Browsing category

ମହାନଗର

ଉଗ୍ରତାରା ଶକ୍ତିପୀଠରେ ଲାଗିଲା ୧୪୪

୧-ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’। ୨-ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ। ୩-ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ। ୪-ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ଫଳ, ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା। ୫-ରାଜ୍ୟରେ ଲାଗାତାର ୨ୟ […]

କେହି ଆସିଲେନାହିଁ ,ସରପଂଚ କଲେ ଶବଦାହ

ବାରଙ୍ଗ୧୩/୬(ଏସଏସନିୟୁଜ)କୋରୋନା ମହାମାରୀର ଏହି କରାଳ କାଳରେ ପରିବାର ଓ ଆତ୍ମୀୟ ସ୍ଵଜନ୍ୟ ପାଖ ମାଡୁ ନଥିବାବେଳେ ଯୁବ ସରପଞ୍ଚ ବୀରେନ୍ଦ୍ର ଜେନାଙ୍କ ଦ୍ଵାରା ଜଣେ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିବା ଘଟଣା ଏବେ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତ ଖଇରାପଡା ଗ୍ରାମର ତଅପୋଇ ବେହେରା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶନିବାର ବିଳମ୍ୱିତ ରାତ୍ରୀରେ ମୃତ୍ୟୁ କରିଥିଲେ।କୋରୋନା ରେ ମୃତ୍ୟୁ ଘଟିଥିବା ସନ୍ଦେହ କରି ବନ୍ଧୁବାନ୍ଧବ କିମ୍ବା ପଡୋଶୀ କେହିବି ତାଙ୍କ ପରିବାରର […]

ସଟଡାଉନର ସୁଯୋଗରେ ମୋବାଇଲ ଦୋକାନରୁ ଚୋରୀ

ଚନ୍ଦ୍ରଶେଖରପୁର,୧୩/୬(ଏସଏସନିୟୁଜ) ଇନଫୋସିସ ଥାନା ଅଧିନସ୍ଥ ଶ୍ରୀଖରଚଣ୍ଡୀ ନଗର ପାଖ ମୁଖ୍ୟରାସ୍ତା ପାଶ୍ୱର୍ରେଥିବା ଦୁଇଟି ମୋବାଇଲ ଦୋକାନରୁ ସଟ ଡାଉନର ସୁଯୋଗନେଇ ଶନିବାର ରାତିରେ ଚୋରୀ ହୋଇଥିବାର ଜଣାପଡିଛି ।ଚୋରମାନେ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରକୁ ପଶି ମୋବାଇଲ ସମେତ ମୋବାଇଲ ଆସୋସେରିଜ ନେଇ ଯାଇଛନ୍ତି ।ଦୋକାନ ମାଲିକ ଶ୍ରିକାନ୍ତ ପ୍ରଧାନ ସକାଳୁ ଦୋକାନ ଦେଖିବାକୁ ଆସିଥିବାବେଳେ ତାଙ୍କ ଦୋକାନ ସମେତ ଅନ୍ୟଏକ ଦୋକାନ ରୁ ଚୋରୀହୋଇଥିବାର ଜାଣିବାକୁ ପାଇଥିଲେ ।ଥାନାରେ ଅଭିଯୋଗ କରିବାପରେ ପୋଲିସ ଆସି ତଦନ୍ତ […]

ଓଟିଡିସି ଆରମ୍ଭ କଲା ପିଠା ଅନ୍ ହ୍ୱିଲ୍‌

ଭୁବନେଶ୍ୱର୧୩/୬(ଏସଏସନିୟୁଜ) କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର‌୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ । ଓଡ଼ିଶାର ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ। ଶ୍ରୀମତୀ ମିଶ୍ର ପ୍ରାରମ୍ଭରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ […]

ମୁକୁଲଙ୍କ ପରେ ଆଉ ୩ ବିଜେପି ବିଧାୟକ ଟିଏମସିରେ ମିଶିବେ !

କୋଲକାତା,୧୩/୬(ଏସଏସନିୟୁଜ) ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ବିଜେପି ଛାଡ଼ି ମୁକୁଲ ରୟ ମିଶିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମୁକୁଲଙ୍କ ପରେ ଆଉ ୩ ବିଜେପି ବିଧାୟକ, ଜଣେ ପୂର୍ବତନ ବିଧାୟକ ଓ ଜଣେ ସାଂସଦ ମଧ୍ୟ ସମାନ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ବିଜେପିର ରାଜ୍ୟ ମୁଖ୍ୟ ଦିଲୀପ ଘୋଷ ଉତ୍ତର ୨୪ ପ୍ରଗଣାରେ ବୈଠକ ଡାକିଥିବା ବୈଠକରେ ବିଜେପି ଛାଡ଼ିବାକୁ ଥିବା ୩ ବିଧାୟକ ଯୋଗନଦେବାସହ ମୁକୁଲ ରୟଙ୍କୁ ପ୍ରଶଂସା କରିଛନ୍ତି । […]

ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର,୧୩/୬(ଏସଏସନିୟୁଜ) ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବାନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମାଟ୍ରିକ ମୂଲ୍ୟାୟନ କାର‌୍ୟ୍ୟ ସଠିକ୍ ଭାବେ ଚାଲିଥିବାବେଳେ ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶାକ୍ଷାଦାନ ଦିଆଯିବ । ଏବେ ସ୍କୁଲ ଖୋଲିବା ସମ୍ଭବ ନଥିବାବେଳେ ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ବୋଲି […]

ଦେଶୀମଦ ସହ ଅଟୋ ଜବତ

ବାରଙ୍ଗ:୧୨/୬(ଏସ ଏସ ନିୟୁଜ) ଦେଶୀମଦ ଚୋରା ଚାଲାଣ କରିବା ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ଜଣକୁ ଗିରଫ କରିଛି।ସୂଚନାନୁସାରେ ଶନିବାର ଅପରାହ୍ନରେ ଢେଙ୍କାନାଳ ରୁ ଭୁବନେଶ୍ୱରକୁ ଦେଶୀମଦ ଚୋରା ଚାଲାଣ ହେଉଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।ଖବର ପାଇ ବାରଙ୍ଗ ଥାନା ପୋଲିସ ପୁରୀ ମୂଖ୍ୟ କେନାଲ ନିକଟରେ ଚଢ଼ାଉ କରି ଜଣକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଙ୍କରପୁର ଗ୍ରାମର ଜୟାନନ୍ଦ ବେହେରା।ପୋଲିସ ତା ନିକଟରୁ ୮ ଟି ବ୍ଲାଡରରେ […]

ଅସହାୟଙ୍କ ପାଇଁ ସାହାରା ସାଜିଛି ଗୋଲଡେନ ଫର୍ଟି ଫାଉଣ୍ଡେସନ 

ମେଣ୍ଢାଶାଳ,୧୨/୬(ଏସ ଏସ ନିୟୁଜ) କରୋନାର ପାଇଁ ରାଜ୍ୟରେ ଲକ ଡାଉନ ଓ ସଟ ଡାଉନ ଭଳି ସ୍ଥିତି ଉପୁଜିଛି।ଏହାର ପ୍ରଭାବରେ, ଗରିବ, ବିକଳାଙ୍ଗ, ଅନାଥ ଶିଶୁ, ଅସହାୟ ଏବଂ ବାସହିନମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି । ଏହି କରୁଣ ସମୟରେ ମେଣ୍ଢାଶାଳରଗୋଲଡେନ ଫର୍ଟି ଫାଉଣ୍ଡେସନ ଏବଂ ଭୁବନେଶ୍ୱରର କିଛି ସ୍ବେଚ୍ଛାସେବୀ ଯୁବକ ସାହାଯ୍ୟର ହାତ ବଢାଇଛନ୍ତି । ଡ଼ମଣା ଛକ, କଳ୍ପନା ଛକ ଏବଂ ମାର୍କେଟ ବିଲ୍ଡିଂଗ ନିକଟ ବସ୍ତି, ଜଟଣୀ ରେଳ ଷ୍ଟେସନରେ ଥିବା […]

ବିପଦ ବେଳେ ବିଷ ବେଉସା

୧–କେନ୍ଦ୍ର ସରକାର ରେମଡେସିଭିର ଉପରୁ ଜିଏସ୍‌ଟି ୧୨% ରୁ ୫%କୁ ହ୍ରାସ କରିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ୨–ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ପ୍ରାୟତଃ ହେବ,ସରକାର ଆସନ୍ତା ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତି ନେବେ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ୩-ଓଡିଶା ପୋଲିସ୍ ର ନିଯୁକ୍ତି: […]

ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର,୧୨/୬(ଏସ ଏସ ନିୟୁଜ)ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ ଜେଲରୁ ବାହାରିଛନ୍ତି। ତେବେ ଜେଲରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।