ଦକ୍ଷତାବିକାଶ ପ୍ରତିଷ୍ଠାନ ର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ
ଜଟଣୀ, ୨୨/୮(ଏସଏସନିୟୁଜ) ଜଟଣୀ ତରାବୋଇ ଠାରେ ଦକ୍ଷତାବିକାଶ ପ୍ରତିଷ୍ଠାନ ଭୁବନେଶ୍ୱର ର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ ହୋଇଯାଇଛି। ୪୬ ଏକର ଜମିରେ ଏହି ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରାଯାଇ ଏଠାରେ ସ୍ବଦେଶୀ ଭିତ୍ତିଭୂମି ଓ ଜ୍ଞାନକୌଶଳ ବଳରେ ଏକ ଅନୁକୂଳ ପ୍ରତିଭା ଭଣ୍ଡାର ସୃଷ୍ଟି କରାଯାଇଛି।ଆଗାମୀ ୧୦ ବର୍ଷ ମଧ୍ୟରେ ୫୦ ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରାଯିବାର ଲକ୍ଷ ରକ୍ଷା ଯାଇଛି। ଆତ୍ମନିର୍ଭର ଭାରତ ର ଲକ୍ଷ ପୁରାଣ ପାଇଁ […]