ଛୁଟିରେ ମୁଖିଆ … ଆସୁନି ରାଧା…
ବାରଙ୍ଗ,୨୨/୮(ଏସଏସନିୟୁଜ)ଶୁକ୍ରବାରଠାରୁ ଆସୁନି ରାଧା । କର୍ମଚାରୀମାନେ ଖୋଜିଥିଲେ ମଧ୍ୟ ଧରାଦେଇନାହିଁ । ରାଧା ହେଉଛି ନନ୍ଦନକାନନ ସିଂହସଫାରୀରର ଆକର୍ଷଣୀୟ ସିଂହି । ଶୁକ୍ରବାରଦିନ ପର୍ଯ୍ୟଟକମାନଙ୍କୁ ମନୋରଞନ କରି ସଫାରୀ ଜଙ୍ଗଲରେ ରହିଯାଇଛି ଯେ, ଆଉ ସଫାରୀ ଖୁଆଡକୁ ଫେରିନାହିଁ ।ଅନ୍ୟପଟେ କର୍ମଚାରୀମାନେ ଶନିବାରଖୋଜି କାମସାରିଦେଇ ବସୁଛନ୍ତି ।କାରଣ ଜନ୍ତୁବିଭାଗ ମୁଖିଆ ଛୁଟିରେ ଯାଇଥିବାରୁ ରାଧାକୁ ଖୋଜିବା କାମ ବନ୍ଦ ରହିଥିବାର ଜଣାପଡିଛି । ପ୍ରକାସ ଯେ,ଗତବର୍ଷମାର୍ଚ୍ଚ୧୫ରୁ ଦୀର୍ଘ ଦେଢବର୍ଷ ବନ୍ଦରହିବାର ବ୍ୟବଧାନ ପରେ ଗତ୧୬ତାରିଖରେ ପର୍ଯ୍ୟଟକମାନଙ୍କ ମନୋରଞନ […]