ନନ୍ଦନକାନନରେ କେତେ ସୁରକ୍ଷିତ ସୁରକ୍ଷା କର୍ମଚାରୀ
ବାରଙ୍ଗ,୪/୬(ଏସ୍ଏସ୍ନିୟୁଜ) ନନ୍ଦନକାନନରେ ସୁରକ୍ଷାବିଭାଗର ଜଣେ କର୍ମଚାରୀଙ୍କର ସାଇକେଲ ଚୋରୀ ହୋଇଛି ।ପୁଣି ପ୍ରବେଶପଥ ପାଖରେ ହୋଇଥିବା ପାକିଁ ସ୍ଥାନରୁ ।ଯଦି ସୁରକ୍ଷା ବିବାଗର କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ତେବେ ସୁରକ୍ଷାଦାୟିତ୍ୱରେ ଥିବା ମୁଖିଆ ନନ୍ଦନକାନନକୁ କିଭଳି ସୁରକ୍ଷା ଦେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧ତାରିଖରେ କେହି ଦୁର୍ବୃତ ନନ୍ଦନକାନନ ପ୍ରାଣୀଉଦ୍ୟାନର ମୁଖ୍ୟଫାଟକ କଡରେ କର୍ମଚାରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଗାଡି ପାର୍କିଂ ସ୍ଥଳରୁ ସିକ୍ୟୁରିଟ ବିଭାଗର ସୁରକ୍ଷା କର୍ମଚାରୀ ପୁରେନ୍ଦ୍ର ସାହୁଙ୍କ […]