Browsing category

ମହାନଗର

ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୪/୬(ଏସ ଏସ ନିିିଉଜ) ଚଳିତ ବର୍ଷର  ଦ୍ୱାଦଶ ଶ୍ରେଣୀ  ପରୀକ୍ଷା ବାତିଲ ହେବା ନେଇ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ […]

ବନବିଭାଗ ଧରିଲା ଚୋରାଚାଲାଣ କଇଁଛ

ମାଲକାନଗିରି୪/୬(ଏସଏସନିୟୁଜ) ଗୁରୁବାର ଦିନ ଆନ୍ଧ୍ରପ୍ରଦେଶରୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ବନ ବିଭାଗ ଚଢାଉକରି କାଲିମେଳା ଅଂଚଳରୁ ଦେଢ଼ ଶହରୁ ଅଧିକ କଇଁଛ ଜବତକରିଛି ।କୈାଣସିସୁତ୍ରରୁ ଖବର ପାଇ ରେଞ୍ଜର ରାମଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ଏକ ଟିମ ଏମପିଭି-୬୫ ଜଙ୍ଗଲରେ ଚଢାଉକରିଥିଲା । ଦୁଇଟି ମୋଟରସାଇକେଲରେ କାଳିମେଳା ଅଣା ଯାଇଥିବାବେଳେ ସେମାନଙ୍କୁ ଅଟକାଇ ୧୫୦ରୁ ଉର୍ଦ୍ଧ ଜୀବନ୍ତ କଇଁଛକୁ ଜବତ କରିବା ସହ ନିକଟସ୍ଥ ନଦୀରେ ସେମାନଙ୍କୁ ଛାଡିଦିଆଯାଇଥିଲା । ତେବେ ଦକ୍ଷିଣ ଭାରତର ବିଭିର୍ଣ […]

ଝୁଲନ୍ତା ମୃତଦେହ ଉଦ୍ଧାର

ଚୌଦ୍ୱାର,୪/୬(ଏସଏସନିୟୁଜ) ଟାଙ୍ଗୀ ଥାନା ଅନ୍ତର୍ଗତ ବିରୂପା ବ୍ରିଜ ରେଲୱେ ଲାଇନ ତଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଟାଙ୍ଗୀ ପୋଲିସ ଉଦ୍ଧାର କରିଛି । ମୃତ ଯୁବକଜଣକ ଏକ ତେଜରାତି ଦୋକାନ କାମ କରୁଥିବାବେଳେ ତାଙ୍କ ନାମ ଚୌଦ୍ୱାର ତଳ ବଜାର ର ଅର୍ଜୁନି ବୋଲି ବୋଲି ଜଣା ପଡ଼ିଛି । ଆତ୍ମହତ୍ୟା ର ପକୃତକାରଣ ଜଣା ପଡି ନଥିବାବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର,୩/୬(ଏସଏସନିୟୁଜ) ଫିଲ୍ମ ଷ୍ଟାଇଲରେ କିଛି ଦୁର୍ବୁତ୍ତ ଗୁରୁବାର ସଂନ୍ଧ୍ୟାରେ ରାଜଧାନୀ ର ଡେଲଟା ଛକ ନିକଟରୁ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପହରଣ କରିନେଇଛନ୍ତି । ସନ୍ଧ୍ୟା ସାଢେ୫ଟା ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକକୁ ବାଇକ ଧରି ଡେଲଟା ଛକ ନିକଟରେ ରହିଥିବା ଓଡି ୦୨ ବିଇ ୭୬୫୬ ନଂ ନୀଳ ରଙ୍ଗର କାର ପାଖକୁ ନେଇଥିଲେ । କାରରେ ଥିବା ଜଣେ ବ୍ୟକ୍ତି ଯୁବକ ଜଣକୁ ଜବରଦସ୍ତ ଗାଡ଼ିରେ ଭର୍ତ୍ତି କରି ଅପହରଣ […]

ବାବାଙ୍କୁ ମିଳିଲା ସମନ

୧-ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କର ପାଇଁ ଟୀକା ଅଭାବ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୨-ଶିକ୍ଷକମାନଙ୍କ ପାଇଁ ଖୁସି ଖବର, ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି । ୩-‘ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ’ : ଅଧ୍ୟୟନରେ ଖୁଲାସା । ୪-ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ […]

ରଜରେ ଛୁଇଁବ ମୌସୁମୀ

ଭୁବନେଶ୍ୱର,୩/୬(ଏସ୍‌ଏସ୍‌ନିୟୁଜ) କେରଳରେ ଦୁଇଦିନ ବିଳମ୍ବରେ ମୌସୁମୀ ଛୁଇଁବାପରେ ଗତ ଦୁଇ ଦିନ ପାଇଁ ଏହାର ପ୍ରଭାବରେ ସେଠାରେ ବର୍ଷା ହୋଇଛି । ୧୦-୧୨ ଦିନବେଳକୁ ଅର୍ଥାତ ରଜ ସମୟରେ ଏହି ସୌସୁମୀ ବାୟୁ ଓଡ଼ିଶାରେ ପହଁଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ପହଞô୍ଚଥାଏ ମୌସୁମୀ । ଜୁନ୍ ୧ରେ ସାଧାରଣତଃ ମୌସୁମୀ କେରଳ ଛୁଇଁଥାଏ । କିନ୍ତୁ ଚଳିତ ଥର […]

ପରଲୋକରେ ବିଜୟ ସାହୁ

ଭୁବନେଶ୍ୱର,୩/୬(ଏସଏସନିୟୁଜ) ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । କରୋନା ରେ ଆକ୍ରାନ୍ତହେବାପରେ ଚିକିସ୍‌। ପାଇଁ ମେଡିକାଲରେ ଭର୍ତ୍ତୀ ହୋଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରୁ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ରାଜଧାନୀରୁ ଧରାହେଲେ ୨ଜଣ ଧଳାଜହର ବେପାରି

ଭୁବନେଶ୍ୱର,୩/୬(ଏସଏସନିୟୁଜ) ରାଜଧାନୀରୁ ଧରାହେଲେ ୨ଜଣ ଧଳାଜହର ବେପାରି ଓ ଏହାସହିତ ସେମାନଙ୍କଠାରୁ ୬ ଲକ୍ଷ ଟଙ୍କ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ସହ ବାଇକ୍ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।କୈାଣସିସୁତ୍ରରୁ ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଦୁଇ ବ୍ରାଉନସୁଗର ବେପାରୀଙ୍କୁ କଟକ ରୋଡରେ ଧରବାକୁ ସକ୍ଷମ ହୋଇଥିଲେ । ସହିଦନଗର ଥାନା ଶାନ୍ତି ଲ୍ଲୀ ବସ୍ତିର ଏସ୍‌କେ ୱାସିନ୍ ଓ ଲକ୍ଷ୍ମୀସାଗର ଥାନା ବୁଧେଶ୍ୱରୀ ଅଞ୍ଚଳର ଡମ୍ବୁରଧର ବିଶ୍ୱାଳ ଙ୍କଠାରୁ ପାଖାପାଖି ୬ ଲକ୍ଷ […]

ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି

ପୁରୀ,୩/୬(ଏସଏସନିୟୁଜ) ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି ଓ ରଥଖଳାରେ ହେବ ତିନି ରଥର ନାହାକା ଚକଅଖ ଡେରା ନୀତି ।ସକାଳ ଧୁପସରିବାପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥଖଳାକୁ ବିଜେ କରିବା ପରେ ଆରମ୍ଭ ହେବ ଭଉଁରୀ ନୀତି । ସେପଟେ ଓଡ଼ିଶା କତା ନିଗମରୁ ବରାଦ ଦିଆଯାଇଥିବା ୬ଟି ଘେର ଦଉଡି ଓ ୧୪ଟି ରଥ ଟଣା ଦଉଡି ମିଶାଇ କୋଡିଏଟି ରଥ ଦଉଡି ଆସି ପହଁଚିଥିବାର ଜଣାପଡିଛି ।

ଭଉଣୀ ଘରେ ଚାଲିଗଲେ ଭାଇ

ସାକ୍ଷୀଗୋପାଳ,୩/୬(ଏସଏସନିୟୁଜ) ଭଉଣୀ ଘରକୁ ସାବିତ୍ରିଭାର ନେଇଯାଇଥିଲେ ।ସେଠାରେ ନୁଆକରି ହେଉଥିବାଘରର ଛାତଉପରେ ଥିବାପାଣିରେ ବିଦ୍ୟୁତ ସଂଯୋଗ ହୋଇଯାଇଥିବାରୁ ଘର ଦେଖିବାକୁ ଯାଇ ଭଉଣୀଘରେ ଚାଲିଯାଇଛି ଏକମାତ୍ର ପଅୁô ଜୀବନ । ଏହି ଅଭାବନୀୟ ଘଟଣା ସତ୍ୟବାଦୀ ବ୍ଳକର ବଳରାମପୁରଗଡ ପଞ୍ଚାୟତର ମାଳସାହି ଗ୍ରାମରେ ଘଟିଛି । ଜଣାପଡିଛି ଯେ,ମାଳସାହି ଗ୍ରାମର ଭଗବାନ ବରାଳଙ୍କର ଏକମାତ୍ର ପୁତ୍ର ବୁଦ୍ଧନାଥ (୨୨) ଭଉଣୀ ଘରକୁ ସାବିତ୍ରୀ ବୋଝନେଇ ପିପିଲିର ଗୁଡିଆପୋଖରୀ ଯାଇଥିଲେ। ସେଠାରେ ଭଉଣୀ ର ନୂଆ ଘରକାମ ହୋଇଥିବା […]