ହାଇୱା ଚକାତଳେ ଚାଲିଗଲା ୫୦ ଛେଳିଙ୍କ ଜୀବନ

ଓଡ଼ଗାଁ,୨୧/୯(ଏସଏସନିୟୁଜ) ଓଡଗାଁ-ବାହାଡଝୋଲା ମୁଖ୍ୟ ରାସ୍ତାରେ ହାଇୱା ଏକ ଛେଳି ପଲ ଉପରେ ଚଢାଇଦେବାରୁ ୫୦ ରୁ ଉର୍ଦ୍ଧ୍ବ ଛେଳିଙ୍କର ମୃତ୍ୟୁ ବରଣ କରିଥିବାବେଳେ ୩୦ ରୁ ଉର୍ଦ୍ଧ୍ବ ଛେଳି ଆହତ ହୋଇଛନ୍ତି । ଓଡି୨୫ଜି୭୨୯୨ ନମ୍ବର ହାଇୱାଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡଗାଁ-ବାହାଡଝୋଲା ମୁଖ୍ୟ ରାସ୍ତାରେ ଆସୁଥିବାବେଳେ ପାଖଜଙ୍ଗଲ ରୁ ଫେରୁଥିବା ଗୌଡପଟ ଗ୍ରାମର ସୁବାସ ପାତ୍ର ଙ୍କର ଏହି ଛେଳି ପଲ ଉପରେ ଚଢାଇ ଦେଇଥିଲା।ଏହାଜଣାପଡିବାପରେ ଉତ୍ତକ୍ତ ଲୋକେ ହାଇୱା ଟିକୁ ଅଟକାଇବ ଥିବା ବେଳେ ଟ୍ରକ ଡ୍ରାଇଭର କୈାଶଳକ୍ରମେ ଫେରାର ହୋଇଯାଇଛି ।

Comments (0)
Add Comment