ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ୱର,୨୪/୮(ଏସଏସନିୟୁଜ)ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳାଫଳ । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ରହିଥିବାଛାତ୍ରଛାତ୍ରୀମାନେ ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି ଓ୧୪୧ ଜଣ ଫେଲ୍ ହୋଇଛନ୍ତି । ଏ୧ ଗ୍ରେଡରେ ୪୨, ଏ୨ ଗ୍ରେଡରେ ୨୫୫ ଏବଂ ବି୧ ଗ୍ରେଡରେ ୩୪୮ ଜଣ ରହିଛନ୍ତି । ଏହାସହିତ ବି୨ ଗ୍ରେଡରେ ୪୫୮, ସିଗ୍ରେଡରେ ୫୯୯, ଡି ଗ୍ରେଡରେ ୮୪୬, ଇ ଗ୍ରେଡରେ […]