ରୋଗ ଜାଣିପାରିଲେନି ଡାକ୍ତର !
ବାରଙ୍ଗ,୧୪|୧୦(ଏସଏସନିଉଜ)ଚିକିତ୍ସା ଅବହେଳାରୁ ଚାଲିଗଲା ଅଣ୍ଡିରା ହାଏନା ଛୁଆର ଜୀବନ।ମାକାଓ ପରେପରେ ହାଏନା ଛୁଆର ମୃତ୍ୟୁ ଡ଼ାକ୍ତରମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।୧୫ ଦିନ ପୂର୍ବରୁ ହାଏନା ଛୁଆର ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ହେଲେ ବିଡମ୍ବନାର ବିଷୟ, ଅସ୍ତ୍ରୋପଚାର ହୋଇଥିବା ସ୍ଥାନଟି ଶୁଖିବା ବଦଳରେ ଦିନକୁ ଦିନ ପଚିବାକୁ ଲାଗିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ହାଏନା ଶେଷରେ ମଙ୍ଗଳବାର ସକାଳୁ ଖୁଆଡରେ ମରିପଡ଼ିଥିବାର ଦେଖିବାକୁ ପାଇଥିଲେ ଚିଡିଆଖାନା କର୍ତ୍ତୃପକ୍ଷ। ସୂଚନା ମୁତାବକ, ନନ୍ଦନକାନନ କର୍ତ୍ତୃପକ୍ଷ ଗତ କିଛି […]