ଜବତ ହେଲା ଚିତାବାଘ ଛାଲ ,ଜାରିହେଲା ହେଲ୍ପଲାଇନ ନମ୍ବର
ବୋଲାଗଡ,୨/୪(ଏସ୍ଏସ୍ନିୟୁଜ) ନିର୍ଭରଯୋଗ୍ୟ ସୁତ୍ରରୁ ଖବରପାଇ ଏସଟିଏଫ୍ ଟିମ୍ ଗୁରୁବାର ରାତିରେ ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ ଚଢାଉ କରି ବିକ୍ରିକରିବାକୁ ଗ୍ରାହକକୁ ଅପେକ୍ଷା କରିରହିଥିବା ଚିତାବାଘର ଛାଲ ସହ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରିଛନ୍ତି ।ଏହାସହ ଦୁଇଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ।ସେମାନେ ହେଲେ ନୟାଗଡ଼ ଜିଲ୍ଲାର ସୁଧୀରା ବେହେରା ଓ ସୁବାଷ ଚନ୍ଦ୍ର ବେହେରା ।ଏସଟିଏଫ ଥାନାକେଶନଂ ୧୧/୨୧ ରେ ଏକ ମକଦ୍ଦମା ରୁଜୁକରାଯାଇଛି ।ଜବତ ହୋଇଥିବା ଚିତାବାଘ ଚର୍ମ କୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ […]