ରଜ ପାଇଁ କଟକଣା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା। କୋଭିଡ୍ କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଦେଲେ ଚେତାବନୀ। କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ସିଲ୍ ହେବା ସହ ଆବଶ୍ୟକ ସ୍ଥଳେ ଦୋକାନୀ ଗିରଫ ମଧ୍ୟ ହେବ ବୋଲି ଚରମବାଣୀ ଶୁଣାଇଲେ କମିଶନର ।ଏହାସହ କୋଭିଡ ନିୟମ ପାଳନ କରିବାକୁ ଟୁଇନ ସିଟିବାସୀଙ୍କୁ ପୋଲିସ କମିଶନରଙ୍କ ଅପିଲ ମଧ୍ୟ କରିଛନ୍ତି ।

Comments (0)
Add Comment