Browsing category

ମହାନଗର

ବିନା ଛୁଞ୍ଚିରେ ଶିଶୁଙ୍କ ପାଇଁ ଟିକା

ଭୁବନେଶ୍ବର, ୨୨/୧୦(ଏସଏସନିୟୁଜ) ବିନା ଛୁଞ୍ଚିରେ ଟିକା ନେବେଶିଶୁ । ଡିସିଜିଆଇ ଦ୍ବାରା ଅନୁମୋଦିତ ଯାଇପର ଡି ୧୨ ରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟରହିଛି । ଏହାଛଡ଼ା କୋଭାକସିନକୁ ପରୀକ୍ଷା କରି ଡିସିଜିଆଇ ଅନୁମତି ଦେବେ। ଯେହେତୁ ପିଲାମାନେ ଇଞ୍ଜେକ୍ସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମାଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ। ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଲିମ୍ ଦିଆଯିବବୋଲି ପରିବାର କଲ୍ୟାଣ […]

ବିଦ୍ୟାଧରପୁର ଅଞ୍ଚଳରୁ ୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର,୨୨/୧୦(ଏସଏସନିୟୁଜ) ଜଳେଶ୍ୱର ପୁଲିସ ଓ ଅବକାରୀ ସ୍କ୍ବାଡ୍ ମିଳିତ ଭାବରେ ଚଢ଼ାଉ କରି ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁରରୁ ବିପୁଳ ପରିମାଣରେ ବ୍ରାଉନସୁଗାର ସହିତ ନଗଦ ୩ଲକ୍ଷ ଟଙ୍କା ଜବତ କରି ଜଣେ ମହିଳା ସମେତ ଦୁଇ ପୁରୁଷକୁ ଅଟକ ରଖିଛି । ଜଳେଶ୍ୱର ଥାନା ରାଜପୁର ଗ୍ରାମର ଶେଖ୍ କାଫାରୁଦିନଙ୍କ ସ୍ତ୍ରୀ ନୁରଜାହାଁ ବିବି ବିଦ୍ୟାଧରପୁର ଗ୍ରାମର ଶେଖ୍ ସଲାଉଦିନଙ୍କ ଘରକୁ ଆସିଥିବାବେଳେ ପୋଲିସ ଚଢଉ କରିଥିଲା । ଚଢ଼ାଉ କରିପୋଲିସ ନୁରଜାହାଁ ବିବିଙ୍କ ପାଖରୁ […]

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର,୨୨/୧୦(ଏସଏସନିୟୁଜ) କଂଗ୍ରେସ ଦଳ ଛାଡ଼ିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଅତ୍ୟନ୍ତ କଷ୍ଟର ସହ ସେ ଏଭଳି ନିଷ୍ପତ୍ତି ନେଇଥିବାର ଚିଠିରେ ଉଲ୍ଲେଖ କରିଥିବା […]

ଶତ୍ରୁକୁ ମୁହଁତୋଡ ଜବାବ ଦେବ

୧. ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଗୁଡ୍‌ଲି ରଥଙ୍କୁ ହୃଦ୍‌ଘାତ ହୋଇଛି । ତାଙ୍କୁ ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨. ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଆଜି: ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଉପରେ ଫୋକସ, ୪୦୫ ନୂଆ ପ୍ରକଳ୍ପ ପାଇଁ ୨୧୫୧ କୋଟି । ୩. FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ । ୪. ପିଏମ ଗତିଶକ୍ତି ଉପରେ ଲାଗିଲା କ୍ୟାବିନେଟ ମୋହର; […]

ଗିରଫ ହେଲେ ୩ ମୋବାଇଲ୍ ଲୁଟେରା

ଭୁବନେଶ୍ୱର, ୨୧/୧୦(ଏସଏସନିୟୁଜ) ୩ଜଣ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୧ଟି ମୋବାଇଲ୍ ସହ ଗୋଟିଏ ବାଇକ୍ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ ।ଏହି ଲୁଟେରାମାନେ ପିତାପଲ୍ଲିରୁ ଆଇଗିଣିଆ ଆସୁଥିବା ଆଳୁ ଟ୍ରକକୁ ଟାର୍ଗେଟ କରୁଥିଲେ । ୧୨ ତାରିଖ ରାତିରେ ବିଷ୍ଣୁ କୁମାର ସାହୁ ଆଳୁଗଦି ଅଣ୍ଡରପାସ୍ ନିକଟରେ ଆସୁଥିବାବେଳେ ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମାଡ଼ ମାରି ମୋବାଇଲ୍ ସହ ବାଇକ୍ ଛଡ଼ାଇ ନେଇ ପଳାଇଥିବାର ଖଣ୍ଡଗିରିଥାନାରେ ଅଭିଯୋଗ ହୋଇଥିଲା ।ଥାନାଅଧରକାରି […]

ଆଜି ବିଜେପିର ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର,୨୧/୧୦(ଏସଏସନିୟୁଜ) ସାରା ରାଜ୍ୟରେ ଏବେ ଚର୍ଚ୍ଚାରେ ରହିଛି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତ୍ୟୁ ଘଟଣା । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍ ଥିବା ନେଇ ତାଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ଦାବି କରିଛି ବିଜେପି ।ଏଥିପାଇଁ ଗୁରୁବାରଦିନ ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଇଛି।ବିଜେପିର ବନ୍ଦ ଡାକରାରେ ଦୋକାନବଜାର ବନ୍ଦ ରହିଥିବା ସହ ଯାନବାହନ ଚଳାଚଳ ବନ୍ଦ ରହିଥିବାର ଦେଖିବାକୁ ମିଳିଛି । […]

ବାଣ ମାରିଲେ କ୍ୟାପଟେନ୍

୧-ଟି-୨୦ ବିଶ୍ୱକପ୍‌: ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ସହଜ ବିଜୟ, ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ । ୨-ମମିତା ମର୍ଡର ମିଷ୍ଟ୍ରୀ: ଚାରିଆଡ଼େ ବିକ୍ଷୋଭ, ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି ତେଜୁଛି . ୩-ମନ୍ତ୍ରୀଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜାତୀୟ ମହିଳା କମିସନ ୪-ମୁଖ୍ୟମନ୍ତ୍ରୀ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ । ୫-ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିସ୍କାର କରି ଇତିହାସ ସୃଷ୍ଟି କରନ୍ତୁ […]

ସାଇବର ଠକେଇରୁ ବର୍ତ୍ତିବାକୁ କମିଶନରେଟ ପୋଲିସର ପରାମର୍ଶ

ବାରଙ୍ଗ,୨୦/୧୦(ଏସ ଏସ ନିୟୁଜ)ଜାତୀୟ ସାଇବର ନିରପତ୍ତା ମାସ ପାଳିତ ଅବସରରେ ସାଇବର ଠକେଇ ରୁ ବରିଷ୍ଠ ନାଗରିକଙ୍କୁ ସତର୍କ ରହିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମଧୁବନ ସ୍ଥିତ ଘରୋଇ ଏକ କଲେଜରେ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ସଚେତନତା କର୍ମଶାଳାରେ ମଣିଷ ନିଜର ନିତିଦିନିଆ କାର୍ଯ୍ୟକୁ କମ ବା ସରଳୀକରଣ କରିବା ପାଇଁ ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର ଉପରେ ନିର୍ଭର କରିଥାଏ।ଯାହା ଫଳର ମଣିଷ ସମୟକୁ ବହୁ ପରିମାଣରେ ସଞ୍ଚୟ ମଧ୍ଯ […]

ଜନ୍ମଦେଲା ମଣିପୁର ହରିଣ

ବାରଙ୍ଗ୨୦/୧୦(ଏସ ଏସ ନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ସକାଳେ ମାଇ ମଣିପୁର ହରିଣଟି ଏକ ଶାବକ ଜନ୍ମ ଦେଇଛନ୍ତି।ଉଭୟ ମା ଓ ଶାବକ ସୁସ୍ଥ ଥିବା ଜଣାପଡିଛି।ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ଏହି ପ୍ରଜାତିର ହରିଣଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

ମହିଳା କାର୍ଡ ଖେଳିଲା କଂଗ୍ରେସ

୧-ଆଖୁ କିଆରିରୁ ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କଲା ପୋଲିସ । ୨-ଗତ ୮ ତାରିଖରେ ନିଖୋଜ ହୋଇଥିବା ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ କେନ୍ଦ୍ର କରି ଅକ୍ଟୋବର ୨୦ରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି। ୩-ସ୍କୁଲ ଷ୍ଟାଡିୟମରୁ ମିଳିଲା ମମିତାଙ୍କ ଗଳିତ ମୃତଦେହ । ମିଳିଲା ସୁନା ଚେନ୍, ପାଉଁଜି ଓ ବ୍ୟାଗର କିଛି ଅଂଶ । ୪-ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ […]