ବନ୍ଧୁକ ଦେଖାଇ ଖସିଗଲା
ବାଲିଅନ୍ତା, ୮/୨(ଏସଏସନିଉଜ) ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ କରୁଥିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ ।ନିଜକୁ ରକ୍ଷାକରିବାକୁ ଯାଇ ଲୋକମାନଙ୍କୁ ରିଭଲଭର ଦେଖାଇ କୈାଶଳକ୍ରମେ ଖସିଯାଇଛନ୍ତି ଦୁର୍ବୁତ ।ଏହି ଘଟଣା ବାଳକାଟି ବଜାରରେ ଘଟିଛି ।ବାଳକାଟି ବଜାର ଅଟୋଷ୍ଟାଣ୍ଡ ପାଖରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମକୁ ରାତି ସାଢ଼େ ୧୦ଟା ପାଖାପାଖି ଜଣେ ଯୁବକ ଆସିଥିଲେ ।ପାଖରେ ପଡିଥିବା ଇଟାରେ ସିସି କ୍ୟାମେରାକୁ ଭାଙ୍ଗି ଦେଇଥିଲା। ଏହାଦେଖି ସ୍ଥନୀୟ ଲୋକମାନେ ଯୁବକକୁ କାବୁ କରିବାକୁ ଉଦ୍ୟମ କରିବାରୁ […]