ଧରାହେଲେ ରାଣୀ ମହୁମାଛି
ପୁରୀ, ୫/୧୧(ଏସଏସନିୟୁଜ) ନାବାଳିକା ପାଇଁ ଧରାପଡିଲେ ରାଣୀ ମହୁମାଛି । ଜଣେ ବାଂଲାଦେଶୀ ନାବାଳିକାପୁରୀ ବସ୍ଷ୍ଟାଣ୍ଡରେ କାନ୍ଦି କାନ୍ଦି କଲିକତା ନେଇଯିବାକୁ ଜଣେ କଣ୍ଡକ୍ଟରଙ୍କୁ କହିଥିଲା। କଣ୍ଡକ୍ଟରଜଣଙ୍କ ନାବାଳିକାକୁ ଘରୋଇ ବସ୍ ମାଲିକ ସଂଘର କାର୍ୟ୍ୟାଳୟକୁ ନେଇଯାଇଥିଲେ ।ସେଠାରୁ ଖବରପାଇ ଚାଇଲ୍ଡଲାଇନ ଓ କୁମ୍ଭାରପଡ଼ା ଥାନା ପୋଲିସ ଆସି ନାବାଳିକାକୁ ଉଦ୍ଧାର କରିନେଇଯାଇଥିଲେ ।ଏହାପରେ ନାବାଳିକାଠାର ତାରପରିଚୟ ଜାଣିବାକୁ ପାଇଥିଲେ ।ନାବାଳିକାକୁ ମାସିକ ୨୦ ହଜାର ଟଙ୍କାର ଚାକିରୀର ଲୋଭଦେଖାଇ ଚିତ୍ରା ନାମକ ଯୁବତୀ ପୁରୀକୁ ଆଣି […]