Browsing category

ମହାନଗର

ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା

୧-ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ । ୨-ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା । ୩-ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ୪ଟି ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪-ମୁକୁଳା ନାଳରେ ଛାତ୍ରଙ୍କ ଜୀବନ ଯିବା ପ୍ରସଙ୍ଗରେ ମାନବାଧିକାର କମିସନରେ ମାମଲା । ୫–ଜି ଏଣ୍ଟରଟେନମେଣ୍ଟର ୫୩% […]

ହାଇୱା ଚକାତଳେ ଚାଲିଗଲା ୫୦ ଛେଳିଙ୍କ ଜୀବନ

ଓଡ଼ଗାଁ,୨୧/୯(ଏସଏସନିୟୁଜ) ଓଡଗାଁ-ବାହାଡଝୋଲା ମୁଖ୍ୟ ରାସ୍ତାରେ ହାଇୱା ଏକ ଛେଳି ପଲ ଉପରେ ଚଢାଇଦେବାରୁ ୫୦ ରୁ ଉର୍ଦ୍ଧ୍ବ ଛେଳିଙ୍କର ମୃତ୍ୟୁ ବରଣ କରିଥିବାବେଳେ ୩୦ ରୁ ଉର୍ଦ୍ଧ୍ବ ଛେଳି ଆହତ ହୋଇଛନ୍ତି । ଓଡି୨୫ଜି୭୨୯୨ ନମ୍ବର ହାଇୱାଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡଗାଁ-ବାହାଡଝୋଲା ମୁଖ୍ୟ ରାସ୍ତାରେ ଆସୁଥିବାବେଳେ ପାଖଜଙ୍ଗଲ ରୁ ଫେରୁଥିବା ଗୌଡପଟ ଗ୍ରାମର ସୁବାସ ପାତ୍ର ଙ୍କର ଏହି ଛେଳି ପଲ ଉପରେ ଚଢାଇ ଦେଇଥିଲା।ଏହାଜଣାପଡିବାପରେ ଉତ୍ତକ୍ତ ଲୋକେ ହାଇୱା ଟିକୁ ଅଟକାଇବ ଥିବା ବେଳେ […]

ବାଟରୁ ଟେକିନେଲା ଭିଜିଲାନ୍ସ

ମାଲକାନଗିର.୨୨/୯(ଏସଏସନିୟୁଜ) ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ । ମୋଟୁରୁ କଟକ ଫୁଲନଖରା ନିଜ ଘର କୁ ଆସୁଥିବାବେଳେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି ।ଏହାସହ ତାଙ୍କପାଖରେ ଥିବା ୨ ଲକ୍ଷ ୮୦ ହଜାର ଟଙ୍କାକୁ ଜବତକରିଛି । ଜବତ ଟଙ୍କାର ସନ୍ତୋଷଜନକ ଉତ୍ତର ଆଇଆଇସି ଦେଇ ପାରିନଥିବାବେଳେ କଟକରେ ଥିବା ତାଙ୍କ ର ଦୁଇଟି ଘର ସମେତ ମୋଟୁ ଥାନାରେ ଚଢାଉ କରିଛି ଭିଜିଲାନ୍ସ ।

ଧରାହେଲେ ଆଉ ଜଣେ ଆଂଜେଲ ପ୍ରିୟା

ଭୁବନେଶ୍ୱର,୨୨/୯(ଏସ ଏସ ନିୟୁଜ)ଫେସ୍ ବୁକରେ ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଇବା ଓ ବହୁ ପରିଣାମ ର ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ୍ ଜଣେ ଯୁବତୀ ଗିରଫ କରିଛି।ଗିରଫ ବହୁରୂପୀ ମହିଳାଙ୍କ ନାମ ଆଞ୍ଜେଲ ପିହୁ ଓରଫ ପିହୁ ବିଶ୍ୱାସ ଓ ଘର କଲିକତାରେ । ଟଙ୍କା ରୋଜଗାର ପାଇଁ ସେ ଫେସ୍ ବୁକରେ ନିଜର ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲା ଏବଂ ବିପୁଳ […]

ପୋଲିସ ହାତରେ ଧରାପଡିଲା ବନ୍ଧୁକବେପାରୀ

ଭୁବନେଶ୍ବର,୨୨/୯(ଏସଏସନିୟୁଜ) ଭରତପୁର ଅଞ୍ଚଳର ଭାବଗ୍ରାହୀ ସାହୁ ନାମକ ଯୁବକକୁ ପୋଲିସ ଗିରଫ କରିବାସହ ତାଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ଭାବଗ୍ରାହୀ ।ଭାବ ବ୍‌ାରଉନସୁଗାର ବିକ୍ରି କରିବାକୁ ଆସୁଥିବାର ପୁର୍ବ ସୁଚନାପାଇ ପୋଲିସ ପ୍ରସ୍ତୁତିମୁତାବକ ଜଗି ରହିଥିଲା ।ଭାବଗ୍ରାହୀ ଆସିବାପରେ ତାକୁ ଧରିବାରେ ସ୩ମ ହୋଇଥିଲା ପୋଲିସ ।

ସ୍ବାଭିମାନ ଅଂଚଳରେ ଚାଲିଛି ଘୋଡାଦୌଡ

ମାଲକାନଗିରି, ୨୨/୯(ଏସଏସନିୟୁଜ) ସ୍ବାଭିମାନ ଅଂଚଳରେ ଚାଲିଛି ଘୋଡାଦୌଡ ।ଛୋଟଛୋଟ ପିଲା,ଯାହାଙ୍କର ବୟସ ୧୨ବର୍ଷ ଭିତରେ ହେବ ସେମାନେ ଘୋଡାରେ ବସି ଦୈାଡ ପ୍ରତିଯୋଗୀତା କରୁଛନ୍ତି ।ଏହି ଭିଡିଓ ଏବେ ଭାଇରାଲ ହେଉଥିବାର ଜଣାପଡିଛି ।ପିଲାମାନେ ଘୋଡାଉପରେ ବସି କ୍ଷୀପ୍ର ଗତିରେ ଘୋଡ଼ାଙ୍କୁ ଦୌଡାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ବିନାପ୍ରଶିକ୍ଷଣରେ କିନ୍ତୁ ପିଲାଟି ଦିନରୁ ଘୋଡା ପିଠିରେ ବସିବା ଏବଂ ସେମାନଙ୍କୁ ନିଜ ଆୟତ୍ତକୁ ଆଣିବାର କଳାକୌଶଳ ନିଜେ ନିଜେ ଶିକ୍ଷାଲାଭ କରିଛନ୍ତି। ବିଛିନ୍ନାଞ୍ଚଳ ନକ୍ସଲଙ୍କର ଗଡ […]

ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୯(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି କାର‌୍ୟ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ସାଢେ […]

ଏଟିଏମ୍ ଲୁଟ ଉଦ୍ୟମ ବିଫଳ,ନେଇଗଲେ ଇନଭର୍ଟର

ବାରଙ୍ଗ,୨୧/୯(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଚୋରି ଉଦ୍ୟମ ବିଫଳ ହୋଇଛି।ଟଙ୍କା ନ ପାଇବାରୁ ଇନଭର୍ଟର ନେଇଗଲେ ଦୁର୍ବୃତ୍ତ।ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ ରୁ କେହି ଦୁର୍ବୃତ୍ତ ଟଙ୍କା ଚୋରି କରିବା ଉଦ୍ଧେଶ୍ୟରେ ଏଟିଏମ୍ ଭଙ୍ଗାରୁଜା କରିଥିଲେ।ଏଟିଏମ୍ ତାଡି ଲୁଟ ଉଦ୍ୟମ ବିଫଳ ହେବାରୁ ପଛପଟେ ଥିବା ଇନଭର୍ଟର ନେଇ ଫେରାର ହୋଇଯାଇଥିଲେ।ଆଜି ସକାଳୁ […]

ମଦ ଦୋକାନ ସ୍ଥାନାନ୍ତର ନେଇ ଦେଲେ ଦାବିପତ୍ର

ବାରଙ୍ଗ,୨୧/୯(ଏସ ଏସ ନିୟୁଜ) ମଦ ଦୋକାନ ସ୍ଥାନାନ୍ତର ନେଇ ଦେଖା ଦେଇଛି ବିବାଦ I ଯାହାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶତାଧିକ ଗ୍ରାମବାସୀ I ଗାଁ ଲୋକଙ୍କ କହିବା କଥା, କଟକ ମ୍ୟୁନିସିପାଲଟି ୩ ନମ୍ବର ୱାର୍ଡ ବ୍ରଜ ବିହାରୀପୁର ଠାରେ ହେବାକୁ ଥିବା ବିଦେଶୀ ମଦ ଦୋକାନ ଅରିଲୋ ମୌଜାର ପ୍ଲଟ ନମ୍ବର୫୯ କୁ ସ୍ଥାନାନ୍ତର କରାଯାଉଛି I ହେଲେ ଉକ୍ତ ପ୍ଲଟ ଟି ମହିମା ଆଶ୍ରମର ବ୍ରହ୍ମ ଅବଧୂତ ଗୁରୁଚରଣ ଦାସଙ୍କ […]

ପୁଣି ଦାଦାଗିରି

ଭୁବନେଶ୍ୱର,୨୧/୯(ଏସଏସନିୟୁଜ)ପୁଣି ପଶ୍ଚିମବଙ୍ଗ ଦେଖାଇଲା ଦାଦାଗିରି ।ଦିଘା ବେଳାଭୂମିରେ ପାଚେରୀ କାମ ଆରମ୍ଭ କରି ନିଜର ଆଧିପତ୍ୟକୁ ଜାହିର କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏହିକାର୍ଯ୍ୟକୁ ବିରୋଧ କରିଛି । ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରୀ ନିର୍ମାଣ କାର୍ଯ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ ନିର୍ମାଣକାର୍ଯ୍ୟ ଉଦ୍ୟମ କରିଛି ପଶ୍ଚିମବଙ୍ଗ। ଖବରପାଇ ଘଟଣାସ୍ଥଳରେ ଭୋଗରାଇ ତହସିଲଦାର ଓ ପୁଲିସ […]