Browsing category

ମହାନଗର

ଦୁର୍ବଲ ତାରଜାଲି ସାଜୁଛି କାଳ ,ଜାଲିଭାଙ୍ଗିଲା ରାଜେଶ

ବାରଙ୍ଗ, ୨/୯(ଏସଏସନିୟୁଜ)ଦୁର୍ବଲ ତାର ଜାଲି ସାଜୁଛି କାଳ ।ଏହାକୁ ନେଇ ଦେଖାଦେଇଛି ଆଶଙ୍କା ।ଲକ୍ଷଲକ୍ଷ ଟଙ୍କା ପଶୁପକ୍ଷୀମାନଙ୍କର ଉନ୍ନତି ପାଇଁ ଡାକ୍ତର ଓ ଜନ୍ତୁବିଭାଗ ରେଞରଙ୍କ ତତ୍‌ବାବଧାନରେ ଖର୍ଚ୍ଚ ହେଉଚି ।ଖୋଦ ଜନ୍ତୁବିଭାଗ ରେଞରମଧ୍ୟ ଭଲ କାମ ହେବ ବୋଲି ନିଜେ ଠିକାଦାରୀ ସାଜିଛନ୍ତି ।ପର୍ଯ୍ୟାୟକ୍ରମେ ଏନକ୍ଲୋଜରର ତାରଜାଲି ମରାମତି ସହ ପରିବର୍ତନ ହୋଇ ନୁଆ ମଧ୍ୟ ଲାଗି ଲକ୍ଷାଧିକ ଟଙ୍କାର ବିଲ ମଧ୍ୟ ହେଉଛି ।ଏହାସତ୍ୱେ ତାରଜାଲି ସେହିଭଳି ଦୁର୍ବଳ ର୍ରହିଯାଉଛି।ଏହି  ଦୁର୍ବଲ ତାରଜାଲି ଭାଙ୍ଗି […]

ବଢ଼ିଲା ଅଡ଼ୁଆ

୧.ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣା ପତ୍ର, ଖର୍ଚ୍ଚ ହେବ ୭ କୋଟି ୨୧ ଲକ୍ଷ ଟଙ୍କା । ୨. ସାରା ଦେଶରୁ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ । ୩. କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ । ୪. ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ । ୫. ଅନୀଲ […]

ଗଣେଶ ପୂଜା ପାଇଁ ବିଏମସିର ଗାଇଡଲାଇନ୍

ଭୁବନେଶ୍ୱର,୨/୯(ଏସଏସନିୟୁଜ) ଗଶେଶ ପୂଜା ନେଇ ବିଏମସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି।ଏହି ଗାଇଡଲାଇନ ଅନୁଯାୟୀ କୋଭିଡ କଟକଣାରେ ପୂଜାମଣ୍ଡପ ଓ ପେଣ୍ଡାଲରେ ପୂଜା କରିବାକୁ ହେଲେ କମିସନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ । ପୂଜାମଣ୍ଡପ ଓ ପେଣ୍ଡାଲରେ ୪ ଫୁଟରୁ କମ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ସହ ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରହିବ । ପୂଜାମଣ୍ଡପରେ ପୁରୋହିତଙ୍କୁ ମିଶାଇ ସର୍ବାଧିକ ୭ଜଣଙ୍କୁ ଅନୁମତି ମିଳିବ । ସର୍ବସାଧାରଣଙ୍କ ଦର୍ଶନକୁ ବାରଣ କରାଯାଇଥିବାବେଳେ ଭସାଣିଯାତ୍ରାକୁ […]

ପରଲୋକରେ ରାଜ୍ୟସଭାର ପୂର୍ବତନ ସାଂସଦ ଚନ୍ଦନ ମିତ୍ର

ନୂଆଦିଲ୍ଲୀ,୨/୯(ଏସଏସନିୟୁଜ) ରାଜ୍ୟସଭାର ପୂର୍ବତନ ସାଂସଦ ତଥା ସମ୍ବାଦପତ୍ର ‘ପାୟନିୟର୍‌’ର ସମ୍ପାଦକ ଡକ୍ଟର୍ ଚନ୍ଦନ ମିତ୍ରଙ୍କର ଗତରାତିରେ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ୨୦୦୩ରେ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ହୋଇ ରାଜନୈତିକ ‘କ୍ୟାରିୟର୍‌’ ଆରମ୍ଭ କରିଥିବା ଚନ୍ଦନ ମିତ୍ର ଦ୍ବିତୀୟ ଥରପାଇ ୨୦୧୦ରେ ମଧ୍ୟ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାର ବିଜେପି ସାଂସଦ ହୋଇଥିଲେ ।

ପୁଣି ଫେରିବ ଲକ୍‌ଡାଉନ୍, ମିଳିଲା ଇଶାରା

୧. ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ୨. ୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା । ୩. ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ । ୪. ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ୫. ଓଭାଲରେ ଚତୁର୍ଥ ଟେଷ୍ଟ; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ । ୬. କେରଳ:ପୁଣି ଫେରିବ ଲକ୍‌ଡାଉନ୍, […]

ରାଜଧାନୀ ଉପକଣ୍ଠରେ ଦେଶୀ ମଦର ଆସର, ୪ ଗିରଫ

ବାରଙ୍ଗ, ୧/୯(ଏସଏସନିୟୁଜ)କଟକ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ମଧ୍ୟାହ୍ନରେ ନନ୍ଦନକାନନ ଥାନା ଅଧୀନସ୍ଥ କେନ୍ଦୁପାଟଣା ଗ୍ରାମରେ ଚଢ଼ାଉ କରି ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନାନୁସାରେ ବୁଧବାର ମଧ୍ୟାହ୍ନରେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ରବି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦୁପାଟଣା ଗ୍ରାମ ବିଦ୍ୟାଳୟ ନିକଟରେ ଅତର୍କିତ […]

ସାର ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର,୧/୯(ଏସଏସନିୟୁଜ) : ବିଧାୟକ ଭୁବନେଶ୍ଵର (ଉତ୍ତର) ତଥା ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆଜି କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ. ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇନଥିବା ବିରୋଧରେ ଆଜି ବିଜୁ କୃଷକ ଜନତା […]

ମୁକ୍ତାକାଶ ଆଶ୍ରମରେ ପାଠ୍ୟ ପୁସ୍ତକ ବଣ୍ଟନ

ମେଣ୍ଢାଶାଳ,୧/୯(ଏସଏସନିୟୁଜ)ଦିନ ପୂର୍ବାହ୍ନ ରେ ଜାମୁଝରି ସ୍ଥିତ ମୁକ୍ତାକାଶ ଆଶ୍ରମ ପରିସର ରେ କାରା ମଙ୍ଗଳ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ଙ୍କ ପୌରହିତ୍ୟ ରେ ଅନ୍ତେବାସୀ ମାନଙ୍କ ର ଶିକ୍ଷା ଅର୍ଜନ କରୁଥିବା ପୁଅ ଝିଅ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ ଗୁଡିକୁ ସ୍ଵେଛାସେବି ଅନୁଷ୍ଠାନ ଠାରୁ ସଂଗ୍ରହ କରାଯାଇ କାରା ଆଶ୍ରମ ର ଅଧିକ୍ଷିକା ସ୍ମିତା ମହାନ୍ତି ଙ୍କ ଦ୍ଵାରା ଅନ୍ତେବାସୀ ମାନଙ୍କ ସନ୍ତାନ ମାନଙ୍କ ପାଇଁ ବିତରଣ କରାଯାଇଥିଲା । ଏହା ସେମାଙ୍କ […]

ଆଜି ବାରଙ୍ଗତହସିଲ ଘେରାଉ

ବାରଙ୍ଗ,୧/୯(ଏସଏସନିୟୁଜ)ବୁଧବାରଦିନ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ବାରଙ୍ଗ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆବାହକ ସନ୍ଦୀପ ସାମଲ କହିଛନ୍ତି।ସନ୍ଦିପଙ୍କ ଅଭିଯୋଗ ହେଲା ଦଳିତ ଲୋକମାନଙ୍କୁ ବାରଙ୍ଗ ତହସିଲ ଅଧିନସ୍ତ ବିଦ୍ୟାଧରପୁର ମୌଜାରେ ଭୁସଂସ୍କାର ଆଇନ ବଳରେ ୧୮୦ ଏକର ଜମି ୧୮୦ଟି ପରିବାରକୁ ଦିଆଯାଇଥିଲା।କିନ୍ତୁ ପର‌୍ୟ୍ୟାୟ କ୍ରମେ ଜିଲା ପ୍ରଶାସନ ଏହି ଗରିବ ଶିକ୍ଷାଗତ କମ ଥିବା ଦଳିତ ଲୋକମାନଙ୍କୁ ମିଳିଥିବା ଜାଗାରୁ ଉଠାଇବା ଉଦେଶ୍ୟରେ ରିଭିଜନ କେଶ କରିଥିଲେ।ପର୍ଯ୍ୟାୟ ଲୋକମାନେ ନିଜ ହକ ପାଇଁ […]

ସାକ୍ଷୀଗୋପାଳ ମନ୍ଦିର ଉନ୍ନତି ପାଇଁ ଡେମୋପ୍ରଦର୍ଶନ

ସାକ୍ଷୀଗୋପାଳ,୩୧/୮(ଏସଏସନିୟୁଜ)ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର ହେବ । ଖୁବ ଶିଘ୍ର କାର‌୍ୟ୍ୟ ଆରମ୍ଭ ହେବ । ମନ୍ଦିର ଚତୁପାଶ୍ୱର୍ରେ ଥିବା ଜମି ଚିହ୍ନଟ କରାଯାଇ ପ୍ରଥମେ ଉଛେଦ ପ୍ରକିୟା ଆରମ୍ଭ କରାଯିବ ।ଏଥିସହ ବକୁଳବନ, ସିଦ୍ଧବଳରାମପୀଠ, ମିନିଷ୍ଟାଡିୟମ, ମାକେର୍ଟକମ୍ଳେକ୍ସ ମଧ୍ୟ ହେବ ।ଏଥିନିମନ୍ତେ ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଆୟୋଜିତ ବୈଠକରେ ଏକ ଡୋମୋ ପ୍ରଦର୍ଶିତ ହୋଇଯାଇଛି । ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୁରୀ ମନ୍ଦିର ପରି ସାକ୍ଷୀଗୋପାଳ ମନ୍ଦିର […]