂକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ କଟକର ମଙ୍ଗଳା କ୍ଲବ ବିଜୟୀ ହୋଇଛି । ଦଳ ୪-୦ଗୋଲର ବୃହତ ବ୍ୟବଧାନରେ କୁଜଙ୍ଗ ଫୁଟବଲ କ୍ଲବକୁ ହରାଇଛି । ଏହି ବିଜୟସହ ଦଳ ଟୁର୍ଣ୍ଣାମେଟଂର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳପକ୍ଷରୁ ୧୯ନଂରେ ଖେଳୁଥିବା ଦୀପକ ବିଶ୍ୱାଳ ଖେଳର ୫ମିନିଟରେ ଗୋଟିଏଗୋଲଦେଇ ଦଳର ବିଜୟଧାରାର ଶୁଭାରମ୍ଭକରିଥିଲେ ।୧-୦ରେ ଅଗ୍ରଣୀଥାଇ ବିଜୟୀଦଳ ଖେଳର ୩୪ମିନିଟରେ ପ୍ରକାଶଭୋଇଙ୍କ […]

ରାଉରକେଲାରେ ରନ ଫର ହକି’

ରାଉରକେଲା,୧୮/୧୨(ଏସଏସନିଉଜ) ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ରନ ଫର ହକି’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ବରିଷ୍ଠ ନାଗରିକ ୧୦ କିମି ବ୍ୟାପି ଏହି ଦୌଡ଼ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ସହରରେ ଏକ କ୍ରୀଡା ବାତାବରଣ ସୃଷ୍ଟି କରିବାକୁ ଏହି କାର‌୍ୟ୍ୟକ୍ରମ ଆୟୋଜିତ କରାଯାଇଛି ।

ବାହାରିଲେ ଶ୍ରଦ୍ଧାଞଳି

ଭୁବନେଶ୍ୱର, ୧୮/୧୨(ଏସଏସନିଉଜ) ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ମୁହାଁମୁହିଁ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସ୍ରୁ ବାହାରିଥିଲେ ଶ୍ରଦ୍ଧାଞ୍ଜଳି । ଇଡି ଯାହା ପଚାରିଲେ ତଥ୍ୟ ଦେଲି ବୋଲି କହି ଚାଲିଯାଇଥିଲେ ଶ୍ରଦ୍ଧାଞ୍ଜଳି ।  

ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ, ୧୮/୧୨(ଏସଏସନିଉଜ) ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନନ୍ଦନକାନନଥାନା ଅଧିନସ୍ଥ ପଦାସାହି ଘରୁ ଉଦ୍ଧାର ହୋଇଛି ।ଗତକାଲି ବିଳମ୍ଭିତରାତିରେ ଏହି ଘଟଣା ଘଟିଥିବାବେଳେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ ।ସେ ବାରଙ୍ଗଥାନାରୁ ଗତକାଲିରାତି ସାଢେ୧୦ରେ ଆସି ଘରେ ପହଁଚିଥିଲେ ।ଏହାପରେ ନିଜ ରୁମରେ କବାଟ ଦେଇ ଶୋଇଥିଲେ ।ବିଳମ୍ଭିତ ରାତିପର୍ଯ୍ୟନ୍ତ ଅଶୋକ ଖାଇବାକୁ ନଆସିବାରୁ ତାଙ୍କ ପତ୍ନୀ କବାଟ ବାଡେଇବା ପରେମଧ୍ୟ କବାଟ ଖୋଲିନଥିଲେ ।ପରେ ପରିବାରର ଅନ୍ୟସଦସ୍ୟମାନଙ୍କୁ ଡାକି […]

ପୁଣି ଚର୍ଚ୍ଚାକୁ ଆସିଲା ନନ୍ଦନକାନନ

ବାରଙ୍ଗ,୧୭/୧୨(ଡିଏନଏ)ପ୍ରାଣୀଉଦ୍ୟାନ ନନ୍ଦନକାନନ ଅଧିକ ରାଜସ୍ୱପାଇବା ଆଶାରେ ଘରୋଇ କରଣକୁ ଗୁରୁତ୍ୱ ଦେଉଥିବା ଏହାକୁ ନେଉଥିବା ଠିକାଦାରମାନଙ୍କ ପ୍ରତି କୋହଳମନୋଭାବ ପୋଷଣ କରୁଥିବାରୁ ବିବାଦ ମଧ୍ୟକୁ ଟାଣି ହେଉଛି ।ଶନିବାରଦିନ ପୁଣି ଏକ ବିବାଦ ମଧ୍ୟରେ ଫସିଛି ନନ୍ଦନକାନନ ।ଘରୋଇକରଣରେ ନେଇ ବ୍ୟବସାୟ କରୁଥିବା ସଂସ୍ଥାର ବେଟାରୀଗାଡି ଧକ୍କାରେ ଜଣେ ଠିକାଦାର ଆହତ ହୋଇ ଘରୋଇଡାକ୍ତରଖାନାରେ ଚିକିସ୍‌ିତ ହେଉଛନ୍ତି । ପ୍ରକାସ ଯେ,ନନ୍ଦନକାନନରେ ଠିକାଦାରୀକାମ କରୁଥିବା ରଘୁନାଥପୁର ଗାଁର ରତ୍ନାକରପରିଡା ନାମକ ୬୨ବର୍ଷିୟ ବ୍ୟକ୍ତି ରାଜସ୍ୱବିଭାଗ ରେଞରଙ୍କୁ ମିଳିଥିବା […]