ନାଳରେ ମହିଳାଙ୍କ ମୃତଦେହ ଠାବ

ଢେଙ୍କାନାଳ,୧୧/୯(ଏସଏସନିୟୁଜ) ମହାବିରୋଡ ଫ।ଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ର ଭେଜିଆ ନିକଟରେ ରାସ୍ତାକଡ଼ ନାଳରେ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଛି ପୋଲିସ । ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ ତାଙ୍କରବୟସ ଆନୁମାନିକ ୩୦ ବର୍ଷ ହେବ ବୋଲି ଜଣାପଡିଛି ।ମହିଳାଙ୍କ ଗୋଡବନ୍ଧାଯାଇ ନାଳ ତଳକୁ ଫିଙ୍ଗାଯାଇଥିବାରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି।

Comments (0)
Add Comment