Browsing category

ମହାନଗର

ଉଦ୍‌ଯାପିତ ହେଲା ଦିବାରାତ୍ର ଟାଙ୍ଗିବନ୍ତ କପ ଫୁଟବଲ ଟୁର୍ନାମେଣ୍ଟ

ବାରଙ୍ଗ ୨୦/୧୨(ଏସଏସନିୟୁଜ) ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଟାଙ୍ଗିବନ୍ତ ଗ୍ରାମରେ ଚାଲିଥିବା ତିନିଦିନିଆ ଦିବାରାତ୍ର ଟାଙ୍ଗିବନ୍ତ କପ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ମା ମଙ୍ଗଳା କ୍ଲବ ଗୋଠପୁର ଓ ସ୍ବର୍ଣ୍ଣଦେବୀ କ୍ଲବ, ଵଉଳୁକୁଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ରୋମାଞ୍ଚଭରା ଏହି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖା ଗୋଲ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଟାଇ ବ୍ରେକର ଜରିଆରେ ଗୋଠପୁର ଦଳ ୪/୨ ଗୋଲ ବ୍ୟବଧାନରେ […]

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡିଶାର ସବୁଠାରୁ ଦୀର୍ଘତମ ସେତୁ ଉଦଘାଟିତ

ଭୁବନେଶ୍ୱର,୨୦/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଡମ୍ବା ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କରିଛନ୍ତି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷରୁ ସଦୃଶ । ଏହା ରାଜ୍ୟର ପ୍ରଥମ T ସେତୁ । ଏହା ସେ ଅଂଚଳବାସୀଙ୍କର ଦୀର୍ଘ ଦିନର ଦାବୀ ଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ବହୁ ଆକାକ୍ଷିତ ସେତୁର ଉଦ୍ ଘାଟନ ସେ ଅଞ୍ଚଳର ଜନତାଙ୍କ ମଧ୍ୟ ରେ ବିପୁଳ […]

ବାୟୁ ସ୍ବାସ୍ଥ୍ୟସେବା’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୧୨(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ ଆରମ୍ଭ ହୋଇଛି।ଏହି ଯୋଜନାରେ ଆଦିବାସୀବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇପାରିବେ। ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହସ୍‌ପିଟାଲର ଦକ୍ଷ […]

ତୃତୀୟ ଲହର ସମ୍ଭାବନା ନିଶ୍ଚିତ

୧-୭ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର,୧୨ ଡିଗ୍ରୀ ତଳେ ଆଉ ୧୨ ସହର,ଆଉ ୪ ଦିନ ପ୍ରବଳ ଶୀତ। ୨-ନୂଆ ଦିଲ୍ଲୀ: ସୋମବାର ଠାରୁ ଦେଶ ତମାମ ଆରମ୍ଭ ହେବ ସୁଶାସନ ସପ୍ତାହ, ‘ପ୍ରଶାସନ ଗାଁ କି ଔର’ ଅଭିଯାନ ନାମରେ ଗ୍ରାମାଞ୍ଚଳର ସମସ୍ତ ସମସ୍ୟାର ସମାଧାନ ଉପରେ ପଦକ୍ଷେପ ନିଆଯିବ। ୩-ଓମିକ୍ରନ ଆଣିପାରେ ତୃତୀୟ ଲହର ,ଫେବୃଆରୀରେ ଛୁଇଁ ପାରେ ଶୀର୍ଷକୁ, ସଂକ୍ରମଣ ବଢାଇବ କିନ୍ତୁ ଘାତକ ହେବନି। ୪-ମହାକାଳପଡ଼ା: ଶଙ୍ଖପଦା ଗ୍ରାମର […]

ଚିନ୍ତା ବଢାଇଛି ନାଇଜେରିଆ ଫେରନ୍ତା

କଟକ, ୧୮/୧୧(ଏସଏସନିୟଜ) ଦୁଇଜଣ ନାଇଜେରିଆ ଫେରନ୍ତାଙ୍କୁ ନେଇ କଟକ ପ୍ରଶାସନର ଚିନ୍ତା ବଢିଯାଇଛି । ଏହିଦୁଇଜଣଙ୍କର କୋଭିଡ୍ ପଜିଟିଭ୍ ହୋଇଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍ ୭ ଜଣ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ବାରା ସଂକ୍ରମିତ କି ନାହିଁ ତାହା ଜାଣିବାପାଇଁ ନମୁନାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବାର ଜଣାପଡିଛି ।

ଉଦଘାଟନ ହେଲା ଓ-ହବ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟର

ଭୁବନେଶ୍ୱର, ୧୮/୧୧(ଏସଏସନିୟଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ-ହବ୍ ଓଡ଼ିଶା ଇନକ୍ୟୁବେସନ ସେଣ୍ଟରକୁ ଉଦଘାଟନ କରିଛନ୍ତି ।୧ ଲକ୍ଷ ୫୦ ହଜାର ବର୍ଗଫୁଟରେ ନିର୍ମାଣ ହୋଇଥିବା ଏହି ଓ-ହବ୍ ବିଲ୍ଡିଂ କୁ ବୁଲିଦେଖିବା ସହ ଯୁବ ଉଦ୍ୟୋଗୀଙ୍କ ସହ କଥା ମଧ୍ୟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଓ-ହବ୍ ପ୍ରତିବର୍ଷ ୨୦୦ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି କରିବ । ୨୦୨୫ ସୁଦ୍ଧା ହେବ ୫ ହଜାର ନୂଆ ଷ୍ଟାର୍ଟ ଅପ୍ ବୋଲି ଉଦଘାଟନ ଅବସରରେ ଉଦବୋଧନ ଦେଇ […]

କେନାଲରୁ ମଣିଷ କଙ୍କାଳ ଉଦ୍ଧାର

ପିପିଲି, ୧୮/୧୧(ଏସଏସନିୟଜ) ପିପିଲି ଥାନାପୋଲିସ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ ସଫେଇ କେନାଲରୁ ଏକ ମଣିଷ କଙ୍କାଳକୁ ଉଦ୍ଧାର କରିଛି । ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ଖବରଦେବାପରେ ପୋଲିସ ଆସି କଙ୍କାଳକୁ ଜବତ କରିବା ସହିତ ଏହାକୁ କଟକ ଫୋରେନସିକ ଲବୋରେଟୋରୀକୁ ପଠାଇଛି ।ଏହା ପୁରୁଷ ନା ମହିଳାଙ୍କ କଙ୍କାଳ ତାହା ଜଣାପଡିନଥିବାବେଳେ ପୋଲିସ୨୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରାଜ୍ୟ ବରିଷ୍ଠନାଗରିକସଂଘର ୧୧ତମ ପ୍ରତିଷ୍ଠା ଦିବସ

ଚନ୍ଦ୍ରଶେଖରପୁର,୧୮/୧୧(ଏସଏସନିୟଜ) ରାଜ୍ୟ ବରିଷ୍ଠ ନାଗରିକ ସଂଘର ଏଗାରତମ ପ୍ରତିଷ୍ଠା ଦିବସ ହାଇଟେକ୍ ମେଡିକାଲ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଧୁମାଧବ ଜେନାଙ୍କର ପୌରହିତରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଂଗୀତଗାନ କରାଯ୍ଧବ ଏଗାରଟି ପ୍ରଦୀପ ପ୍ରଜ୍ବଳନ କରାଯାଇ ଏହାକୁ ଉଦଘାଟନ କରାଯାଇଥିଲା । ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ବାର୍ଷିକ ବିବରଣୀ ପାଠ କରି ସଂଘର ମହତ୍ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । କୋଷାଧକ୍ଷ ପ୍ରଭାକର […]

ଏକାଠି ହେଲେ ବ୍ୟବସାୟୀ

ବାରଙ୍ଗ,୧୮/୧୨(ଏସଏସନିୟୁଜ)ନନ୍ଦନକାନନ ବସଷ୍ଟାଣ୍ଡ ବଣିକସଂଘ ର ବ୍ୟବସାୟୀମାନେ ଏକାଠି ହେଲେ ,କର୍ମମୟ ଜୀବନଜଞାଳରୁ ସମୟବାହାର କରି ବଣଭୋଜି କଲେ ।ବ୍ୟବସାୟୀମାନେ ସେମାନଙ୍କ ଏକତାକୁ ପ୍ରତିପାଦିତ କଲେ ।ଦିନକପାଇଁ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରି ଘରଠାରୁ ଦୁରକୁ ଯାଇଥିଲେ ।ସେଠାରେ ଦୁଃଖସୁଖ ହେଲେ ।ନିଜର ସୁଖଦୁଖର କଥାକୁ ଅନ୍ୟପାଖରେ ବଖାଣିଥିଲେ ।ଯିବାବାଟରେ ବଣିକ ସଂଘର ଉପଦେଷ୍ଟା ତଥା ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶୁସାନ୍ତ ରାଉତଙ୍କୁ ଭେଟି ଆଗୁଆ ନବବର୍ଷର ଅଭିନ୍ଦନ ଜଣାଇବାସହ ବ୍ୟବସାୟୀମାନଙ୍କର ବିଭିର୍ଣ ସମସ୍ୟା […]

ବାପାଙ୍କ ପ୍ରତିଶୃତି ରଖିଲେ ପୁଅ

ବାରଙ୍ଗ,୧୮/୧୨(ଏସଏସନିୟୁଜ)ବାପା ଦେଇଥିଲେ ପ୍ରତିଶୃତି । ଆକର୍ଷଣୀୟ କାରୁକାର୍ଯ୍ୟରେ ପରିପୁର୍ଣ ହେବ ଦୋଳମଣ୍ଡପ । କିନ୍ତୁ ତାଙ୍କ ସମୟ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିନଥିଲା ।ବାପା ଦେଖିଥିବା ସ୍ନପ୍ନକୁ ସାକାର କରିବାପାଇଁ ଓ ଦେଇଥିବା ପ୍ରତିଶୃତିକୁ ପୁରଣ କରିବାପାଇଁ ଆଗେଇଆସିଛନ୍ତି ତାଙ୍କର ସୁପୁତ୍ର ରାଜଧାନୀ ଉପକଣ୍ଠ ବାଲିପଡାଗ୍ରାମର ପ୍ରମୋଦ ସେନାପତି । ପ୍ରମୋଦ ସେନାପତି ପେଶା ଓ ନିଶାରେ ଜଣେ ଆଗଧାଡିର ନାମିଦାମୀ ଡାକ୍ତର ।ବାରଙ୍ଗ ଓ ପଟିଆ ଅଂଚଳର ସର୍ବପୁରାତନ ତଥା ପ୍ରସିଦ୍ଧିଲାଭ କରିଥିବା ବାବା […]