Browsing category

ମହାନଗର

ମେଣ୍ଢାଶାଳରେ ମହିଳା ସମ୍ମିଳନୀ

ବାରଙ୍ଗ,୫/୧(ଏସ ଏସ ନିଉଜ)ମେଣ୍ଢାଶାଳ ଗ୍ରାମପଂଚାୟତ ସଭାଗୃହରେ ଭୁବନେଶ୍ୱର ଜିଲ୍ଲାଶିଳ୍ପକେନ୍ଦ୍ର ମାଧ୍ୟମରେ ଖଦୀ ଓ ଗ୍ରାମୋଦ୍ୟଗ ବୋର୍ଡ ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀସଦସ୍ୟ ମାନଙ୍କର ଏକ ସମ୍ମିଳନିୀ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମାଚଂଳରେ ମହିଳାଗୋଷ୍ଠୀମାନଙ୍କଦ୍ୱାରା କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ପ୍ରତିଷ୍ଠା କରାଯାଇ ମହିଳାମାନେ ଆତ୍ମନିଯୁକ୍ତି ପାଇ ରୋଜଗାର କ୍ଷମ କିପରି ହୋଇପରିବେ ସେ ବିଷୟରେ ଆଲୋଚନା କରିଥିଲେ ।ଆଂଚଳିକଟ୍ରଷ୍ଟର ଅଧକ୍ଷ ରମେଶଚନ୍ଦ୍ରସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ମହିଳାସମ୍ମିଳନୀରେ ଜିଲ୍ଲାଶିଳ୍ପଉନ୍ନୟନଅଧିକାରୀ ବନ୍ଦନା ପରିଡା, ମେଣ୍ଢାଶାଳ ଗ୍ରାମପଂଚାୟତର ସରପଂଚ ମମତାବେହେରା ଯୋଗଦେଇ […]

ଜବରଦସ୍ତ ରାସ୍ତାକରି ଗିରଫହେଲେ ତିନି

ବାରଙ୍ଗ,୫/୧(ଏସ ଏସ ନିଉଜ)ଗତ୨୭ତାରିଖରେ ଏକ ଜମିରେ ଜବରଦସ୍ତ ମୋରମପକାଇ ଦଖଲ କରିବାକୁ ଉଦ୍ୟମକରିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ବୁଧବାରଦିନ ମଧୁବନ ଗ୍ରାମର ତିନିଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ସେମାନେ ହେଲେ ମଧୁବନ ଗ୍ରାମର ଜଗନ୍ନାଥ ରାଉଳ, ଜିତେନ୍ଦ୍ର ମାଝୀ. ବୁଲୁପ୍ରଧାନ ।ଏହି ତିନିଜଣ ଏହି ଗ୍ରାମର କୁନ୍ତିଦାସନାମକ ମହିଳାଙ୍କ ଚାଷଜମିରେ ଏକ ବିଲ୍ଡରକୁ ଦେବା ଉଦ୍ଦେଶ୍ୟରେ ଜବରଦସ୍ତ ମୋରମ ପକାଇ ରାସ୍ତାକରି ଦଖଲ କରିବାପାଇଁ ଉଦ୍ୟମ କରିଥିଲେ ।ଏହାକୁ କୁନ୍ତି ବିରୋଧ କରିବାପରେ ତାଙ୍କୁ ମାରିଦେବାକୁ ଧମକଦେଇଥିବାର […]

ପୁରୀମେନକେନାଲରୁ ମିଳିଲା ବିରଳ ମାଛ

ବାରଙ୍ଗ,୫/୧(ଡି ଏନ ଏ)ବାରଙ୍ଗ ବ୍ଲକ ଅନ୍ତର୍ଗତ ସାନ ମୁଣ୍ଡଳୀ ଗ୍ରାମ ନିକଟରେ ଥିବା ପୁରୀ ମେନ କେନାଲ ରୁ ୫କେଜି ର ଗୋଲଡେନ ଫିସ ଉଦ୍ଧାର ହୋଇଛି।   ଆଜି ସକାଳ ସମୟରେ ସାନ ମୁଣ୍ଡଳୀ ଗ୍ରାମର ମା ବନ୍ଦ ବାସେଳି ଦଳେଈ ସାହି ର ରବି ଦଳେଇ ନାମ ଜଣେ ଧୀବର ପୁରୀ ମେନ କେନାଲ ରୁ ମାଛ ମାରୁଥିବା ସମୟରେ ଏକ ପାଞ୍ଚ କେଜିର ଗୋଲଡେନ ଫିସ ଜାଲରେ ପଡିଥିଲା ତେବେ ଏହି ବିରଳ ମାଛ […]

ଭୁବନେଶ୍ୱରରେ ଆଉ ୫ଟି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର, ୫/୧(ଡିଏନଏ) କୋଭିଡ୍ ସଂକ୍ରମଣ ସଂଖ୍ୟା ଧିରେଧିରେ ବୃଦ୍ଧିପାଉଥିବାରୁ ଆଜି ରାଜଧାନୀର ୫ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ ।ଆଚାର‌୍ୟ୍ୟ ବିହାର ସାଇ ମନ୍ଦିର ନିକଟସ୍ଥ ଏକ ପ୍ଲଟରୁ ଏକାଧିକ ସଂକ୍ରମିତ ଚିହ୍ନଟ ହବାପରେ ଉକ୍ତ ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ସେହିଭଳିଭାବେ ଆଚାର‌୍ୟ୍ୟ ବିହାର ଅନ୍ତର୍ଗତ ପାଣି ଟାଙ୍କି, ସତ୍ୟନଗର, ବାପୁଜୀ ନଗର, ଟଙ୍କପାଣି ରୋଡ଼ ଅଧିନସ୍ଥ ବିଷ୍ଣୁ ନଗର ଆଦି ଅଞ୍ଚଳମାନଙ୍କରେ ଏକାଧିକ […]

କମିଶନରେଟ୍ ପୁଲିସ୍ ର ନୁଆ ଅଭିଯାନ ବସ୍ତିକୁ ଚାଲ

ଭୁବନେଶ୍ୱର ,୫/୧(ଏସଏସନିୟୁଜ)ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଗତ କିଛି ମାସ ପୂର୍ବରୁ ଆରମ୍ଭ କରାଯାଇଥିବା “ବସ୍ତିକୁ ଚାଲ” ଅଭିଯାନରେ ୩୦ଟି ଫୋକସ୍ ବସ୍ତିକୁ ସାମିଲ କରାଯାଇଛି। ଏହି ଅଭିଯାନରେ କମିଶନରେଟ୍ ପୁଲିସ୍ ପକ୍ଷରୁ ପ୍ରତିଟି ବସ୍ତିରେ ବସ୍ତି ମିତ୍ର ନିୟୋଜନ କରାଯିବା ସହ ବସ୍ତିର ଆଗ୍ରହୀ ଯୁବକ ମାନଙ୍କୁ ନେଇ ପୁଲିସ୍ ମିତ୍ର ନିୟୋଜନ କରାଯାଇଛି । ଏହି ଅଭିଯାନ କ୍ରମରେ ଗତ ୨୦୨୧ ମସିହା ଡିସେମ୍ବର ମାସରେ ବସ୍ତି ଅଞ୍ଚଳରେ ବିଭିନ ପ୍ରକାରର ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ […]

କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୧(ଡିଏନଏ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍‌ସ ମେକାନିକ୍ ଓ ଡ୍ରେସ ମେକିଂ ପରି ୪ଟି ଟ୍ରେଡ୍‌ରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଓ ଭବିଷ୍ୟତର ଶିଳ୍ପଗୁଡିକର ନିଯୁକ୍ତି ଚାହିଦାକୁ ଦେଖି ଏହି ତାଲିମ ବ୍ୟବସ୍ଥା କରାଯାଇଛି । ଆଗାମୀ […]

ଘରେ ପଶି ମହିଳାଙ୍କୁ ହାଣି ଲୁଟ୍

ଭୁବନେଶ୍ୱର, ୫/୧(ଡିଏନଏ) ସହିଦ ନଗରଥାନା ଅଧିନସ୍ଥ ଜଗନ୍ନାଥ ନଗର ସ୍ଥିତ ଲେନ୍-୪ରେ ଘରେ ପଶି ମହିଳାଙ୍କୁ ଆକ୍ରମଣକରି ଦୁର୍ବୁର୍ତ୍ତମାନେ ଲୁଟି ନେଇଛନ୍ତି ।ଘଟଣାଘଟିଛି ପୁଣି ଦିନଦ୍ୱହିପହରରେ ।ଦୁର୍ବୁତମାନେ ମହିଳାଙ୍କ ହାତ ଗୋଡ ବାନ୍ଧି ଘରେ ଥିବା ସୁନାଗହଣା, ମୋବାଇଲ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି ।ଦୁର୍ବୁମାନଙ୍କ ଆକ୍ରମଣରେ ମହିଳାଜଣଙ୍କ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ଓଡ଼ିଶାରୁ ପୁଣି ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ,୫/୧(ଏସଏସନିୟୁଜ) ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ ରହିଛି । ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ମୋଟ ୨୧୮ ସାମ୍ପଲର ଜିନମ ସିକ୍ୱେନ୍ସିଂ କରାଯାଇଥିଲା । ଆଜିର ୨୪କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ।ରାଜ୍ୟରେ କରୋନା ମହାମାରୀ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଥିବାବେଳେ […]

କୋଭିଡ ନୁଆନୀୟମ ଘୋଷଣା କଲେ ଏସଆରସି

ଭୁବନେଶ୍ୱର, ୫/୧(ଏସଏସନିୟୁଜ) ନୂତନ କୋଭିଡ୍ ଗାଇଡଲାଇନ ଘୋଷଣା କରିଛନ୍ତି ରାଜ୍ୟସରକାର । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୁଆ ଗାଇଡଲାଇନ ଘୋଷଣା କରିଛନ୍ତି ଏସଆରସି ।ନୁଆ ଗାଇଡଲାଇନଅନୁଯାୟୀ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ଭୋର ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି କରାଯିବ ।ଏହି ସମୟରେ କେବଳ ଜରୁରୀକାଳୀନ କାର‌୍ୟ୍ୟକୁ ଅନୁମତି ଦିଆଯାଇଛି ।ବିବାହ ବ୍ରତ କାର‌୍ୟ୍ୟକ୍ରମ ପାଇଁ ୧୦୦ ଜଣଙ୍କୁ ଅନୁମତି ମିଳିଥିବା ବେଳେ ବରଯାତ୍ରୀ ପାଇଁ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି […]

ଚାଲିଛି ବିକାଶର ଧାରା

ବାରଙ୍ଗ,୫/୧(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମପଂଚାୟତରେ ବୁଧବାରଦିନ ଭୁବନେଶ୍ୱର ଉତର ବିଧାୟକଙ୍କଦ୍ୱରା ତିନଟି ପ୍ରକଳ୍ପର ଶୁଭଉଦ୍‌ଘାଟନ ହୋଇଯାଇଛି ।ଭୁବନେଶ୍ୱରବ୍ଲକ ଅନୁଦାନରେ ନିର୍ମିତ ହୋଇଥିବା ରଘୁନାଥପୁର ଉ.ପ୍ରାବିଦ୍ୟାଳୟର ସ୍ଗୃହ,ପଂଚାୟତନୁତନକାର୍ଯ୍ୟାଳୟ ,ବିଜୁପଟ୍ଟନାୟକମାର୍କେଟ କମ୍ପ୍ରେ୍‌ସ କୁ ବିଧାୟକ ଶୁଭଉଦଘାଟନ କରିଛନ୍ତି ।ଏଥିରେ ଲୋକପ୍ରତିନିଧି ମାନଙ୍କ ସହ ଗ୍ରାମର ମୁରବୀ ଓ ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ଉପସ୍ଥିତଥିଲେ ।ତେବେ ଗତକିଛିଦିନ ହେବ ଭୁବନେଶ୍ୱର ଉତରନିର୍ବାଚନମଣ୍ଡଳୀରେ ବିକାଶର ଧାରା ବଳବତର ରହିଛି ।ଏହାମଧ୍ୟରେ ଗ୍ରାମାଂଚଳପରିବେଷ୍ଟିତ ଅଚଂଳଭାବେ ପରିଚିତ ୫ପଂଚାୟତ ମଧ୍ୟ ବାଦ ପଡିନାହିଁ ।ବିକାଶ ଯେଉଁଠି […]