Browsing category

ମହାନଗର

ଆସନ୍ତାକାଲିଠୁ ଦିଲ୍ଲୀ‌ରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ଆସନ୍ତାକାଲିଠୁ ଦିଲ୍ଲୀ‌ରେ ନାଇଟ କର୍ଫ୍ୟୁ ଲାଗୁହେଉଛି । କରୋନା ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣି ଥରେ କଟକଣା ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ରାତି ୧୦ରୁ ସକାଳ ୫ଟା ପର‌୍ୟ୍ୟନ୍ତ ଦିଲ୍ଲୀ‌ରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଦିଲ୍ଲୀରେ ଆଜି ୨୯୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥରମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।

ପୁଣି ଓଡିଶାରୁ ବାହାରିଲେ ୪ ଓମିକ୍ରନ୍ ଆକ୍ରାନ୍ତ

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ପୁଣି ଓଡ଼ିଶାରୁ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂଖ୍ୟା ୮ରେ ପହଞ୍ଚିଛି । ରାଜ୍ୟରେ ପ୍ରଥମେ ୨ ଓମିକ୍ରନ୍ ଆକ୍ରାନ୍ତ ୨୧ ତାରିଖରେ ଚିହ୍ନଟ ହୋଇଥିଲେ ।ସେମାନଙ୍କ ମଧ୍ୟରେ ଜଣେ ଆକ୍ରାନ୍ତ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ ।୨୩ ତାରିଖରେ ପୁଣି ନାଇଜେରିଆରୁ ଫେରିଥିବା ୨ ଭଉଣୀ ଆକ୍ରାନ୍ତ ହୋଇଥିବର ଜଣାପଡିଥିଲା ।ସେହିଭଳିଭାବେ ଆଜି ରାଜ୍ୟରେ ୧୧୨ ନୂଆ କରୋନା ସଂକ୍ରମିତ […]

ଚୋରା ଦେଶୀମଦ ବିକି ୨ ଗିରଫ

ବାରଙ୍ଗ,୨୫/୧୨(ଏସ ଏସ ନିଉଜ)ଚୋରା ଦେଶୀମଦ ବିକ୍ରି କରିବା ଅଭିଯୋଗରେ ପୃଥକ ଘଟଣାରେ ବାରଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଶୁକ୍ରବାର ଗୋଡିସାହି ଫାଣ୍ଡି ଅଧିନସ୍ଥ ସାନମୁଣ୍ଡଳୀ ଗ୍ରାମର ଶ୍ରୀକାନ୍ତ କୁମାର ବେହେରା(୩୮) ଚୋରା ଦେଶୀମଦ ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲା।ପୋଲିସ ତା ନିକଟରୁ ୧୦ ଲିଟର ଦେଶୀମଦ ଜବତ କରିଛି।ସେହିପରି ଫକିରପଡ଼ା ଗ୍ରାମର ପ୍ରକାଶ ଦାସ (୩୮) ଚୋରା ଦେଶୀମଦ ବିକ୍ରି କରୁଥିବା ସମୟରେ ପୋଲିସ ତାକୁ […]

ଡ୍ରାଗନର ନୂତନ ଚାଲ

୧. ବେଳାଭୂମିରେ ବାଲୁକା କୃତି, ବଡ଼ଦିନ ସହ ସଚେତନତା ବାର୍ତ୍ତା । ୨. ସୀମା ବିବାଦ ବେଳେ ଡ୍ରାଗନର ନୂତନ ଚାଲ, ତିବ୍ବତ ପିଲାଙ୍କୁ ଦେବ ମିଲିଟାରୀ ଟ୍ରେନିଂ। ୩. ରାଜନୀତି ପଶାପାଲିରେ ପଛୁଆବର୍ଗ, ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ! ତେଜୁଛି ରାଜନୀତି । ୪. ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ । […]

କ୍ରିକେଟକୁ ଅଲବିଦା କହିଲେ ହରଭଜନ ସିଂ

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ) କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୪୧ ବର୍ଷୀୟ ଭାରତର ଷ୍ଟାର ସ୍ପିନର ହରଭଜନ ସିଂହ । ୧୭ବର୍ଷ ବୟସରେ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ହରଭଜନ ୧୯୯୮ରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ମୁଁ ଆଜି ଏହି ଖେଳରୁ ବିଦାୟ ନେଉଛି ଯାହା ମୋତେ ଜୀବନରେ ସବୁକିଛି ଦେଇଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ଟ୍ୱିଟ୍ରେ କରିଲେଖିବାସହ ନିଜର ଅବସର ଘୋଷଣା କରିଛନ୍ତି ।ତେବେ ରାଜନିତୀରେ ଯୋଗଦେବେ ବୋଲି ଶୁଣିବାକୁ […]

ବଡ଼ଦିନ ଓ ନୂଆବର୍ଷ ପାଇଁ ଆସିଲା ଗାଇଡ଼ଲାଇନ

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ) ଓମିକ୍ରନ୍ ପାଇଁ କଟକଣା ଲଗାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।ଏହି କଟକଣା ଅନୁଯାୟୀ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏ ଜନସମାବେଶ, ରାଲି, ସାଂସ୍କୃତିକ କାର‌୍ୟ୍ୟକ୍ରମ ବାରଣ କରାଯାଇଛି ।ଏହାସହ ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ ବୋଲି କୁହାଯାଇଛି। ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ,କ୍ଲବ, ରେଷ୍ଟୁରାଣ୍ଟ, ପାର୍କ୍ସ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ମଧ୍ୟ ଜିରୋ ନାଇଟ୍ ପାଳନ ଉପରେ ରୋକ୍ ଲଗାଯାଇଛି […]

ମାଣିକେଶ୍ବରୀ ପୀଠର ବିକାଶକାମର ଶିଳାନ୍ୟାସ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର‌୍ୟ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । […]

ପଥପାର୍ଶ୍ବ ବିକ୍ରେତାମାନଙ୍କୁ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତି ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ […]

ପରଲୋକରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

ଭୁବନେଶ୍ୱର, ୨୪/୧୨(ଏସଏସନିୟୁଜ)ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ଶୁକ୍ରବାରସକାଳ ୯ଟା ୩୦ ରେ ଭୁବନେଶ୍ୱରରେ ପରଲୋକ ହୋଇଛି । ସେ ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ୪ଥର ନିର୍ବାଚିତ ହୋଇ ଏକାଧିକ ବିଭାଗର ମନ୍ତ୍ରୀ ଭାବରେ ସେ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ ଜିଲ୍ଲାର ସବୁଠାରୁ ପୁରୁଖା ରାଜନେତା ଭାବରେ ପରିଚିତ ଥିଲେ ରାମକୃଷ୍ଣପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପଟ୍ଟନାୟକ ଜଣେ […]

ରାସ୍ତାପ୍ରଶସ୍ତିକରଣ ନାଁରେ ଚାଲିଛି ଗଛକଟା

ବାରଙ୍ଗ,୨୪/୧୨(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତର ପଦାସାହି ଗ୍ରାମ ଠାରୁ ଝିଙ୍କରଡ଼ିହ ଗ୍ରାମ ପର୍ଯ୍ୟନ୍ତ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଛି।ପଦାସାହି ନିକଟ ଦୟା ଦକ୍ଷିଣ ଶାଖା କେନାଲ ବନ୍ଧ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଛୋଟ ବଡ଼ ମୂଲ୍ୟବାନ ଗଛ ରହିଛି।ବର୍ତ୍ତମାନ ଏହି କେନାଲ ବନ୍ଧରାସ୍ତା ପ୍ରଶସ୍ତିକରଣ ନାଁରେ ଏସବୁ ମୂଲ୍ୟବାନ ଗଛ ସବୁ କଟାଯାଉଛି।ଗୋଟିଏ ପଟେ ବନବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି କୃତ୍ରିମ ଜଙ୍ଗଲ ସୃଷ୍ଟି […]