Browsing category

ମହାନଗର

ସିନ୍ଧୁର ନେଲା ମହିଳାଙ୍କ ଜୀବନ

ସତ୍ୟବାଦୀ,୨୪/୨(ଏସ ଏସ ନିଉଜ) ଚିଲପାଟଣା ଗ୍ରାମର ରମେଶ କୁମାର ସାହୁ ଙ୍କ ବୋଉ ବୁଧିମଣି ସାହୁ ପୁରୁଣା ରୋଗର ଯନ୍ତ୍ରଣା ସହ୍ୟ କରିନପାରି ସିନ୍ଧୁର ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ବୁଧିମଣି ଅନେକ ଦିନହେବ ରୋଗରେ ଯନ୍ତ୍ରଣା ପାଉଥିବାବେଳେ ରୋଗର କଷ୍ଟ ସହିନପାରି ଲୁଚିକରି ସିନ୍ଧୁର ଖାଇ ଦେଇଥିଲେ । ପରେ ସିନ୍ଦୁର ଖାଇବା ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତାଙ୍କୁ ପରିବାରଲୋକ ସାକ୍ଷୀଗୋପାଳ ମେଡିକାଲ ଓ ପରେ ପୁରୀକୁ ନେଇଥିଲେ।ପୁରୀ ରେ ଡାକ୍ତର ତାଙ୍କୁ ମୃତ୍ୟୁ […]

ମଟର ସାଇକେଲରୁ ଲକ୍ଷେ ଟଙ୍କାଚୋରୀ

ସତ୍ୟବାଦୀ,୨୪/୨(ଏସ ଏସ ନିଉଜ)ଚା ପିଇବା ସମୟରେ ଗାଡିର ଡିକିଭାଙ୍ଗି କେହି ଦୁର୍ବୁତ୍ତ ୧ଲକ୍ଷ ଟଙ୍କା ନେଇଯାଇଥିବାର ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।ନୂଅସମେଶ୍ପରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ର ପୁରୀ ନିମାପଡା ବ୍ୟଙ୍କ ସାକ୍ଷୀଗୋପାଳ ଶାଖାରୁ ଏକଲକ୍ଷ ଟଙ୍କା ଉଠାଇଥିଲେ । ସାକ୍ଷୀଗୋପାଳ ବଜାରରେ ଏକ ଚା ଦେକାନରେ ଚା ପିଇବା ସମୟରେ କେହି  ଚାଙ୍କ ଗାଡି ଡିକି ଭାଙ୍ଗି ଟଙ୍କା ନେଇ ଯାଇଥିଲେ ।ପୋଲିସ ୬୩/୨୨କେଶନମ୍ବର ରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି […]

ଆରମ୍ଭ ହେଲା ଯୁଦ୍ଧ

ଭୁବନେଶ୍ୱର,୨୪/୨(ଏସ ଏସ ନିଉଜ)ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ ।ରୁଷ ସାମ୍ନାରେ ମୁଣ୍ଡ ନୁଆଁଇବୁ ନାହିଁ, କୌଣସି ପରିସ୍ଥିତିରେ ୟୁକ୍ରେନ ପଛକୁ ହଟିବାର ନାହିଁ କି ଆତ୍ମସମର୍ପଣର ପ୍ରଶ୍ନ ଉଠୁନି  ବୋଲି ଘୋଷଣା କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ।ଏହାସହିତ ଦେଶବାସୀଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ବାନ କରିଛନ୍ତି ରାଷ୍ଟ୍ରପତି । ଯୁଦ୍ଧ ଭିତରେ ୟୁକ୍ରେନ୍ ଭାରତକୁ ସହାୟତା ମାଗିଛି ।ପୁଟିନଙ୍କ ସହ ଆଲୋଚନା ପାଇଁ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଭାରତରେ ଥିବା ୟୁକ୍ରେନ୍ ରାଷ୍ଟ୍ରଦୂତ।

ପୁଣି ଗଡିଲା ଟୟଟ୍ରେନ୍‌

ବାରଙ୍ଗ,୨୩/୨(ଏସ୍‌ଏସ୍‌ନିଉଜ) ଗତକିଛିମାସର ବ୍ୟବଧାନପରେ ନନ୍ଦନକାନନରେ ପୁଣି ଚାଲିଲା ଶିଶୁରେଳଗାଡି ।ତେବେ ନୁଆରୁପରେଖରେ ଶୋଭାପାଇଥିବା ଶିଶୁରେଳଗାଡି ଚାଲିବା ଦିନଠାରୁ ଯାନ୍ତ୍ରିକ ତୃଟିକୁ ନେଇ ଚର୍ଚ୍ଚାରେ ରହିଆସୁଅଛି ।୪କୋଟି୯୮ଲକ୍ଷଟଙ୍କାର ବ୍ୟୟବରାଦରେ ନବିକରଣକରାଯାଇ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ କରାଗଲା ।କିନ୍ତି ଚାଲିବା ଆରମ୍ଭରୁ ବିଭ୍ରାଟ ଦେଖାଦେଇଥବା ସହ ବିବାଦ ମଧ୍ୟରେ ଛନ୍ଦିହୋଇରହିଥିଲା ।ଶେଷରେ ଦଶହରାଦିନ ଅପରାହ୍ନରେ ୫୦ଜଣ ପର୍ଯ୍ୟଟକଙ୍କୁ ବୁଲାଇ ପ୍ଟାଟଫର୍ମକୁ ଫେରୁଥିବାବେଳେ ପ୍ୟାନେଲବୋର୍ଡ ଓ ମଟର ପୋଡିଧୁଆଁମୟ ହୋଇଯାଇଥିଲା ।ସେହଦିନଠାରୁ ମରାମତି ପାଇଁ ଏହାକୁ ବନ୍ଦ କରାଯାଇଥିଲା ।ବୁଧବାରଦିନ […]

ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ପୀଠରେ ମହାଦୀପ

ଭୁବନେଶ୍ୱର, ୨୪/୨(ଏସଏସନିଉଜ) ମାର୍ଚ୍ଚ ୧ ତାରିଖ ମହାଶିବରାତ୍ରୀ । ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ଚଳିତବର୍ଷ ଏହାକୁ ଦର୍ଶନ କରିପାରିବେ ଭକ୍ତ ।ଏହାସହ କୋଭିଡ୍ କଟକଣା ଭିତରେ ଭକ୍ତମାନେ ଦୀପ ଜାଳିପାରିବେ । ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନେ ଯାଇ ପାରିବେ ନାହିଁ କିନ୍ତୁ ଆଡକାଠ ପାଖରୁ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ […]

୨୬,୨୭ ଓ ୨୮ରେ ଭୋଟ ଗଣତି

ଭୁବନେଶ୍ବର,୨୪/୨(ଏସଏସନିଉଜ) ଗୁରୁବାର ଶେଷ ପର୍ଯ୍ୟାୟ  ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ପ୍ରଥମଥର ବ୍ଲକ କାର‌୍ୟ୍ୟାଳୟରେ ଭୋଟ ଗଣନା କରାଯିବ ।ଏଥିପାଇଁ ଫେବୃଆରୀ ୨୬,୨୭ ଓ ୨୮ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ୨୬ ରେ ୩୧୫ ଜୋନ, ୨୭ରେ ୩୦୭ ଜୋନ ଏବଂ ୨୮ରେ ୨୨୯ ଜୋନ ପାଇଁ ଭୋଟ ଗଣତି କରାଯିବ। ରାଜ୍ୟ ନିର୍ବାଚନ ଆୟୁକ୍ତ ନିର୍ଦେଶକ୍ରମେ ଜିଲାପାଳମାନେ ନିର୍ବାଚନ ଫଳାଫଳ ଘୋଷଣା ହେବା ପର‌୍ୟ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବେ […]

ପୁଟିନଙ୍କ ଧମକ

ଭୁବନେଶ୍ୱର,୨୪/୨(ଏସଏସନିଉଜ) ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ୟୁକ୍ରେନକୁ ସମର୍ଥନ କଲେ ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି । ୟୁକ୍ରେନରୁ ଆସୁଥିବା ଧମକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଗଣମାଧ୍ୟମ ଆଗରେ ପୁଟିନ ସ୍ପଷ୍ଟ କରିଛନ୍ତି ।ପୁଟିନଙ୍କ ଚେତାବନୀ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧକୁ ଯେପରି ଆହ୍ୱାନ ଦେଲାଭଳି ମନେହେଉଛି । ୟୁକ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ […]

ବାରଙ୍ଗରେ ଶାନ୍ତିଶୃଙ୍ଖଳାରେ ଶେଷ ହେଲା ନିର୍ବାଚନ

ବାରଙ୍ଗ,୧୮/୨(ଏସ ଏସ ନିଉଜ) ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଶୁକ୍ରବାର ବାରଙ୍ଗ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି।ବ୍ଲକର ୩୨ ଓ ୩୩ ନମ୍ବର ଜିଲ୍ଲାପରିଷଦ ଜୋନର ୧୬ଟି ପଞ୍ଚାୟତର ୨୩୦ଟି ବୁଥରେ ଜିଲ୍ଲାପରିଷଦ,ସମିତି ସଭ୍ୟ,ସରପଞ୍ଚ ଏବଂ ୱାର୍ଡସଭ୍ୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟରମାନେ ମତଦାନ ସାବ୍ୟସ୍ତ କରିଛନ୍ତି।ବ୍ଲକରେ ୯ ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ,୬୧ ଜଣ ସମିତି ସଭ୍ୟ ପ୍ରାର୍ଥୀ,୬୩ ଜଣ ସରପଞ୍ଚ ଓ ୩୮୫ ଜଣ ୱାର୍ଡସଭ୍ୟଙ୍କୁ ନେଇ ମୋଟ ୫୧୮ ଜଣ ପ୍ରାର୍ଥୀଙ୍କ […]

ଫେବ୍ରୁଆରି ୧୬ରେ ଆକ୍ରମଣ

ଭୁବନେଶ୍ୱର,୧୫/୨(ଏସଏସନିଉଜ) ଫେବ୍ରୁଆରି ୧୬ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେଇଛି ।ଆମେରିକାର ଚେତାଇଦେବାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ହଜାରରୁ ଅଧିକ ସୈନିକ ସହ ଭାରୀ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ରକୁ ରଖି ଋଷ ତିନି ପାର୍ଶ୍ୱରୁ ଘେରି ରହିଛି।

ପୁରୀରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ, ୧୫/୨(ଏସଏସନିଉଜ) ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବାସେଳି ଥାନାର ମାଟିତୋଟାରୁ ପ୍ରାୟ ୩୫ଲକ୍ଷଟଙ୍କା ମୁଲ୍ୟର ୩୫୬.୬୬ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି ।ଏହି ଘଟଣାରେ ୪ ଆନ୍ତଜିଲ୍ଲା ବେପାରୀ ଫିରୋଜ ଖାନ୍, ପପୁ ପାଣ୍ଡେ, ଶେଖ୍ ଇଫତଖର୍ ଟୁଲ୍ଲା ଓ ଦୀପ୍ତି ରଂଜନ ଭୁଜବଳ ଗିରଫ ହୋଇଛନ୍ତି।ସେମାନଙ୍କଠାରୁ ୩ଟି ଦୁଇଚକିଆ ଯାନ, ୪ଟି ମୋବାଇଲ୍ ଫୋନ୍, ଗୋଟିଏ ଓଜନ ମେସିନ୍ ଓ ନଗଦ ୧୭ ହଜାର ଟଙ୍କା ଜବତ କରାଯାଇଛି […]