ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍
ବାଲେଶ୍ବର, ୪/୯(ଏସଏସନିୟୁଜ) ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ଗତ ୨୮ ତାରିଖ ସନ୍ଧ୍ୟାରେ ହତ୍ୟା କରାଯାଇଥିବା ଘଟଣାର ମାଷ୍ଟରମାଇଣ୍ଡ ଟୁନା ଓରଫ୍ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହ ୬ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୋଲିସ । ଜମି କିଣାବିକା ତଥା ବ୍ୟାବସାୟିକ ଶତ୍ରୁତାକୁ ନେଇ ରମେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ୫୦ ଲକ୍ଷ ଟଙ୍କାରେ ଡିଲ୍ ହୋଇ ମାସେ ପୂର୍ବରୁ ହତ୍ୟା କରିବାପାଇଁ ଷଡ଼୍ଯନ୍ତ୍ର କରାଯାଇଥିଲା ।ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୭ଟି ମୋବାଇଲ୍, ନଗଦ ୪୨ […]