Browsing category

ମହାନଗର

ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ପ୍ୟାକେଜ୍

ଭୁବନେଶ୍ୱର,୩/୬(ଏସଏସନିୟୁଜ) କୋଭିଡ୍ ସଂକ୍ରମଣ ଲାଗି ପ୍ରାଚୀନ ଜନଜାତିମାନଙ୍କର ବସତି ଅଂଚଳରେ ପିଭିଟିଜିମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍ ଘୋଷଣା କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବଂଟନ କରାଯିବ ।ଏହାସହ କୋଭିଡ୍ ଆକ୍ରାନ୍ତ ସମସ୍ତ ପରିବାରକୁ ୨ ହଜାର ୫୦୦ ଟଙ୍କା ମୂଲ୍ୟର ଶୁଖିଲା ରାସନ୍ କିଟ୍ ମଧ୍ୟ ପ୍ରଦାନ କରାଯିବ । କୋଭିଡ୍ ଆକ୍ରାନ୍ତ ପ୍ରାଚୀନ ଜନଜାତି […]

ପାଖେଇ ଆସୁଛି ଘୋଷଯାତ୍ରା

୧-ରାଜ୍ୟରେ ବାତ୍ୟା ୟସ ଜନିତ କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା, ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା ଅବସରରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୨-ଦେଶରେ ଦ୍ରୁତ ହେବ ଟିକାକରଣ । ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ନୀତିକୁ କୋହଳ କଲା ଡିସିଜିଆଇ । ଫାଇଜର ଓ ମଡର୍ଣ୍ଣା ଭ୍ୟାକ୍ସିନ ଭାରତ ଆସିବା ରାସ୍ତା ସଫା । ୩-ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି ଝୁଲିଲା, ୫ ଥର ବୈଠକ ପରେ ନିଷ୍କର୍ସ ବାହାରି ପାରିଲାନି । ୪-ଓଡ଼ିଶାରେ […]

ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ,କ୍ଷୟକ୍ଷତି ପରିମାଣ ୬୧୦ କୋଟି

ଭୁବନେଶ୍ୱର.୨/୬(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର‌୍ୟ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ […]

ସନିଟାଇଜ ହେଲା ପଞ୍ଚପାଳ ଗ୍ରାମ

ବାରଙ୍ଗ,୨/୬(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ପଞ୍ଚୁପାଳ ଗ୍ରାମକୁ ଗାଁ କଲ୍ୟାଣ ସମିତି ତରଫରୁ ସାନିଟାଇଜିଂ କରାଯାଇଛି। ପଞ୍ଚାୟତରୁ କରୋନା ସଂକ୍ରମିତ ବାହାରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟ କର୍ମୀ ବନମାଳୀ ରାଉଳଙ୍କ ତତ୍ତ୍ଵାବଧାନରେ ପଞ୍ଚୁପାଳ ଗ୍ରାମ ସଭାପତି ପ୍ରଭାତ କୁମାର ବିଶୋଇ, ଉପସଭାପତି ରୁଦ୍ର ନାରାୟଣ ଷଡ଼ଙ୍ଗୀ, ସମ୍ପାଦକ ରଣଜିତ ବିଶୋଇ ସାମିଲ ହୋଇ ଗାଁର ପ୍ରତ୍ୟେକ ସାହି ବୁଲି ସାନିଟାଇଜର ସିଞ୍ଚନ କରାଇଥିଲେ। ଅଙ୍ଗନୱାଡି କର୍ମୀ ନିବେଦିତା ଷଡ଼ଙ୍ଗୀ, ହିନପ୍ରଭା ଷଡ଼ଙ୍ଗୀ ଓ କିଶୋର […]

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର,୨/୬(ଏସଏସନିୟୁଜ) କରୋନାରେ ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଆଶାକରିଥିବାବେଳେ ଶେଷରେ ସେ ଜୀବନଯୁଦ୍ଧରେ ହାରିଯାଇଛନ୍ତି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ ୬ ଥର ଜିତିବାସହ ନବୀନ ସରକାରରେ ଏକାଧିକ ବିଭାଗର ମନ୍ତ୍ରୀ ମଧ୍ୟ […]

ପେନସନକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ବଡ ଘୋଷଣା

ଭୁବନେଶ୍ୱର,୧/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ ମଧୁବାବୁ ପେନ୍‌ସନ୍ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ […]

ବିଧାୟକ ବାଂଟିଲେ କରୋନା ପରୀକ୍ଷା କିଟ

ବାରଙ୍ଗ,୧/୬(ଏସଏସନିୟୁଜ) :କୋରୋନା ମହାମାରୀ ଦ୍ୱିତୀୟ ଲହରୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ କୋରୋନା ମୁକାବିଲା ପାଇଁ ଅଗ୍ରାଧିକାର ଦେଇଛନ୍ତି।ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନେ ଗ୍ରାମାଞ୍ଚଳରେ ଘର କୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ କୋରୋନା ସର୍ବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ବାରଙ୍ଗ-ବାଙ୍କୀ ବ୍ଲକ୍ ର ଯୁବ ବିଧାୟକ ଶ୍ରୀଯୁକ୍ତ ଦେବୀରଞ୍ଜନ ତ୍ରିପାଠୀଙ୍କ ଦ୍ଵାରା ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର […]

ଅଲଗା ହେଲା ମିଶନ ଶକ୍ତି

ଭୁୁବନେଶ୍ୱର୧/୬(ଏସଏସନିୟୁଜ) ଆଜିଠାରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହୋଇଛି ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗ ପୃଥକୀକରଣକୁ ଅନୁମତି ଦେଇଛନ୍ତି । ଲୋକସେବା ଭବନରେ ନୂଆ ମିଶନ ଶକ୍ତି ବିଭାଗ କାର‌୍ୟ୍ୟ କରିବାସହ ନୂଆ ବିଭାଗ ଅଧୀନରେ କାର‌୍ୟ୍ୟ କରିବ । ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ଅଫିସ ମଧ୍ୟ ବିଭାଗ ଅଧୀନକୁ ଆସିବ । ସ୍ୱୟଂସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ , ଭିତ୍ତିଭୂମି ନୂଆ ବିଭାଗରେ ରହିବ । ନୂଆ ମିସନ […]

ଡକାୟତି ଗ୍ୟାଙ୍ଗକୁ ଧରିଲା ଆସିକା ପୋଲିସ 

ଆସିକା,୧/୬(ଏସଏସନିୟୁଜ) ଆଜି ଭୋରସମୟରେ ବଡ଼ଧରଣ ଡକାୟତି ଉଦ୍ୟମ କରିବାକୁ ଉଦ୍ୟମ କରୁଥିବାବେଳେ ଆସିକା ପୋଲିସ ଡକାୟତି ଉଦ୍ୟମ ପଣ୍ଡ କରିଛି ।ଏହିଘଟଣାରେ ୪ ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୫ଟି ଜୀବନ୍ତ ବୋମା, ୧ ଟି ପିସ୍ତଲ,୨ଟି ୭.୬୫ ଏମଏମ ଜୀବନ୍ତ କାଟ୍ରିଜ, ୪ଟି କଳା ମାସ୍କ, ଗୋଟିଏ ଚିଲି ପାଉଡର ପ୍ୟାକେଟ, ୩ଟି ଧାରୁଆ ଖଣ୍ଡା,୨ଟି ମୋଟର ଚେନ କ୍ରାଙ୍କ ଦ୍ବାରା ନିର୍ମିତ ମାରଣାସ୍ତ୍ର ଓ ୨ଟି ମୋଟର ସାଇକେଲ ଜବତ କରିଛନ୍ତି।ଆସିକା ଥାନା ଇଲାକା […]

ସୋରୁମରେ ବିକ୍ରି ହେଉଛି ନକଲି ଟିଭି

ଭୁବନେଶ୍ୱର,୧/୬(ଏସଏସନିୟୁଜ) ରାଜଧାନୀ ର ସୋରୁମରେ ବିକ୍ରି ହେଉଛି ନକଲି ଟିଭି । ନାମୀ ବ୍ରାଣ୍ଡ୍‌ର ଟିଭି ଶସ୍ତାରେ ମିଳୁଛି । ଏହି ନକଲି ଟିଭି କାରବାରର ପର୍ଦ୍ଦାଫାସ କରିଚି କମିସିନେରେଟ ପୋଲିସ । ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଚଢ଼ାଉ କରି ୧୫୦ରୁ ଅଧିକ ନକଲି ଟିଭି କୁ ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ତେବେ କୋଲକାତାରୁ ଆଣି ନାମୀଦାମୀ କଂପାନିର ଟିଭିର ଲୋଗୋ ଲଗାଇ ଏହି ଡୁପ୍ଲିକେଟ ଟିଭିକୁ […]