Browsing category

ମହାନଗର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର,୧୭/୧୦(ଏସଏସନିୟୁଜ)ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ୧୫ଟି ଟିମ ଏକକାଳୀନ ଚଢ଼ାଉ କରିଛି।ପ୍ରଦୀପଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି।

ଚୌଦ୍ୱାର ରେ ପାଳିତ ହେଲା ଆନ୍ତର୍ଜାତୀୟ ଖାଦ୍ୟ ଦିବସ

ଚୌଦ୍ୱାର,୧୬/୧୦(ଏସ ଏସ ନିୟୁଜ)ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକ ନୋଡାଲ ଏନ.ଜି.ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ପରିଵାର ସଦସ୍ୟ ସଦସ୍ୟା ମାନେ ଆନ୍ତର୍ଜାତୀୟ ଖାଦ୍ୟ ଦିବସ ଚୌଦ୍ୱାର ପୌରାଞ୍ଚଳ ର ନୁଆସାହି ର ପଲ୍ଲୀ ସାହି ପାଳନ କରିଛନ୍ତି l ସଂଗଠନ ର ସଦସ୍ୟ ମାନେ ନିଜର ପକେଟ ଖର୍ଚ୍ଚ କୁ ସଞ୍ଚି ଆଜି ଆନ୍ତର୍ଜାତୀୟ ଖାଦ୍ୟ ଦିବସ ରେ କିଛି ଅସହାୟ ଓ ଗରିବ ଶ୍ରେଣୀ ର ବ୍ୟକ୍ତି ଙ୍କୁ କିଛି ଅର୍ଣ୍ଣଦାନ କରିବା କୁ ପୂର୍ବ […]

୪ ଫୁଟର ନାଗସାପ କୁ ଉଦ୍ଧାର କଲେ ଗ୍ରାମବାସୀ

ବାରଙ୍ଗ୧୬/୧୦(ଏସଏସନିୟୁଜ)ନନ୍ଦନକାନନ ଥାନା ଅଧୀନସ୍ଥ ମରିଚିଆ ଗ୍ରାମରୁ ଆଜି ଏକ ୪ ଫୁଟ ଲମ୍ବର ନାଗସାପ କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ସୁଚନା ମୁତାବକ ଆଜି ପୂର୍ବାହ୍ନରେ ମରିଚିଆ ଗ୍ରାମ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ଗ୍ରାମର ଜନୈକ ବ୍ୟକ୍ତି ସଫା କରିବା ସମୟରେ ଏକ ନାଗ ସାପଟି ପଥର କଡ଼ରେ ଥିବା ଦେଖିଥିଲେ।ଉକ୍ତ ନାଗ ସାପଟି ଅନ୍ୟ ଏକ ସାପକୁ ଗିଳି ଦେଇଥିବାରୁ ସେ ସେଠାରୁ ଯାଇ ନପାରି ପଡ଼ି ରହିଥିଲା।ଫଳରେ ଗ୍ରାମର କିଛି […]

ଚାଞ୍ଚଲ୍ୟକର ତଥ୍ୟ

୧-ଆସନ୍ତା ୨୧ରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି କରୀ କରାଯାଇଛି। ଏକାଦଶ କ୍ଲାସ୍‌ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧ଟା ଯାଏ ଚାଲିବ। ସେହିପରି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅଷ୍ଟମ କ୍ଲାସ ହେବ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ୨-ଆସନ୍ତା ୨୦ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଓଡ଼ିଶା ପରିକ୍ରମା କରିବ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ’ […]

କଟକରେ ଏନକାଉଣ୍ଟର

କଟକ, ୧୬/୧୦(ଏସଏସନିୟୁଜ) ଆଜି ସକାଳ ସାଢେ ୬ଟାରେ କମିସନରେଟ ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କନ୍ଦରପୁର ଥାନା ଅଞ୍ଚଳରେ ଏନକାଉଣ୍ଟର କରିଛି ।ଏହାସହ ଗୋଟିଏ ଆପାଚେ ବାଇକ୍ ସହିତ ୭ ମିମି ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛିପୋଲିସ ।ରାକେଶ କଟକରୁ ଜଗତସିଂହପୁରକୁ ଏକ ଆପାଚେ ମୋଟର ସାଇକେଲ୍ ଯୋଗେ ଆସୁଥିବା ବେଳେ କନ୍ଦରପୁର ଥାନା ପୋଲିସ ଧରିବା ଲାଗି ଚଢ଼ାଉ କରିଥିଲେ ।କିନ୍ତ ପୁଲିସ୍ ଉପରକୁ ସେ […]

୭୬ ବର୍ଷରେ ପାଦ ଥାପିଲେ ନବୀନ

ଭୁବନେଶ୍ବର, ୧୬/୧୦(ଏସଏସନିୟୁଜ) ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୬ ବର୍ଷରେ ପାଦ ଥାପିଛନ୍ତି ନବୀନ । କରୋନା ସଂକ୍ରମଣ ଜାରି ରହିଥିବାରୁ ସେ ଜନ୍ମଦିନ ପାଳନ କରିନାହାନ୍ତି ।ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇବାସହ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

ସ୍ତ୍ରୀର ଗଳାକାଟିଲା ,ପରେ ଆମ୍‌ହତ୍ୟା କଲା

ପିପିଲି, ୧୬/୧୦(ଏସଏସନିୟୁଜ)କୈାଣସି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡରୁ ଉତକ୍ଷିପ୍ତହୋଇ ସ୍ୱାମୀ ଧାରୁଆଅସ୍ତ୍ରରେ ସ୍ତ୍ରୀର ଗଳାକାଟି ଦେଇଥିଲା । ପରେ ରଶିଲଗାଇ ଆମ୍‌ହତ୍ୟା କରିଥିଲେସ୍ୱାମୀ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରଣ କରାଯାଇଛି । ତେଇଶିପୁର ପଞ୍ଜାୟତ ନିର୍ମଳା ଗାଁରେ ଏହି ଭଳି ଘଟଣା ଘଟିଛି ।ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରମାଣ ପାଇଲା ପୋଲିସ୍,ଗିରଫ ହେଲେ ୩

ଭୁବନେଶ୍ୱର,୧୬/୧୦(ଏସଏସନିୟୁଜ)ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଜଣ ଅଭିଯୁକ୍ତ ମନୀଷଙ୍କ ସାଙ୍ଗ ଙ୍କୁ ଗିରଫ କରିଥିବାର ଜଣାପଡିଛି । ତିନି ଜଣ ଅଭିଯୁକ୍ତ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ, ମୃତ୍ୟୁଞ୍ଜୟ । ହତ୍ୟା କରିବା ଓ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ପୋଲିସ୍ ଏହି ତିନିଜଣଙ୍କୁ ଗିରଫ କରିଛି । ମନୀଷ ଆତ୍ମହତ୍ୟା କରିନାହାନ୍ତି, ହତ୍ୟା କରାଯାଇଥିବାର ପ୍ରମାଣ ମିଳିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

ଆରମ୍ଭରୁ ବିଭ୍ରାଟ

୧-ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା SOP। ୨-କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଚଳିତ ବର୍ଷ ପାଳିବେନି ଜନ୍ମଦିନ। ଆଜି ୭୬ ବର୍ଷରେ ପଦାର୍ପଣ କରିବେ ନବୀନ। ୩-ଆରମ୍ଭରୁ ବିଭ୍ରାଟ, ନନ୍ଦନକାନନ ଟୟ ଟ୍ରେନରେ ଲାଗିଲା ନିଆଁ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ। ୪-ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା। ୫-ଯାଜପୁର ବାଲିଚନ୍ଦ୍ରପୁର ବଜାରରୁ ମା’ […]

ଦଶହରାରେ ଫୁଟିଲା ଗୁଳି

ବେଗୁନିଆ,୧୫/୧୦(ଏସ ଏସ ନିୟୁଜ)ପବିତ୍ର ବିଜୟା ଦସମୀରେ ମା ଦୁର୍ଗାଙ୍କ ପୂଜାର୍ଚନା ଚାଲିଛି । ଯାହାକୁ ନେଇ ଚାରିଆଡେ ଉତ୍ସବ ମୁଖର । ଏହାରି ଭିତରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ନୂଆସାହିରେ ହୋଇଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଗୁରୁତର ଆହତ ହୋଇ ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ଚିକିତ୍ସା ଜାପୀ ରହଛି । । ଯୁବକଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । କିନ୍ତୁ ଏହି ଗୁଳିକାଣ୍ଡ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଗୁରୁତର […]