Browsing category

ମହାନଗର

ରାଜଧାନୀରେ ଚାଞ୍ଚଲ୍ୟ!

ଭୁବନେଶ୍ୱର,୧୮।୧୦(ଏସଏସନିଉଜ) ଏକ ଲୋମହର୍ଷଣକାରୀ ଘଟଣା ରାଜଧାନୀରେ ଘଟିଛି।ବିହାର ଅଞ୍ଚଳରଜଣେ ନାବାଳିକାକୁ କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ ଗଣବଳାତ୍କାର କରାଯାଇଛି।ଜଣେ ୧୭ ବର୍ଷର ନାବାଳିକା ଅଶୋକନଗର ଅଞ୍ଚଳ ରାସ୍ତାକଡ଼ରେ ଦରମଲା ଅବସ୍ଥାରେ ପଡ଼ିଥିବା ବେଳେଗତକାଲି ବିଳମ୍ବିତ ରାତିରେ ଉଧାର ହୋଇଛି।କିଛି ଅଟୋଚାଳକ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଥିବା ବେଳେ ପିନ୍ଧିଥିବା ପୋଷାକ ଚିରା ହୋଇଥିବାର ଦେଖି ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ।ନାବାଳିକା ଜଣଙ୍କ […]

ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ସ୍ବାଗତୋତ୍ସବ

ଚନ୍ଦ୍ରଶେଖରପୁର,୧୭।୧୦(ଏସଏସନିଉଜ) ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟ ତରଫରୁ ଦୁଇଦିନ ଧରି ଅନୁଷ୍ଟିତ ନୂତନ ବିଦ୍ୟାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ଉତ୍ସବ ବା ଇଣ୍ଡକସନ୍ ସଭା ଶୁକ୍ରବାର ଉଦଯାପିତ ହୋଇଯାଇଛି।ପ୍ରଥମଦିନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କଳାବିଭାଗର ସ୍ନାତକ ଓ ସ୍ନାତକତ୍ତୋର ଛାତ୍ରଛାତ୍ରୀମାନଙ୍କର ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର ଉପସଚିବ ଅମିତ୍ କୁମାର ନାୟକ ଯୋଗଦେଇ ପ୍ରେରଣାତ୍ମକ ଅଭିଭାଷଣ ପ୍ରଦାନ କରିଥିଲେ। କଳା ବିଭାଗର ନଅଜଣ ବିଭାଗୀୟ ମୁଖ୍ୟମାନେ ସେମାନଙ୍କର […]

୮୦ବର୍ଷରେ ପଦାର୍ପଣ କଲେ ନବୀନ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ।ଜନ୍ମଦିନରେ ପଦଯାତ୍ରା କରିବେ BJD ସଭାପତି।ଭୁବନେଶ୍ବର ଗଙ୍ଗନଗର ପଲ୍ଲୀରୁ ହେବ ଜନସମ୍ପର୍କ ପଦଯାତ୍ରା।୮୦ ବର୍ଷରେ ପଦାର୍ପଣ କଲେ ନବୀନ।

eKYC କରିନଥିଲେ ମିଳିବନି ଚାଉଳ-ମନ୍ତ୍ରୀ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ ହେବ ବୋଲି ସୂଚନା ଦେଲେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର e-KYC କରିନାହାନ୍ତି।e-KYC କରିନଥିବା ଲୋକ ଚାଉଳପାଉଛନ୍ତି, ତାକୁ ବନ୍ଦ କରିଦିଆଯିବ।ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ।କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ।ବାଦ୍‌ ପଡ଼ିଥିବା ହିତାଧିକାରୀ ଲିଖିତଭାବେ ଦେଲେ ବିଚାର କରାଯିବ।

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ୨CM

  ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି।ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ ରହିଛନ୍ତି।ଏହାସହ ସଭାପତି ମନମୋହନ ସାମଲ, ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ, ଅଶ୍ବିନୀ ବୈଷ୍ଣବ।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରି ,ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ,ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଛନ୍ତି।ଅନ୍ୟପଟେ […]

ପୁଲିସ୍ ବୃତ୍ତିଗତ ମିଟ୍ ଆରମ୍ଭ

କଟକ,୧୬।୧୦(ଏସଏସନିଉଜ)କଟକରେ ୭୦ ତମ ପୁଲିସ୍ ବୃତ୍ତିଗତ ପ୍ରତିଯୋଗିତା ଆରମ୍ଭ ହୋଇଛି।ଏହାକୁଶୁଭାରମ୍ଭ କଲେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ।୩୪ଟି ପୋଲିସ ଜିଲ୍ଲାରୁ ୨୭୬ କର୍ମଚାରୀ ସାମିଲ ହୋଇଛନ୍ତି।ବକ୍ସିବଜାର ରିଜର୍ଭପୋଲିସ ପଡିଆଠାରେ ୩ ଦିନ ଚାଲିବ।ପ୍ରତିଯୋଗିତାରେ ୪୩ କୁକୁର ଓ ୪୩ ହ୍ୟାଣ୍ଡଲର ମଧ୍ୟ ସାମିଲ ।ତଦନ୍ତ, ଫରେନସିକ୍, ସାଇବର କ୍ରାଇମ ଓ ଟେକ୍ନିକାଲ୍ ସର୍ଭେଲାନ୍ସ ପାଇଁ ପ୍ରତିଯୋଗିତା ହେଉଛି।ଅପରାଧ ନିୟନ୍ତ୍ରଣ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।ପୋଲିସର ଦକ୍ଷତା ବଢ଼ାଇବା ପାଇଁ ବୃତ୍ତିଗତ ମିଟ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଡିଜିପି କହିଛନ୍ତି।

ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ବର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା ହୋଇଛି।ଛୁରିଆଙ୍କ ପାର୍ଥିପତ୍ର ଦାଖଲ ତାରିଖ ଘୋଷଣା ହୋଇନଥିବା ବେଳେ ବିଜେିଡି ଆସନ୍ତାକାଲି ନୂଆପଡ଼ାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିବାକୁ ଯାଉଛି। ସେହିପରିକଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି।ବିଜେପିର ପ୍ରାର୍ଥୀ ଜୟ ‌ଢୋଲକିଆ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ।ଆସନ୍ତା ନଭେମ୍ବର ୧୧ ତାରିଖ ଦିନ ଭୋଟଗ୍ରହଣ ଥିବାବେଳେ ରାଜନୈତିକ ତତ୍ପରତା ତୀବ୍ର ଦେଖାଯାଇଛି। ରାଜ୍ୟର ପ୍ରମୁଖ […]

ଜୟ ‌ଢୋଲକିଆ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ବିଜେପିର ପ୍ରାର୍ଥୀ ହୋଇଛନ୍ତି।ବିଜେପି ଆଜି ଜୟ ‌ଢୋଲକିଆଙ୍କ ନାମଘୋଷଣା କରିଛି।ଜୟ ଗତ ୧୧ ତାରିଖରେ ବିଜେପିରେ ମିଶିଥିବାବେଲେ ୧୬ ତାରିଖରେ ନାମାଙ୍କନ ଭରିବେ। ନାମାଙ୍କନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

କାଜୁବାରିରେ ଝୁଲନ୍ତା ମୃତଦେହ

ମେଣ୍ଢାଶାଳ,୧୫।୧୦(ଏସଏସନିଉଜ) ଚନ୍ଦକାଥାନା ଅଧୀନସ୍ଥ ଦାରୁଠେଙ୍ଗ ବନଦୁର୍ଗା କାଜୁବାରିରେ ବୁଧବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି।ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଭିତରେ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ସାବଧାନ ! ରାସ୍ତାମଝିରେ ଗ୍ୟାସ ପାଇପ୍ ଖୁଣ୍ଟ

କଟକ,୧୪।୧୦ (ଏସଏସନିଉଜ) ସରକାରଙ୍କ ତତ୍ବାବଧାନରେ ଠିକାସଂସ୍ଥା ଦ୍ଵାରା ପ୍ରତ୍ୟେକ ଘରକୁ ରନ୍ଧନ ଗ୍ୟାସ ଯୋଗାଣ ପାଇଁ ଗ୍ୟାସ ପାଇପ ବିଛା କାମ ଆରମ୍ଭ ହୋଇଛି। ତେଣୁ ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମାଟି ଖୋଳାଯାଇ ପାଇପଗୁଡ଼ିକ ମାଟି ତଳେ ବିଛା କାର୍ଯ୍ୟ ଚାଲିଛି । ତ୍ରିଶୂଳିଆରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ମଧ୍ଯ ଗ୍ୟାସ ଯୋଗାଣ ପାଇପ ବିଛା କାମ ଚାଲିଛି। ତେବେ ପାଇପ ବିଛା ପାଇଁ ବିଭିନ୍ନ ସ୍ଥାନରେ ଚ୍ୟାମ୍ବର କରାଯାଇ ଖୁଣ୍ଟି ପୋତା ଯାଇଛି।ଯାହାକି […]