Browsing category

ମହାନଗର

ଏଟିଏମ୍ ଗାଡ଼ି ଲୁଟ୍ ଘଟଣାର ପର୍ଦାଫାସ କଲା ପୋଲିସ

ଆଠଗଡ଼, ୧୩/୧୦(ଏସ ଏସ ନିୟୁଜ) ଏଟିଏମ୍ ଟଙ୍କା ଗାଡ଼ି ଲୁଟ୍ ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହି ଘଟଣାରେ ସଂପୃକ୍ତ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାବେଳେ ୨ଜଣ ଅଭିଯୁକ୍ତ ଏବେବି ଫେରାର ରହିଥରାବବେଳେ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ବୋଲି ଆଜି ଆଠଗଡ଼ ଏସ୍‌ଡିପିଓଙ୍କ କାର‌୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଏଟିଏମ୍ ଗାଡ଼ି ଆଠଗଡ଼ ଓ […]

ପୁଣି ଖୋର୍ଦ୍ଧାକୁ ଫେରିଲା ରେଡ୍ ଜୋନ

ଭୁବନେଶ୍ୱର,୧୩/୧୦(ଏସ ଏସ ନିୟୁଜ)ରାଜ୍ୟର ଅନ୍ୟ ସବୁ ଜିଲ୍ଲା ଗ୍ରୀନ୍ ଜୋନରେ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।ପାର୍ବଣ ସମୟରେ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ଦୈନିକ ୪୦୦ରୁ ୬୦୦ ଭିତରେ ସଂକ୍ରମଣ ରହୁଛି ।ଟେଷ୍ଟ ପଜିଟିଭିଟି ରେଟ୍ ଓ ଆକ୍ଟିଭ କେସରୁ ଦେଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରିଛୁ ବୋଲି ଡିଏମଇଟି କହିଛନ୍ତି […]

କଂଗ୍ରେସ ଭବନରେ ଦୁଇ ଥର ଭଙ୍ଗାରୁଜା

ଭୁବନେଶ୍ୱର,୧୩/୧୦(ଏସ ଏସ ନିଉଜ)ଆଜି ସକାଳେ ରାଜ୍ୟ କଂଗ୍ରେସ ଭବନରେ କିଛି ଯୁବକ ଅଫିସ ତାଲାଭାଙ୍ଗି କଂଗ୍ରେସ ସଭାପତିଙ୍କ ଚ୍ୟାମ୍ବରରେ ବ୍ୟାପକ ଭଙ୍ଗାରୁଜା କରି ପଳାଇଯାଇଛନ୍ତି । ଅଫିସ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଭଙ୍ଗାରୁଜା ହୋଇ ପଡିଛି ।ସମସ୍ତ ଜିନିଷ ଭାଙ୍ଗି ଏଣେ ତେଣେ ବିଛାଡି ହୋଇ ପଡିଛି । ଯୁବ କଂଗ୍ରେରେ ଗୋଷ୍ଠୀ ବିବାଦସହ କର୍ମୀ ଅସନ୍ତୁଷ୍ଟ କାରଣରୁ ଏପରି ହୋଇଥାଇପାରେ ବୋିଲି ଅନୁମାନ କରାଯାଉଛି। ତେବେକାହିଁକି ଭଙ୍ଗାରୁଜା ହେଲା,କିଏ ଓ କାହାର […]

ସାବାସ ! ଶୁଭଶ୍ରୀ

ବାରଙ୍ଗ,୧୩/୧୦(ଏସ ଏସ ନିୟୁଜ)ସମସ୍ତଙ୍କ ମୁହଁରେ ଶୁଭଶ୍ରୀଙ୍କ ପ୍ରଶଂସା।ପୋଖରୀରେ ବୁଡି ଯାଉଥିବା ଛୋଟିଆ ଝିଅକୁ ଉଦ୍ଧାର କରି ଚର୍ଚ୍ଚାରେ ରହିଛି ଷ୍ଟାଣ୍ଡ୍ରର୍ଡ଼ ୪ରେ ପାଠପଢୁଥିବା ଶୁଭଶ୍ରୀ ରାଉତ।ଘର ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମ ଶିଖରଚଣ୍ଡୀ ସାହିରେ।ଶୁକ୍ରବାର ସକାଳୁ ଘରପାଖରେ ଥିବା ଶିଖରଚଣ୍ଡୀ ପୋଖରୀକୁ ଘରୁ କେମିତି ଖସି ଗାଧୋଇ ବାକୁ ପଳାଇଆସିଥିଲା ୫ବର୍ଷର ଛୋଟ ଝିଅ ଖୁସି।ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଖୁସି ପୋଖରୀରେ ବୁଡିବାକୁ ଲାଗିଥିଲା।ଏହି ସମୟରେ ପୋଖରୀ ବାଟ ଦେଇ ଘରକୁ ଫେରୁଥିବା ଶୁଭଶ୍ରୀ ବୁଡ଼ି […]

ମା ସିଂହେଶ୍ୱରୀ ମନ୍ଦିର ପରିସରରେ ମହାସପ୍ତମୀପୂଜା

  ମେଣ୍ଢାଶାଲ,୧୨/୧୦(ଏସ ଏସ ନିୟୁଜ)ମେଣ୍ଢାଶାଲ ଗ୍ରାମର ଶାନ୍ତି କୌଶଲ୍ୟା କଲ୍ୟାଣମଣ୍ଡପ ପରିସରରେ ମା ସିଂହେଶ୍ୱରୀ ମନ୍ଦିର ପରିସରରେ ମହାସପ୍ତମୀପୂଜା ମହାସମାରୋହର ସହ ଅନୁଷ୍ଠିତ ହୋଇଯାଇଛି।କୋଭିଡ କଟକଣାରେ ଅନୁଷ୍ଠିତ ପବିତ୍ର ଦୁର୍ଗାମହସ୍ତବ ଉପଲକ୍ଷେ ୬ ଜଣ ମହିଳା ଏହି ପୂଜାର୍ଜନାରେ ବର୍ତୀ ହୋଇଥିଲେ।କୌଶଲ୍ୟା ବଳିଆରସିଂଙ୍କ ପୌରହିତ୍ୟରେ ଅନୁଷ୍ଠିତ ଦଶମ ବାର୍ଷିକ ପୂଜା ଉସ୍ତବରେ ନିଳେନ୍ଦ୍ରୀ ବଳିଆରସିଂ,ରୀନା ସ୍ୱାଇଁ, ସୁକାନ୍ତି ଜେନା,ସ୍ନେହଲତା ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିବାବେଳେ ସୁରେନ୍ଦ୍ରନାଥ ବାହିନୀପତି ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ।(ମେଣ୍ଢାଶାଳରୁ ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ଜନ୍ମଦାତା ପିତା ନିଜ ଝିଅକୁ କଲା ଦୁଷ୍କର୍ମ

ମାଲକାନଗିରି,୧୨/୧୦(ଏସଏସନିୟୁଜ) ଜନ୍ମଦାତା ପିତା ନିଜ ଝିଅ ସହିତ ପାପ ସଂପର୍କ ରଖି ଗର୍ଭବତୀ ଗର୍ଭବତୀ କରିବା ସହ ଗର୍ଭପାତ କରାଇବାଭଳିି ଲଜ୍ଜାଜନକ ଘଟଣା ମାଲକାନଗିରି ଥାନା ଅଂଚଳରେ ଘଟିଛି ।ଏବିଷୟରେ ପୁଅଥାନାରେ ଅଭିଯୋଗ କରିବାପରେ ଘଟଣା ପଦାକୁ ଆସିଛି । ସ୍ଥାନୀୟ ଅଂଚଳର ଜଣେ ଯୁବକ ସହ ଝିଅଟିର ବାହାଘର ହୋଇଥିଲା ।ପରେ ସେହି ଯୁବକ ମାନସିକ ଅଗ୍ରସର ରହିବା ସହ କାମଧନ୍ଦା କରୁନଥିବାବେଳେ ଝିଅ ମଧ୍ୟ ମାନସିକ ଅଗ୍ରସର ବୋଲି ଜଣାପଡିଥିଲା । ଅଭିଯୁକ୍ତ ବାପାଝିଅକୁ […]

ମହାନଦୀରେ ଫ୍ଲୋଟି˚ ରେଷ୍ଟୁରାଣ୍ଟ୍‌

କଟକ,୧୨/୧୦(ଏସଏସନିୟୁଜ) ମହାନଦୀରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଫ୍ଲୋଟି˚ ରେଷ୍ଟୁରାଣ୍ଟ୍ । ମହାନଦୀ କୂଳରେ ଗଢି ଉଠିଥିବା ସିଲଭର୍ ସିଟି ବୋଟ୍ କ୍ଲବ୍‌ରେ ଓଟିଡିସି ପକ୍ଷରୁ ଏହି ଏକ ନୂଆ ଧରଣର ରେଷ୍ଟରାଣ୍ଟ୍ ଖୋଲାଯାଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ଏକ ସମୟରେ ୮ ଜଣ ବସିବାର ବ୍ୟବସ୍ଥା ହୋଇଛି । ସନ୍ଧ୍ୟା ସମୟରେ ପର‌୍ୟ୍ୟଟକମାନଙ୍କୁ ଆକର୍ଷଣ କରିବାପାଇଁ ରେଷ୍ଟୁରାଣ୍ଟ ଉପରେ ସୋଲାର ପ୍ୟାନେଲ୍ ଲାଗିବା ସହ […]

ପିଲାଙ୍କୁ ମିଳିବ କରୋନା ଟିକା

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ) ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି । ପିଲାମାନେ କୋଭାକ୍ସିନ ଟିକାର ୨ଟି ଯାକ ଡୋଜ୍ ପାଇବେ।ତେବେ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହେବ ବୋଲି ଜଣାପଡିଛି। ଟ୍ରାଏଲରେ ପିଲାଙ୍କର କୌଣସି କ୍ଷତି ହୋଇନଥିବା ପ୍ରମାଣିତ ହୋଇସରିବା ପରେ ପିଲାଙ୍କୁ ଟିକା ଲଗାଯିବାନେଇ ନିଷ୍ପତି ହୋଇଥିବାର ଜଣାପଡିଛି ।

ୟୁଟର୍ଣ୍ଣ ମାରିଲେ ନେତା

୧-ରାଜ୍ୟ କ୍ୟାବିନେଟ୍‍ ବୈଠକ ; ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ।ଚିକିତ୍ସା ସୁବିଧା ବି ମିଳିବ । ୨-ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ ମୁକାବିଲା । ୩-ପିଲାଏ ପଢ଼ୁଛନ୍ତି ଅନ୍ଧବିଶ୍ୱାସର ପାଠ, ୪ର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ । ୪-ମନୀଷ ହତ୍ୟା ଘଟଣାର ଶୀଘ୍ର ରହସ୍ୟ ଉନ୍ମୋଚନ […]

ଦଶହରାରେ ଜଗା ଦର୍ଶନ ମନା

ପୁରୀ,୧୧/୧୦(ଏସଏସନିୟୁଜ)କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଜଗା ଦର୍ଶନ ଉପରେ କଟକଣା ଜାରିକରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ । ଦଶହରା ପାଇଁ ୧୫ ତାରିଖ ଦିନ ଦର୍ଶନ ବନ୍ଦ ରହିବ । ୨୦ ତାରିଖ ଦିନ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ । ନଭେମ୍ବର ମାସର ସମସ୍ତ ରବିବାର ସମେତ ଦୀପାବଳି, କାର୍ତ୍ତିକ ବଡ଼ ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ । ରାଜ୍ୟ ସରକାରଙ୍କୁ ପକ୍ଷରୁ କରାଯାଉଥିବା ହବିଷିଆଳି ଯୋଜନା କୋଭିଡ଼କୁ […]