Browsing category

ମହାନଗର

ନକଲି ପୁଲିସ ବ୍ୟବସାୟୀଙ୍କୁ ଲୁଟିଲେ

ଭୁବନେଶ୍ବର, ୨୭/୮(ଏସଏସନିୟୁଜ) ନକଲି ପୁଲିସ ବେଶରେ ୧୬ ନମ୍ବର ଜାତୀୟ ରାଜପଥରେ ଧନିଆ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ହେଉଥିବାର ଧମକ ଦେଇ ବ୍ୟବସାୟୀଙ୍କୁ ଫିଙ୍ଗି ୪ ଜଣ ଲୁଟେରା ଗାଡ଼ିନେଇ ଫେରାର ହୋଇଯାଇଥିଲେ ।ପୋଲିସ ଏହି ଘଟନାରେ ଚଢ଼ଉ କରି ସୁନ୍ଦରପଦା ଅଞ୍ଚଳରୁ ୨ ଲୁଟେରାଙ୍କୁ ଉଠାଇଥିବା ବେଳେ ଚକେଇସିହାଣିରୁ ପିକ୍‌ଅପ୍ ଭ୍ୟାନ୍‌କୁ ଉଦ୍ଧାର କରିଛି। ଘଟଣା ଘଟିଥିଲା ବୁଧବାର ବିଳମ୍ବିତ ରାତିରେ । କଟକ ଶଙ୍କରପୁର ଅଞ୍ଚଳର ବ୍ୟବସାୟୀ ପ୍ରହଲ୍ଲାଦ ସାହୁ‌କୋରାପୁଟରୁ ଏକ […]

ଅନୁଗୁଳରୁ ଧରାହେଲା କାର୍

ଭୁବନେଶ୍ବର,୨୭/୮(ଏସଏସନିୟୁଜ) ଏଟିଏମ୍ ଲୁଟେରାଗ୍ୟାଙ୍ଗର ଜଣଙ୍କୁ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଗିରଫ କରିଛି ।ଏହାସହ ଏକ କାର ଓ କାର୍‌ରୁ ଲକ୍ଷାଧିକ ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବଢ଼େଇବାଙ୍କ ଛକରେ ଏଟିଏମ୍ ସଟର୍ ଟାମ୍ପରିଂ କରିବା ସମୟରେ ପୂର୍ବରୁ ଛକି ରହିଥିବା ଟିଏସ୍‌ଆଇ ଟିମ୍ ୨ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ଅପରାଧୀ ଏକ କାର୍ ଧରି ଖସିଯିବାରେ ସକ୍ଷମ ହୋଇଥିଲେ।ଫେରାର୍ ଏଟିଏମ୍ ଲୁଟେରା ଓ କାର୍‌କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା […]

ଆନ୍ଦୋଳନରେ ସାମିଲ ହେଲେ ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ

କେନ୍ଦ୍ରାପଡା,୨୫/୮(ଏସଏସନିୟୁଜ) ଖରସ୍ରୋତା ନଦୀ ଜଳକୁ ନେଇ କେନ୍ଦ୍ରପଡ଼ା ରାଜକନିକାରେ ଗତ ୧୫ ତାରିଖ ଠାରୁ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ ।ଆନ୍ଦୋଳନ ଚାଲିଥବା ଅଞ୍ଚଳ ରାଜକନିକାର ଅଚ୍ୟୁତପୁର ହାଟ ନିକଟରେ ପହଁଞ୍ଚି ସେ ଆନ୍ଦୋଳନକାରୀଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।ଏହାସହ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଆନ୍ଦୋଳନରତ ସମାଜସେବୀ ତଥା ଭିତରକନିକା ଇକୋ ସେନସିିଟିଭ୍ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

ପ୍ରଥମ ଭୁଲରେ ବି ରଦ୍ଧ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୨୫/୮(ଏସଏସନିୟୁଜ)ଏଥର ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ପ୍ରଥମ ଥରପାଇଁ ଭୁଲ କଲେବି ତିନି ମାସ ପର୍ଯ୍ୟନ୍ତ  ଅସ୍ଥାୟୀ ଭାବରେ ଲାଇସେନ୍ସ ରଦ୍ଧ କରିବାକୁ ସମସ୍ତ ଆରଟିଓ ଅଧିକାରି ମାନଙ୍କୁ ଚଠି ଲେଖିଛନ୍ତି ପରିବହନ ବିଭାଗ କମିଶନର । ୮ଟି ନିୟମ ଉଲ୍ଲଘଂନ କରୁଥିବା ଅମାନିଆ ଏଥର ସାବାଡ ହେବେ ଓ ଲାଇସେନ୍ସ ରଦ୍ଦ ହେବ । ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ ଏବଂ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା,ମଦ […]

ରାଜ୍ୟରେ ଗଡିବ ଇଲେକଟ୍ରିକ୍ ଯାନ

ଭୁବନେଶ୍ୱର, ୨୫/୮(ଏସଏସନିୟୁଜ) ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଗଡିବ ଇଲେକଟ୍ରିକ୍ ଯାନ । ଏଥିନେଇ ଯୋଜନା ଚାଲିଥିବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ଇଲେକଟ୍ରିକ୍ ଯାନ ଚଳାଚଳ ନେଇ ଅଣାଯାଇଥିବା ଚିଠା ପ୍ରସ୍ତାବକୁ ଖୁବଶୀଘ୍ର କ୍ୟାବିନେଟ ଅନୁମୋଦନ ମିଳିବା ନେଇ ସୂଚନା ରହିଛି ।ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇଲେକଟ୍ରିକ୍ ଯାନ ନୀତିକୁ ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଭଳି ବହୁ ରାଜ୍ୟ […]

ଦଶମ ପାସ୍ କଲେ ବିଧାୟକ

୧-ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ରେଜଲ୍ଟ, ୨୭୧ ଜଣଙ୍କର ବଢିଥିବା ବେଳେ ୪୫୯ ଜଣଙ୍କର କମିଛି ମାର୍କ।୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍। ୨-ମାନ୍ୟୁଫାକ୍‌ଚର ଓ ଏକ୍ସପାଏରୀ ଡେଟ୍ ନଥିବା କାରଣରୁ ବିଭିନ୍ନ ଦୋକାନରେ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଚଢାଉ। ୩-ବିଶିଷ୍ଟ କଥାଶିଳ୍ପୀ ତଥା ସାହିତ୍ୟିକା ଯଶୋଧାରା ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୪-କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ରାଜ୍ୟ ସରକାର,ରହିବ ସମସ୍ତ ପ୍ରକାର ବ୍ୟବସ୍ଥା। ୫-ସୋରଡା ବିଧାୟକ ପାସ୍ କଲେ […]

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବାରଙ୍ଗ୨୪/୮(ଏସଏସନିୟୁଜ)ବାରଙ୍ଗ ରୁ କଟକକୁ ସଂଯୋଗ କରୁଥିବା ତ୍ରିଶୁଳିଆ ସୁବାଷ ବୋଷ ସେତୁ ଉପରେ ଅଜଣା ଗାଡି ଧକ୍କାରେ ଏକ୍ସଲ ଚାଳକ ମୃତ।ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସମୟରେ ବାଙ୍କୀ ଭଗିପୁର ଗ୍ରାମର ପରିବା ବ୍ୟାପାରୀ ଗଙ୍ଗାଧର ନାୟକ (୬୫) କଟକ ରୁ ପରିବା ନେଇ ଘରକୁ ଫେରୁଥିବା ସମୟରେ ସୁବାଷ ବୋଷ ସେତୁ ଉପରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ […]

ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର,୨୪/୮(ଏସଏସନିୟୁଜ)ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳାଫଳ । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ରହିଥିବାଛାତ୍ରଛାତ୍ରୀମାନେ ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି ଓ୧୪୧ ଜଣ ଫେଲ୍ ହୋଇଛନ୍ତି । ଏ୧ ଗ୍ରେଡରେ ୪୨, ଏ୨ ଗ୍ରେଡରେ ୨୫୫ ଏବଂ ବି୧ ଗ୍ରେଡରେ ୩୪୮ ଜଣ ରହିଛନ୍ତି । ଏହାସହିତ ବି୨ ଗ୍ରେଡରେ ୪୫୮, ସିଗ୍ରେଡରେ ୫୯୯, ଡି ଗ୍ରେଡରେ ୮୪୬, ଇ ଗ୍ରେଡରେ […]

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ରାଜନଗର, ୨୪/୮(ଏସଏସନିୟୁଜ) ସୋମବାରଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୭ ଦିନ ଧରି ଚାଲିବାକୁଥିବା ଏହି ପକ୍ଷୀ ଗଣନାରେ ଦୁଇଟି ଟିମ୍ ସାମିଲ ହୋଇଛନ୍ତି ।ପ୍ରତି ଟିମ୍ ରେ ୭ଜଣ ଲେଖାଏ ଗଣନାକାରୀ ସାମିଲ ହୋଇଛନ୍ତି।ଏହି ଟିମ୍ ଜାତୀୟ ଉଦ୍ୟାନ ଏବଂ ଏହାର ପାର୍ଶ୍ବବର୍ତ୍ତୀ ସ୍ଥାନରେ ଗଣନା କାର‌୍ୟ୍ୟ କରିବେ ବୋଲି ଜଣାପଡିଛି ।

ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ

ମାଲକାନଗିରି,୨୪/୮(ଏସଏସନିୟୁଜ) ପୁଣି ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ସୀମାନ୍ତ ଛଡିଶଗଡରେ ମାଓବାଦୀ ଓ ଯବାଙ୍କ ମଧ୍ୟରେ ସକାଳ ୫ଟାରୁ ୯ଟା ପର‌୍ୟ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁକୁମା ଜିଲ୍ଲା କୋଣ୍ଟା ବ୍ଲକର ଗୋମ୍ପାଡ ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ଯବାନ ଏରିଆ ଜମିନେସନ ବେଳେ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବାସହ ବିପୁଳ ପରିମାଣର ବିସ୍ପୋରକ […]