ନନ୍ଦିଘୋଷ ରଥରେ ଲାଗିଲା ନୂଆ ଅଖ
ପୁରୀ,୧୧/୬(ଏସ ଏସ ନିଇଜ) ନନ୍ଦିଘୋଷ ରଥରେ ନୂଆ ଅଖ ସହ ସଂଯୋଗ ହେଲା ଦୁଇ ଚକ। କାଲି ଅଖରେ ଫାଟ ଦେଖିବା ପରେ ନୂଆ ଅଖ ନିର୍ମାଣ ହୋଇ ସଂଯୋଗ ହେଲା। ଅନୁଧ୍ୟାନ ପରେ ସଂଯୋଗ ହେଲା ନୂଆ ଅଖ ।ଆଜି ଦଣ୍ଡାକଣ୍ଟା ବାଡ଼ିଆ ହେବ ବୋଲି ଜଣାପଡିଛି ।
Browsing category
ପୁରୀ,୧୧/୬(ଏସ ଏସ ନିଇଜ) ନନ୍ଦିଘୋଷ ରଥରେ ନୂଆ ଅଖ ସହ ସଂଯୋଗ ହେଲା ଦୁଇ ଚକ। କାଲି ଅଖରେ ଫାଟ ଦେଖିବା ପରେ ନୂଆ ଅଖ ନିର୍ମାଣ ହୋଇ ସଂଯୋଗ ହେଲା। ଅନୁଧ୍ୟାନ ପରେ ସଂଯୋଗ ହେଲା ନୂଆ ଅଖ ।ଆଜି ଦଣ୍ଡାକଣ୍ଟା ବାଡ଼ିଆ ହେବ ବୋଲି ଜଣାପଡିଛି ।
ଭୁବନେଶ୍ୱର, ୯/୬(ଏସଏସନିଉଜ) ଘାଟିକିଆରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ସ୍ୱାମୀ ସଂଜିତ ଦାସ କରିଥିବାର ଜଣାପଡିଛି । ସଂଜିତ ଜଣେ ନିୟମିତ ନିଶା ସେବନକାରୀ ହୋଇଥିବାରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ନିୟମିତ ପାଟିତୁଣ୍ଡ ହେଉଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।ଏହାସହ ଗତ ୪ ଦିନ ତଳେ ସ୍ତ୍ରୀ ପୁଣି ଏକ କନ୍ୟା ସନ୍ତାନ ଜନ୍ମ କରିବାକୁ ନେଇ ଘରେ କଳି ହେଉଥିଲା । […]
ବାରଙ୍ଗ,୮/୫(ଏସଏସନିଉଜ)ବାଙ୍କୀ ପଟରୁ ଅଙ୍ଗାରପଡା ଦେଇ ଯାଉଥିବା ଏକ ଦେଶୀ ମଦ ବୋଝେଇ ଅଟୋକୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ମଙ୍ଗଳବାର ରାତିରେ ଜବତ କରିଛି ।ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଅଙ୍ଗାର ପଡା ଗାଁ ମୁଣ୍ଡରେ ଜଗିରହିଥିଲେ ।ଏହି ସମୟରେ ଓଆର ୦୨-ବିଜି-୬୯୪୨ ନମ୍ବର ଅଟୋଟି ଦ୍ରୁତଗତିରେ ଆସୁଥିବାବେଳେ ତାକୁ ରୋକିଥିଲେ ।ଅଟୋରେ ଥିବା ୬ଟି ବ୍ଲାଡରରେ ଥିବା ୧୫୦ଲିଟର ଦେଶୀ ମଦ କୁ ଜବତ କରିବା ସହ ଅଟୋ ଚାଳକ ରମେଶ ସ୍ୱାଇଁଙ୍କୁ ଗିରଫ କରି […]
ନରସିଂହପୁର, ୯/୬(ଏସଏସନିଉଜ)ନରସିଂହପୁର ଜୟପୁର ସଂରକ୍ଷିତ ଜଙ୍ଗଲ ଅଧୀନ ତାମେରା ନାଳ ନିକଟରେ ପଡ଼ିରହିଥିବା ଗୁଳିବିଦ୍ଧ ଦନ୍ତାହାତୀକୁ ପ୍ରାଣୀ ଚିକିତ୍ସକମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ଚିକିତ୍ସା ଆରମ୍ଭ କରିଛି ।ହାତୀ ଦେହର ବିଭିନ୍ନ ସ୍ଥାନରେ ୫ଟି ଗୁଳି ବାଜିବାସହ ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡ଼ରେ ଆଘାତ ଲାଗିଛି।ତେବେ ଶିକାରୀମାନେ ହାତୀଦାନ୍ତ ନେବା ପାଇଁ ଏପରି କାଣ୍ଡ କରିଥିବାର ଅଭିଯୋଗ ହୋଇଛି ।ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, […]
ଜଟଣୀ, ୯/୬(ଏସଏସନିଉଜ) ଜଟଣୀ ଥାନା ପୁଲିସ ହାତରେ ଧରାପଡିଛନ୍ତି ୩ କୁଖ୍ୟାତ ଅପରାଧୀ ।ସେମାନେ ହେଲେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଧର୍ମେନ୍ଦ୍ର ରାଉତ ଓରଫ ବିକ୍ରମ ,ଦୀପ୍ତିରଂଜନ ଜେନା ଓରଫ ଦୀପୁ ଏବଂ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳର ସନ୍ତୋଷ ମାର୍ଥା ଓରଫ କୁନ୍ଥା । ପୁଲିସ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୧୩ଟି ଗୁଳି, ଗୋଟିଏ କାର୍, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଜବତ କରିଛି।ତେବେ କେନ୍ଦ୍ରାପଡ଼ାର ବିକ୍ରମ ଓ ଦୀପୁ ସୁପାରି କିଲର୍ […]
କଟକ,୯/୬(ଏସଏସନିଉଜ)ଦେଶରରେ କେତକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢୁଥିବାବେଳେ ଏବେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଛାତ୍ରାବାସରୁ କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ କରାଯାଇଥିବା ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟରୁ ୧୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
ଭୁବନେଶ୍ୱର,୮/୬(ଏସ ଏସ ନିଉଜ)୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ।ଦର୍ଶକଙ୍କ ମଧ୍ୟରେ ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ | ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି | କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ […]
ଭୁବନେଶ୍ୱର,୮/୬(ଏସଏସ ନିଉଜ) ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ସରକାରୀ ଅନୁଦାନରେ ଘର ଖଣ୍ଡେ ପାଇବା ପାଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି ।ମହିଳା ଜଣଙ୍କ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କଲା ବେଳେ ପୋଲିସ କାବୁ କରିଛି ।ଦୀର୍ଘ ୫ ବର୍ଷ ହେଲା ଜିଲ୍ଲାପାଳଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁନଥିବାର ମହିଳା ଜଣଙ୍କ କହିଛନ୍ତି ।
ବୈାଦ୍ଧ,୮/୬(ଏସଏସନିୟୁଜ)ଗତକାଲି ଏସଟିଏଫ ଓ ଜଙ୍ଗଲବିଭାଗ କର୍ମଚାରୀଙ୍କ ମିଳିତ ଚଢଉ କରି ଖଣ୍ଟିଗୁରା ଗାଁ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବାସହ ଏହାକୁ ବିକ୍ରିକରିବାପାଇଁ ଉଦ୍ୟମକରୁଥିବା ବେଳେ ବିଶେଶ୍ୱରବାଗର୍ତୀ ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି ।ତାଠାରୁ ୧୨କେଜି ୪୦୦ଗ୍ରାମ ଓଜନର ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବୈାଦ୍ଧ ବନବିଭଗକୁ ହସ୍ତାନ୍ତର କରାଯାଇଛି ।
ଭୁବନେଶ୍ୱର,୮/୬(ଏସଏସନିୟୁଜ) ଆଗକୁ ବିଜେଡି ସଙ୍ଗଠନରେ ବ୍ୟାପକ ଅଦବଦଳ ହେବାକୁ ଯାଉଥିବାର ଜଣାପଡିଛି । ଏନେଇ ଏବେଠାରୁ କସରତ ଆରମ୍ଭ ହୋଇଯାଇଥିବା କୁହଯାଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ମନ୍ତ୍ରୀରୁ କାଢି ସଙ୍ଗଠନ ଦାୟିତ୍ୱ ଦେବା କେବଳ ଲୋକ ଦେଖାଣିଆ ।ସଙ୍ଗଠନ ଅଦଳବଦଳ ପରେ ନିଗମଗୁଡିକରେ ଅନେକ ନେତାଙ୍କୁ ସୁଯୋଗ ମିଳିପାରେ । କାରଣ ଯେଉଁମାନେ ନିଗମ ଦାୟିତ୍ୱରେ ଥିଲେ ସେମାନଙ୍କୁ ବି କାଢ଼ି ଦିଆୟାଇଛି । ଏସବୁ ୨୦୨୪ ପାଇଁ ଷ୍ଟ୍ରେଟେଜି ବୋଲି କୁହଯାଉଛି ।