Browsing category

ମହାନଗର

ନାଳରେ ମହିଳାଙ୍କ ମୃତଦେହ ଠାବ

ଢେଙ୍କାନାଳ,୧୧/୯(ଏସଏସନିୟୁଜ) ମହାବିରୋଡ ଫ।ଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ର ଭେଜିଆ ନିକଟରେ ରାସ୍ତାକଡ଼ ନାଳରେ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଛି ପୋଲିସ । ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ ତାଙ୍କରବୟସ ଆନୁମାନିକ ୩୦ ବର୍ଷ ହେବ ବୋଲି ଜଣାପଡିଛି ।ମହିଳାଙ୍କ ଗୋଡବନ୍ଧାଯାଇ ନାଳ ତଳକୁ ଫିଙ୍ଗାଯାଇଥିବାରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି।

ହସ୍ପିଟାଲରେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର:୧୧/୯(ଏସଏସନିୟୁଜ) ହସ୍ପିଟାଲରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ପରେ ଦୁଇଟି ବ୍ଲକେଜ ଛାତିରେ ଥିବା ଜାଣିବାକୁ ପାଇଥିଲେ ।ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିାବବେଳେ ସେ ଏବେ ସୁସ୍ଥ ଥିବାର ଜଣାପଡିଛି ।

ଚାଟ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାରଙ୍ଗ,୧୦/୯(ଏସଏସନିୟୁଜ) ଚାଟ ଖାଇବାକୁ ଯାଇ ଦୁଇ ଗୋଷ୍ଟୀ ମଧ୍ୟରେ କଥା କଟାକଟିକୁ ନେଇ ମାଡପିଟ ହୋଇଛି । ପାଖ ଦୋକାନରେ ଥିବା ଥଣ୍ଡା ବୋତଲରେ ଆକ୍ରମଣ,କରିବାକୁ ପଛାଇନାହାନ୍ତି । ଶୁକ୍ରବାର ରାତିରେ ଗଣ୍ଡରପୁର ହାଇସ୍କୁଲଗଡାରେ ଏଭଳି ଘଟଣା ଘଟିଛି ।ଖବରପାଇ ନନ୍ଦନକାନନପୋଲିସ ଘଟଣାସ୍ଥଳରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣଧିନ ରହିଥିବାବେଳେ ଦୁଇଗ୍ରାମ ମଧ୍ୟରେ ଉତେଜନା ଲାଗିରହି ଥିଲା । ଖବର ନେବାରୁ ଜଣାପଡିଛି, ଶୁକ୍ରବାର ରାତିରେ ଗଣ୍ଡରପୁରହାଇସ୍କୁଲଗଡାରେ ଏକ ଚାଟ ଦୋକାନରେ ଗହଳି ଥିଲା।ସେହି ସମୟରେ କଲ୍ୟାଣପୁର ଗ୍ରାମର […]

କଲେଜ ଅଧ୍ୟକ୍ଷଙ୍କ ଘରୁ କଳାକନା ବୁଲାଇଲେ ଚୋର

କେନ୍ଦୁଝର , ୧୧/୯(ଏସଏସନିୟୁଜ) କଳାକନା ବୁଲାଇଲେ ଚୋର । ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମରେ ରହୁଥିବା ଷଡ଼ଙ୍ଗୀ କଲେଜ ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘରର ଆଲମିରା ଭାଙ୍ଗି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଗତକାଲି ରାତିରେ ଚୋରିହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ସାହୁ ଏବଂ ତାଙ୍କ ପତ୍ନୀ ଗୋଟିଏ କୋଠିରେଶୋଇଥିବାବେଳେ ଅନ୍ୟ ଏକ କୋଠରିର ଝରକା ତାଡ଼ି ଦୁର୍ବୃତ୍ତମାନେ ଘରେ ପଶି ଦୁଇଟି ସୁନାହାର, ଗୋଟିଏ ମଙ୍ଗଳସୂତ୍ର. ତିନିହଳ […]

ଆନ୍ତଃଜିଲ୍ଲା ଡକାୟତଗ୍ୟାଙ୍ଗ୍‌କୁ ଧରିଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ

ଭଦ୍ରକ,୧୧/୯(ଏସଏସନିୟୁଜ) କେନ୍ଦୁଝର ଆଳୁଖୋଳୁଖୋଳୁ ମହାଦେବ ବାହାରିବାଭଳି ଚୋରି ଘଟଣାର ଅନୁସନ୍ଧାନ କରିବାକୁ ଯାଇ ଏକ ଗାଡ଼ି ନମ୍ବର ପ୍ଲେଟ୍ ଆଧାରରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ।ସେମାନଙ୍କଠାରୁ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ୩୨୦ ଗ୍ରାମ୍ ସୁନା, ୪ କେଜି ରୁପା ଅଳଙ୍କାର, ମୋବାଇଲ, ତାଲାଭଙ୍ଗା ଯନ୍ତ୍ର ସହ ୩ଟି ବାଇକ୍ ଜବତ କରିଛି ।ଗତ୨୨ତାରିଖରେ ଦେଉଳପାଳ ଗ୍ରାମର ବିଧାନ ଚୌଧୁରୀଙ୍କ ଘରୁ ଚୋରି ହୋଇଥିବାନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ […]

ଛଅ ଦିଗରୁ ଘେରିବ ବାୟୁସେନା

୧. ଟୋକିଓ ପାରାଲିମ୍ପିକ୍‌ସରେ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ୨. ଜାତିସଂଘ ସୁରକ୍ଷା ପରିଷଦ ବିତର୍କରେ ଭାରତର ମତ : ଆତଙ୍କବାଦ କ୍ଷେତ୍ରରେ ତାଲିବାନ ନିଜର ପ୍ରତିଶ୍ରୁତି ପାଳନ କରୁ । ୩. ଆସନ୍ତା ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ […]

ଜଗତପୁରେ ବ୍ୟାଟ୍ରି ଚାଳିତ ଗାଡିର ଶୁଭ ଉଦଘାଟନ

ଚୌଦ୍ୱାର,୧୦/୯(ଏସ ଏସ ନିୟୁଜ)ଆଜି କଟକଜିଲ୍ଲାର ଜଗତପୁର ଗୋଲେଇ ଛକ ଠାରେ ବ୍ୟାଟିରି ଚାଳିତ ଯାନର ଶୁଭାରମ୍ଭ ହୋଇଛି ।ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହାକୁ ଶୁଭାରମ୍ଭ କରିଥିଲେ।ଏହି ଶୁଭକାର୍ଯ୍ୟରେ କମ୍ପାନୀ ର ଜିଏମ ପ୍ରସନ କୁମାର ସେନାପତି ଓ ଶୁଭେନ୍ଦୁ ଶେଖର, ପୂର୍ବତନ କର୍ପୋଟର ନବକିଶୋର ସ୍ୱାଇଁ, ଟିଲୋଚନ ଗାଆଣ,ପ୍ରୀତି ରଞ୍ଜନ ନାୟକ ଏବଂ କମ୍ପାନୀର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ ।

ବାପା ପୁଅକୁ କଲା ଗୁଳି, ଟଳିପଡିଲେ ବଡ଼ପୁଅ

ବାରଙ୍ଗ,୧୦/୯(ଏସ ଏସ ନିୟୁଜ) ବାରଙ୍ଗଥାନା ଅଧିନସ୍ଥ ବେଂଟୁଆ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ହୋଇଛି । ବାପାର ଗୁଳିମାଡରେ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ପୁଅର ନାମ ଶିବଶଙ୍କରମୁଣ୍ଡା(୨୪) । ବାଇଗଣ ବିକ୍ରି ଟଙ୍କାକୁନେଇ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ଜଣାପଡିଛି । ପ୍ରକାସ ଯେ,ଗାଁ ପାଖ ଜଙ୍ଗଲରେ ବାପ ଯଦୁମଣି ମୁଣ୍ଡା ଓ ପୁଅ ଶିବମୁଣ୍ଡା ମିଶି ବାଇଗଣ ଚାଷ କରିଥିଲେ । ଶୁକ୍ରବାର ସକାଳୁ ବାଇଗଣ ତୋଳିବା ସହ […]

କିଏ ଏହି ପ୍ରିୟଙ୍କା , ଦିଦିଙ୍କୁ ଦେବ ଟକ୍କର

ଭୁବନେଶ୍ୱର,୧୦/୯(ଏସଏସନିୟୁଜ) ଦିଦିଙ୍କୁ ଟକ୍କର ଦେବେ ପ୍ରୀୟଙ୍କା । ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇଛନ୍ତି ବିଜେପିର ପ୍ରୀୟଙ୍କା ଟିବରେୱାଲ । ଟିଏମସି ପ୍ରାର୍ଥୀ ମମତାଙ୍କୁ ଟକ୍କର ଦେବେ ବିଜେପିର ହେଭି ୱେଟ୍ ନେତ୍ରୀ ୪୧ ବର୍ଷିୟା ପ୍ରୀୟଙ୍କା । ପ୍ରୀୟଙ୍କା ଟେବରୱାଲ ପୂର୍ବରୁ ବାବୁଲ ସୁପ୍ରୀୟଙ୍କ ଆଇନ୍ ପରାମର୍ଶ ଦାତା ରହିଥିବା ବେଳେ ସୁପ୍ରୀମକୋର୍ଟ ଓ କୋଲକାତା ହାଇକୋର୍ଟ ଆଇନଜୀବୀ ମଧ୍ୟ ରହିଛନ୍ତି । ତେବେ […]

ଓଡ଼ିଶା ଫେରିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ

ଭୁବନେଶ୍ୱର, ୧୦/୯(ଏସଏସନିୟୁଜ) ଟୋକିଓ ପାରା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଥିବା ପ୍ରମୋଦ ଭଗତ୍ ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରମୋଦକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରମୋଦକୁ ଖୋଲା ଗାଡିରେ ବିମାନବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମ୍ ପର‌୍ୟ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା । ପାରା ଅଲମ୍ପିକ୍ ରେ ପୁରୁଷ ବ୍ୟାଡମିଣ୍ଟନ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ମୁଖ୍ୟମନ୍ତ୍ରୀ […]